Browsing Category

ଖବର

ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ପ୍ରାଣ ହରାଇଲେ ଯୁବକ

ଓଡିଶା ଭାସ୍କର; ଚ୍ୟାଲେଞ୍ଜ ଗ୍ରହଣ କରି ଥରକେ ୪ଟା ଗୁଲୁଗୁଲା ଏବଂ ଗୋଟିଏ ମାଲପୁଆ ଖାଇ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ଏଭଳି ଏକ ଅଭାବନୀୟ ଘଟଣା ମୟୂରଭଞ୍ଜ ଜିଲ୍ଲା ବେତନଟୀ ଥାନା ବଡ଼ଜାମବଣି ଫାଣ୍ଡି ଅଧୀନ…

DeepFake Video ପାଇଁ ଏମିତି ହୋଇପାରେ ଦଣ୍ଡବିଧାନ: ସୋସିଆଲ ମିଡିଆ ପ୍ଲାଟଫର୍ମକୁ ନିୟମ ମନେ ପକାଇଲେ କେନ୍ଦ୍ର

ନୂଆଦିଲ୍ଲୀ: ସାଉଥ ସୁନ୍ଦରୀ ରଶ୍ମିକା ମନ୍ଧାନାଙ୍କ ଡିପ୍-ଫେକ୍ ଭିଡିଓ ଭାଇରାଲ ହେବା ପରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଉପରେ ବର୍ଷିଛି କେନ୍ଦ୍ର । ଏହି ଭିଡିଓକୁ ନେଇ ନେଇ ସମସ୍ତ ପ୍ଲାଟଫର୍ମକୁ ଏଭଳି ମାମଲା…

Big Breaking; ଏଥର ଅଧୁରା ରହିବ ଦୀପାବଳି ସେଲିବ୍ରେସନ୍: ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଏଥର ଦୀପାବଳି ହେବ ଅନ୍ଧାର । ଆକାଶରେ ଦିଶିବନି ବାଣ ରୋଷଣୀର ଆଲୋକ କି ଶୁଭିବନି ଠୋ ଠା ଶବ୍ଦ । ଦୀପାବଳିର ଅମାବାସ୍ୟା ରାତିରେ ଘୋଟିଯିବ ଆହୁରି ଅନ୍ଧାର । କାରଣ ଦୀପାବଳି ଉତ୍ସବକୁ ନେଇ ବିରାଟ କଟକଣା…

ଅଷ୍ଟ୍ରେଲିଆ ବିପକ୍ଷରେ ଇବ୍ରାହିମ ଜାଦ୍ରାନଙ୍କ ବିରାଟ ମାଇଲଷ୍ଟୋନ୍: ବିଶ୍ୱକପରେ ଆଫଗାନିସ୍ତାନର ପ୍ରଥମ ଶତକବୀର 

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷରେ ଦମଦାର ବ୍ୟାଟିଂର ପ୍ରଦର୍ଶନ ଦେଖାଇଛି ଆଫଗାନିସ୍ତାନ ବ୍ୟାଟିଂ ୟୁନିଟ । ପ୍ରଥମେ ବ୍ୟାଟିଂ କରି ୩୦୦ ରନ୍ ଅଭିମୁଖେ ଅଗ୍ରସର ହେଉଛି ଆଫଗାନୀ ସେନା । ତେବେ ଏହି ବଡ଼ ସ୍କୋର କରିବାରେ…

ବିଶ୍ୱକପରୁ ବାଦ୍ ପଡ଼ିଲେ ନିଜେ ଦଳର ଅଧିନାୟକ: ପରବର୍ତ୍ତୀ ମ୍ୟାଚରେ ଏହି ଖେଳାଳି ନେବେ ନେତୃତ୍ୱ

ନୂଆଦିଲ୍ଲୀ: ଲିଗ୍ ଷ୍ଟେଜର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ଦିନିକିଆ ବିଶ୍ୱକପ-୨୦୨୩ । ଅଧିକାଂଶ ଦଳ ନିକଟରେ ଲିଗ୍ ଷ୍ଟେଜରେ ଆଉ ମାତ୍ର ଗୋଟିଏ ଲେଖାଏଁ ମ୍ୟାଚ ବାକି ରହିଛି । ତେବେ ଏହି ସମୟରେ ଦଳର ଅଧିନାୟକ ହିଁ…

Big Breaking; ଛତିଶଗଡ଼ରେ ଭୋଟିଙ୍ଗ ସମୟରେ ନକ୍ସଲ-ପୋଲିସ ମୁହାଁମୁହିଁ: ଭାରୀ ପଡ଼ିଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ବର୍ତ୍ତମାନ ଛତିଶଗଡ଼ ସମେତ ମୋଟ ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହା ମଧ୍ୟରେ ସୁକମାର ତାଡମେଟଲା ଏବଂ ଦୁଲେଡଠାରେ ମୁହାଁମୁହିଁ ହୋଇଛନ୍ତିି ସିଆରପିଏଫ ଏବଂ ନକ୍ସଲ କର୍ମୀ । ମୀନପାରେ ପୋଲିଙ୍ଗ…

(Video) ସମ୍ପର୍କର ପ୍ରମାଣ ଦେଉଛି ଲୁହର ଧାର: ମଣିଷ-ପଶୁ ପ୍ରେମର ଅଗ୍ନିପରୀକ୍ଷା ଦେଉଛି କୁକୁର

ନୂଆଦିଲ୍ଲୀ: ଆଜିର ସମୟରେ ମଣିଷ ରକ୍ତର ସମ୍ପର୍କକୁ ବି ବୁଝୁନାହିଁ । ଟଙ୍କା ପାଇଁ ଭାଇ-ଭାଇ, ସ୍ୱାମୀ-ସ୍ତ୍ରୀ, ବାପା-ପୁଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହେଉଥିବା ଦେଖାଯାଉଛି । ସାମାନ୍ୟ କେଇଟା ଟଙ୍କା ପାଇଁ ମଣିଷ ବର୍ଷ…

(Video) ରାସ୍ତାରେ ଉଡ଼ୁଛି ପୁଳା ପୁଳା ଟଙ୍କା: କାର୍ ଭିତରୁ ନୋଟ୍ ଫିଙ୍ଗୁଛନ୍ତି ଯୁବକ

ନୂଆଦିଲ୍ଲୀ: ନିକଟରେ ‘ଫର୍ଜି’ ନାମରେ ଏକ ୱେବସିରିଜ ରିଲିଜ ହୋଇଥିଲା। ଯେଉଁଥିରେ ଦେଖିବାକୁ ମିଳିଥିଲା ଯେ, ପୋଲିସ ହାତରୁ ଖସିବା ପାଇଁ ଅଭିଯୁକ୍ତମାନେ ରାସ୍ତାରେ ଟଙ୍କା ଉଡାଉଛନ୍ତି, ଆଉ ନିଜ ଯୋଜନାରେ ସଫଳ ମଧ୍ୟ…

World Cupରୁ ବାଦ୍ ପଡ଼ିଲା ଶ୍ରୀଲଙ୍କା ଦଳ: ୩ ୱିକେଟରେ ବାଂଲାଦେଶକୁ ବିଜୟୀ

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ଦମଦାର ବିଜୟ ହାସଲ କରିଛି ବାଂଲାଦେଶ । ଏହି ପରାଜୟ ପରେ ଚଳିତ ବିଶ୍ୱକପ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛି ଶ୍ରୀଲଙ୍କା । ପୂର୍ବରୁ ବାଂଲାଦେଶ ଏହି ଦୌଡ଼ରୁ ବାଦ୍ ପଡ଼ିଥିବା ବେଳେ…

ସାବଧାନ୍! ଏହିସବୁ ନମ୍ବରରୁ Call ଆସୁଥିଲେ ଭୁଲରେ ବି ଉଠାନ୍ତୁ ନାହିଁ: ନହେଲେ ସବୁ ଟଙ୍କା ଗାଏବ…

ନୂଆଦିଲ୍ଲୀ: ବର୍ତ୍ତମାନ ଲୋକମାନଙ୍କୁ ଠକିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ଖୋଜି ବାହାର କରୁଛନ୍ତି ସାଇବର ଲୁଟେରା । ତେବେ ଏଭଳି ଅଧିକାଂଶ ସ୍କାମ ପ୍ରାୟତଃ ଫୋନ୍ ମାଧ୍ୟମରେ ହିଁ ହେଉଛି । BeenVerified ନାମକ ଏକ…