Browsing Category
ଖବର
ଦୁନିଆର ସବୁଠୁ ବୟସ୍କା ମହିଳା: ବୟସରେ ସମସ୍ତଙ୍କୁ ହରାଇଦେଲେ ଏହି ଫୁସା ତାସୁମୀ
ନୂଆଦିଲ୍ଲୀ: ପୃଥିବୀର ସବୁଠାରୁ ବୟସ୍କା ମହିଳା କିଏ ଜାଣିଛନ୍ତି କି? ଜାଣିଛନ୍ତି କି ତାଙ୍କର ବୟସ କେତେ? ହୁଏତ ଅନେକ ଲୋକ ଏହାର ଉତ୍ତର ଜାଣି ନଥିବେ । ଦୁନିଆର ସବୁଠାରୁ ବୟସ୍କା ମହିଳାଙ୍କ ନାମ ହେଉଛି ମାରିୟା…
ଟେଷ୍ଟ ସିରିଜ ଖେଳିବେନି ମହମ୍ମଦ ଶାମୀ: ଜଣାପଡ଼ିଲା ପ୍ରକୃତ କାରଣ
ନୂଆଦିଲ୍ଲୀ: ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ଅଛି ଭାରତୀୟ କ୍ରିକେଟ ଟିମ୍ । ଟି-୨୦ ଏବଂ ଦିନିକିଆ ସହିତ ଟେଷ୍ଟ ସିରିଜରେ ମଧ୍ୟ ମୁହାଁମୁହିଁ ହେବେ ଉଭୟ ଦଳ । ତେବେ ଗତ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଥିବା…
ଜଳିଗଲା ଭେଟେରାନ୍ ଅଭିନେତାଙ୍କ ଫ୍ଲାଟ: ଧୂଆଁରେ ଭରିଗଲା ଚାରି ବଖରା ଘର
ମୁମ୍ବାଇ: ହିନ୍ଦୀ ସିନେମା ଜଗତର ବରିଷ୍ଠ ଅଭିନେତାଙ୍କ ଘରେ ଏକ ବଡ଼ ଅଘଟଣ ଘଟିଯାଇଛି । ଲୋକପ୍ରିୟ ଅଭିନେତା ସଦାଶିବ ଅମରାପୁରକରଙ୍କ ଘରେ ଭୀଷଣ ଅଗ୍ନିକାଣ୍ଡ ଘଟିଥିବା ନେଇ ଜାଣିବାକୁ ମିଳିଛି । ଅଚାନକ ଏହି ମହାନ…
ଏବେଠୁ ହୋଇଯାଆନ୍ତୁ Alert! ଶୀତ ସହ ଫେରୁଛି କରୋନା ଲହର: ସଂକ୍ରମଣକୁ ନେଇ ବଢିଲା ଟେନସନ୍
ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ଶୀତର ଲହରୀ ଆରମ୍ଭ ହୋଇଯାଇଛି । ବିଭିନ୍ନ ରାଜ୍ୟରେ ତାପମାତ୍ରା ତଳକୁ ଖସିବା ସାଙ୍ଗକୁ ଥଣ୍ଡାର ପରିମାଣ ବୃଦ୍ଧି ପାଇଛି । ତେବେ ଏହି ଶୀତଋତୁ ସହିତ ଦେଶରେ କରୋନା ମଧ୍ୟ ଫେରିଆସିଛି ।…
ଭାରି ପଡିଲା ବିବାହ ଭୋଜି, ମଣ୍ଡପରୁ ବର ସହିତ ୮୦ ବରଯାତ୍ରୀ ହେଲେ ହସ୍ପିଟାଲରେ ଆଡମିଟ୍
ନାଗପୁର : ମହାରାଷ୍ଟ୍ର ନାଗପୁରରେ ଏକ ବିବାହ ଭୋଜିରେ ଖାଇବା ଅତିଥିଙ୍କୁ ଭାରି ପଡିଯାଇଛି । ଖାଦ୍ୟ ଖାଇବା ପରେ ୮୦ ଜଣ ଲୋକ ହଠାତ୍ ଅସୁସ୍ଥ ହୋଇପଡିଥିଲେ । ଏବେ ଏମାନେ ସମସ୍ତେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।…
ଶ୍ରେୟସ ଆୟରଙ୍କୁ ମିଳିଲା ଅଧିନାୟକ ପଦ: ଏହି ଟୁର୍ଣ୍ଣାମେଣ୍ଟରେ ନେବେ ଦଳର ନେତୃତ୍ୱ
ନୂଆଦିଲ୍ଲୀ: ଭାରତୀୟ ଦଳ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ଗସ୍ତରେ ରହିଛି । ଉଭୟ ଦଳ ମଧ୍ୟରେ ମ୍ୟାଚ ବର୍ଷ ଯୋଗୁଁ ରଦ୍ଦ ହୋଇ ଯାଇଥିବା ବେଳେ ଦ୍ୱିତୀୟ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିଜୟୀ ହୋଇଛି । ତେବେ ଏହି ମ୍ୟାଚରେ ଦଳରୁ…
ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା; ସାହି ଇଦ୍ଗାହ ପରିସରର ହେବ କମିଶନର ସର୍ଭେ, ହିନ୍ଦୁ ପକ୍ଷର ଆବେଦନ ଗ୍ରହଣ
ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦ୍ଗାହ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରିଛନ୍ତି। ସାହି ଇଦ୍ଗାହ କମ୍ପ୍ଲେକ୍ସର କୋର୍ଟ କମିଶନର…
ସେନ୍ସେକ୍ସର ନୂଆ ଇତିହାସ; ୧୦ ମିନିଟରେ ରୋଜଗାର କଲେ ୩ ଲକ୍ଷ କୋଟି
ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ସବୁ ରେକର୍ଡ ଭାଙ୍ଗିଛି ସନସେକ୍ସ। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ ନକରିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ସକାଳେ ବଜାର ଖୋଲିବା ମାତ୍ରେ…
(Video) ମୂଷା କହୁଛି ଜୟ ଜଗନ୍ନାଥ; ଦେଖନ୍ତୁ ଶ୍ରୀମନ୍ଦିର ସମ୍ମୁଖର ଏହି ନିଆରା ଦୃଶ୍ୟ…
ପୁରୀ: (ଓଡ଼ିଶା ଭାସ୍କର) ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ…
ଭାଇରାଲ ହେଉଛି ‘ଡ଼ାନ୍ସିଂ ଅଙ୍କଲ’ ଭିଡ଼ିଓ
କଥାରେ ଅଛି ବୟସ ଏକ ସଂଖ୍ୟା ମାତ୍ର । କେବଳ ମୁଣ୍ଡର କେଶ ବା ଦାଢ଼ି ନିଶ ପାଚିଗଲେ ଜଣେ ବୃଦ୍ଧ ହୋଇଯାଏନି । ଯେତେବେଳେ ଜଣେ ନିଜକୁ ହୃଦୟରୁ ବୃଦ୍ଧ ବୋଲି ଭାବନ୍ତି ସେତେବେଳେ ବୃଦ୍ଧ ହୋଇଯାନ୍ତି । ଆପଣ ଏହି ବୃଦ୍ଧ…