fbpx
Browsing Category

ଖବର

(Video) ହାର୍ ମାନିନାହାଁନ୍ତି ଦିବ୍ୟାଙ୍ଗ ମହିଳା: ହ୍ୱିଲଚେୟାରରେ କରୁଛନ୍ତି ଫୁଡ୍ ଡେଲିଭରି

କୁହାଯାଏ ଆତ୍ମବିଶ୍ୱାସ ଥିଲେ କୌଣସି କାମ ଅସମ୍ଭବ ନୁହେଁ । ଆତ୍ମବିଶ୍ୱାସ ଏବଂ ନିଜ ଉପରେ ବିଶ୍ୱାସ ଆପଣଙ୍କୁ କିଛି ବି ହାସଲ କରିବାରେ ସହାୟକ ହୋଇଥାଏ । ଚାହେ ସେ କାମକୁ ନେଇ ହେଉ କିମ୍ବା ନିଜ ଜୀବନର କୌଣସି ବଡ଼…

ସୋମବାରଠାରୁ OJEE ୱେବ୍ କାଉନସେଲିଂ: ଜାଣନ୍ତୁ କେଉଁ ଦିନ କେଉଁ ପାଠ୍ୟକ୍ରମ ପାଇଁ ହେବ କାଉନସେଲିଂ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଜେଇଇ ୱେବ୍ କାଉନସେଲିଂ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ବିଜ୍ଞପ୍ତି ଅନୂଯାୟୀ ସେପ୍ଟେମ୍ବର ୧୨ ରୁ ଏମବିଏ, ଏମସିଏ, ଏମ.ଟେକ୍, ଏମ୍.ଆର୍କ, ଏମ୍.ପ୍ଲାନ୍ ଏବଂ ସେପ୍ଟେମ୍ବର ୧୩ ରୁ…

UPI ଏବଂ Credit Card ର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ: ଏକ୍ସପର୍ଟ 

ନୂଆଦିଲ୍ଲୀ: କ୍ରେଡିଟ୍ କାର୍ଡ ଏବଂ ୟୁପିଆଇ ପେମେଣ୍ଟର ବଢ଼ୁଥିବା ବ୍ୟବହାର ଚାହିଦା ବଢ଼ିବାର ସଙ୍କେତ ମିଳୁଛି । ଏଭଳି କିଛି ଅନୁମାନ କରିଛନ୍ତି ଏକ୍ସପର୍ଟ ଏବଂ ବଜାର ସହ ଜଡ଼ିତ ବିଶେଷଜ୍ଞ । ବଢ଼ୁଥିବା ବ୍ୟବହାର କୋଭିଡ୍…

ଦ୍ୱାରକା ଶାରଦା ପୀଠ ଶଙ୍କରାଚାର୍ଯ୍ୟଙ୍କ ପରଲୋକ: ୯୯ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ

ନୂଆଦିଲ୍ଲୀ: ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ୱରୂପାନନ୍ଦଙ୍କ ୯୯ ବର୍ଷ ବୟସରେ ପରଲୋକ ମଧ୍ୟପ୍ରଦେଶର ନିରସିଂହପୁରରେ ତାଙ୍କର ଦେହାନ୍ତ ହୋଇଛି । ସୂଚନା ମୁତାବକ ସେ ନିଜ ଆଶ୍ରମରେ ଅପରାହ୍ନ ୩ଟା ବେଳେ ଶେଷ…

ଗୁଗଲ ପ୍ଲେ ଷ୍ଟୋରକୁ ଫେରିଲା ଏହି ଖତରନାକ ଆପ୍ସ, କରନ୍ତୁ ନାହିଁ ଡାଉନଲୋଡ୍

ନୂଆଦିଲ୍ଳୀ: ବିପଜ୍ଜନକ କ୍ଲିନର ଏବଂ ଫେକ୍ ଆଣ୍ଟିଭାଇରସ ଆପ୍ସ ସାର୍କବୋଟ୍ ମାଲୱେୟାର ଗୁଗଲ ପ୍ଲେ ଷ୍ଟୋରକୁ ଫେରିଛି । ଏହି ମାଲୱେୟାର ୟୁଜର୍ସଙ୍କ ବ୍ୟାଙ୍କିଂ ତଥ୍ୟ ଚୋରି କରିଥାଏ । ଏହି ବିପଜ୍ଜନକ ଆପ୍ସରେ ମିଷ୍ଟର…

ରାଜ୍ୟସଭା ଉପ-ନିର୍ବାଚନ: ତ୍ରିପୁରା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବ ବିଜେପି

ନୂଆଦିଲ୍ଲୀ: ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭାକୁ ପଠାଇବାକୁ ଚେଷ୍ଟା ଚାଲିଛି। ତାଙ୍କୁ ତ୍ରିପୁରାର ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପରେ ବିଜେପି ବର୍ତ୍ତମାନ ତାଙ୍କୁ ରାଜ୍ୟସଭା…

ପ୍ରେମିକ ସହ ମିଶି ସାନ ଭାଇକୁ ମାରି ଅଗଣାରେ ପୋତିଥିଲା ଭଉଣୀ, ଦେଢ଼ମାସ ପରେ ମିଳିଲା ଶବ

ରାଞ୍ଚି: ରାମଗଡ ଜିଲ୍ଲାର ପତରାତୁରେ ଦେଢ଼ ମାସ ତଳର ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି । ଏହି ଗ୍ରାମରେ ରହୁଥିବା ଜଣେ ଯୁବତୀ ତାଙ୍କ ୨୧ ବର୍ଷର ସାନ ଭାଇକୁ ହତ୍ୟା କରି ମୃତଦେହକୁ ସେ ରହୁଥିବା ଘର ଅଗଣାରେ ପୋତି…

ଭିଟାମିନ୍ D ଅଭାବରୁ ଆପଣଙ୍କୁ ହୋଇପାରେ ଏହି ସବୁ ସମସ୍ୟା, ଜାଣି ରଖନ୍ତୁ ଉପଚାର …

ନୂଆଦିଲ୍ଲୀ: ଆଜିର ବ୍ୟସ୍ତବହୁଳ ଜୀବନରେ ଅଧିକାଂଶ ଲୋକ ସେମାନଙ୍କର ଖାଦ୍ୟ ପାନୀୟର ଯତ୍ନ ନେବାକୁ ଭୁଲିଯାଆନ୍ତି | ଏଭଳି ପରିସ୍ଥିତିରେ ଶରୀରରେ ଅତ୍ୟାବଶ୍ୟକ ପୋଷକ ତତ୍ତ୍ୱର ଅଭାବ ରହିବା ସ୍ୱାଭାବିକ | ଆମ ଶରୀର ପାଇଁ…

ପୋଲିଓ ଜୀବାଣୁ ମିଳିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା, ଟିକାକରଣ ତ୍ୱରାନିତ କରିବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ବିଶ୍ୱର ସବୁଠୁ ବିକଶିତ ତଥା ଆଗୁଆ ଦେଶ ଆମେରିକାରେ ବ୍ୟାପିଛି ପୋଲିଓ। ସ୍ଥିତି ଏପରି ହୋଇଛି ଯେ, ପ୍ରଶାସନ ପକ୍ଷରୁ ରାଜ୍ୟ ଆପତ୍ତିକାଳିନ ପରିସ୍ଥିତି ଘୋଷଣା କରାଯାଇଛି। ନିଉୟର୍କର ଲଙ୍ଗ ଦ୍ୱୀପରେ…

ଅଳ୍ପକେ ବର୍ତ୍ତିଲେ ଇମ୍ରାନ୍ ଖାନ୍: ଉଡ଼ାଣ ଭରିବା ପରେ ବିମାନରେ ଆସିଥିଲା ଯାନ୍ତ୍ରିକ ତ୍ରୁଟି

ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଙ୍କ ବିମାନ ରବିବାର ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଛି । ଯାନ୍ତ୍ରିକ ତ୍ରୁଟି କାରଣରୁ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ବିମାନର ଜରୁରୀ…