fbpx
Browsing Category

ଖବର

ଆଜିଠାରୁ ଲାଇଭ ଦେଖିପାରିବେ ସୁପ୍ରିମକୋର୍ଟଙ୍କ ଶୁଣାଣି: ଏହି ୱେବସାଇଟରେ ହେବ ଷ୍ଟ୍ରିମିଂ…

ନୂଆଦିଲ୍ଲୀ: ଆଜି ଠାରୁ ସୁପ୍ରିମକୋର୍ଟଙ୍କ ଶୁଣାଣିକୁ ଲାଇଭ ଦେଖିପାରିବେ । ସୁପ୍ରିମକୋର୍ଟଙ୍କ ସବୈଧାନିକ ପୀଠ ମାମଲା ଶୁଣାଣିର ଲାଇଭ ଷ୍ଟ୍ରିମିଂ ଆଜିଠାରୁ ହେବ । ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ୟୁୟୁ ଲଳିତଙ୍କ…

ଆଇନଜୀବୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ପୋଲିସର ତଦନ୍ତ ଆରମ୍ଭ

ରାଉରକେଲାରେ ଆଇନଜୀବୀ ରମେଶ ଚନ୍ଦ୍ର ବଳଙ୍କ ଆତ୍ମହତ୍ୟା । ଡେଲି ମାର୍କେଟ ବାସଭବନରୁ ଝୁଲନ୍ତା  ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଛି । ତେବେ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ । ତେବେ କିଭଳି ଓ କେଉଁ ପରିସ୍ଥିତିରେ…

(Video) ଆଧାରକାର୍ଡ ଦେଖାଇଲେ ଭୋଜିରେ ମିଳିବ ଖାଇବା: ନଚେତ୍ ଭୋଜିରୁ ଖାଲି ପେଟରେ ହିଁ ଫେରିବାକୁ ପଡିବ

ଅନେକ ସ୍ଥାନରେ ଆଧାର କାର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ଭାବରେ ବ୍ୟବହାର କରାଯାଏ । ବିଭିନ୍ନ ସରକାରୀ ଯୋଜନା ହେଉ କିମ୍ବା ପରିଚୟପତ୍ର ଭାବରେ ଏହାକୁ ବ୍ୟବହାର କରାଯାଏ । କିନ୍ତୁ କ'ଣ ଆପଣ ଶୁଣିଛନ୍ତି ଯେ…

ବୈଜ୍ଞାନିକଙ୍କ ଅଦ୍ଭୁତ ସୃଷ୍ଟି : ତିଆରି କରିଲେ ଏହି ଜିନିଷ, ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ:ବୈଜ୍ଞାନିକମାନେ ପୃଥିବୀ ସମେତ ମହାକାଶରେ କଣ ସବୁ ରହିଛି ତାହା ଜାଣିବା ପାଇଁ ବିଭିନ୍ନ ପ୍ରକାର ରିସର୍ଚ୍ଚ କରିଥାନ୍ତି । ଏତିସହିତ ସେହି ରିସର୍ଚ୍ଚକୁ ସଫଳ କରିବା ପାଇଁ ଅନେକ ପ୍ରରାର ପରିକ୍ଷଣ ମଧ୍ୟ…

ଜାପାନ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ: ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ହେବେ ସାମିଲ

ନୂଆଦିଲ୍ଳୀ: ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାପାନର ପୂର୍ବ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ରାଜକୀୟ ଅନ୍ତିମ ସଂସ୍କାରରେ ସାମିଲ ହେବା ପାଇଁ ପିଏମ ନରେନ୍ଦ୍ର ମୋଦୀ ଟୋକିଓ ପହଞ୍ଚିଛନ୍ତି ।…

(Video) ସ୍ନେକ ହେଲ୍ପଲାଇନ ସଦସ୍ୟଙ୍କୁ ଚକମା ଦେଇ ଖସି ପଳାଇଲା ଅଜଗର: ଭୟରେ ଗାଁ ଲୋକେ…

ମାଲକାନଗିରି: ସ୍ନେକ ହେଲ୍ପଲାଇନ୍କୁ ଚକମା ଦେଇ ଖସିଗଲା ବିଶାଳ ଅଜଗର । ପ୍ରଥମେ ଧରା ଦେଲା ଓ ତାପରେ ଖସି ପଳାଇଲା । ଧରିକି ବି ଧରିପାରିଲେନି ସ୍ନେକ୍ ହେଲ୍ପଲାଇନ ସଦସ୍ୟ । କାମୁଡ଼ିବାକୁ ଗୋଡ଼ାଇବାରୁ ଭୟରେ ଛାଡ଼ିଦେଲେ ।…

ୱେବସିରିଜ୍ ନିର୍ମାଣକୁ ଅଞ୍ଜନାଙ୍କ ବିରୋଧ: କହିଲେ ବନ୍ଦ ନହେଲେ ଆଇନର ଆଶ୍ରୟ ନେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ବହୁଚର୍ଚ୍ଚିତ ଗଣଦୁଷ୍କର୍ମ ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ଜୀବନ କାହାଣୀକୁ ନେଇ ନିର୍ମାଣ ହେଉଛି ଏକ ୱେବ ସିରିଜ୍ ବାରଙ୍ଗ -୧୯୯୯ । ତେବେ ତାଙ୍କ ଅଜାଣତରେ ୱେବସିରିଜ୍ ନିର୍ମାଣ ହେଉଥିବା…

ଆଷ୍ଟରଏଡକୁ ରାସ୍ତାରୁ ହଟାଇଦେଲା NASA ର ସ୍ପେସକ୍ରାଫ୍ଟ: ସଫଳ ହେଲା ପୃଥବୀକୁ ବଞ୍ଚାଇବା ମିଶନ

ନୂଆଦିଲ୍ଲୀ: ଇତିହାସ ରଚିଲା ନାସା । ପ୍ରଥମ ଥର କୌଣସି ପ୍ଲାନେଟେରୀ ଡିଫେନ୍ସ ଟେଷ୍ଟ ଅର୍ଥାତ୍ ଡବଲ ଆଷ୍ଟରଏଡ ରିଡାଇରେକ୍ସନ ଟେଷ୍ଟ (DART) ମିଶନକୁ ସଫଳତା ମିଳିଛି । ଏବେ ଯଦି ଭବିଷ୍ୟତରେ ପୃଥିବୀ ଉପରକୁ କୌଣସି…

(Video) ସିଲ୍ ଦେଉଛି ଫଟୋ ପାଇଁ ପୋଜ୍: ମଜାଦାର ଅନ୍ଦାଜ ଦେଖିଲେ ଆପଣ ବି ହସି ହସି ଗଡ଼ିବେ…

ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା’ କିଛି ଭାଇରାଲ ହୋଇଥାଏ । ଭାଇରାଲ ଭିଡିଓରେ ଅନେକ ସମୟରେ ପଶୁପକ୍ଷୀଙ୍କ ମଜାଦାର ଭିଡିଓ ଭାଇରାଲ ହୋଇଥାଏ । ଯାହାକୁ ଲୋକେ ଖୁବ୍ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ଏଭଳି ଏକ ଭିଡିଓ…

Video: ଆର୍ମି କ୍ୟାମ୍ପରେ ଫୁଟବଲ୍ ଖେଳିଲା ହାତୀ, ବଲ୍‌କୁ ଦେଲା ରିଟର୍ନ-କିକ୍

ନୂଆଦିଲ୍ଲୀ: ଫୁଟବଲ୍ ପ୍ରେମରେ ପଡ଼ିଲା ବଣୁଆ ହାତୀ। ଆସାମର ଗୁଆହାଟୀ ଆର୍ମି କ୍ୟାମ୍ପରେ କିଛି ଲୋକେ ଫୁଟ୍‌ବଲ୍ ଖେଳୁଥିବା ସମୟରେ ଏକ ହାତୀ ପଡିଆ ଭିତରକୁ ଆସି ଉପସ୍ଥିତ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହାତୀଟି ନମ୍ର…