Browsing Category
ଖବର
ବ୍ରହ୍ମପୁରରେ ଗୋଷ୍ଠୀ ସଘର୍ଷ : ୧୨ ଜଣ ଗୁରୁତର ହସ୍ପିଟାଲରେ ଭର୍ତ୍ତି
ଖଲିକୋଟ : ଗଞ୍ଜାମ ଜିଲ୍ଲାର ଖଲିକୋଟ ବ୍ଲକରେ ଥିବା କୋମଣ୍ଡ ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ଏଥିରେ ୪ ଜଣ ମହିଳାଙ୍କ ସମେତ ୮ ଜଣ ଆହତ ହୋଇଛନ୍ତି । ଏହି ଘଟଣା ଘଟିଥିଲା ଗଣେଶ ମେଢ ଭସାଣି ସମୟରେ । ଏଠାରେ ଭସାଣି…
ଆଗରୁ କେବେ ଦେଖି ନଥିବେ, ପ୍ରକୃତିର ଏପରି ଅଦ୍ଭୁତ ଦୃଶ୍ୟ
ନୂଆଦିଲ୍ଲୀ : ଆମର ପ୍ରକୃତି ଏତେ ସୁନ୍ଦର ଯାହାର ଆମେ କଳନା ମଧ୍ୟ କରିଥାନ୍ତି । ପ୍ରକୃତି ଆମକୁ ବେଳେବେଳେ ଏପରି ଦୃଶ୍ୟ ଦେଖାଇ ଥାଏ ଯାହାକୁ ଦେଖିବା ପରେ ଆମେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଥାଉ । କେତେବେଳେ ଆମେ ସମୁଦ୍ରର ବଡ…
ନିଦ୍ରାକୁ ବହୁ ମାତ୍ରାରେ ପ୍ରଭାବିତ କରି ଥାଏ ଏହି ସବୁ ଅସ୍ୱାସ୍ଥ୍ୟକର ଖାଦ୍ୟ
ନୂଆଦିଲ୍ଲୀ: ଆପଣ ଜାଣନ୍ତି କି ଅସ୍ୱାସ୍ଥ୍ୟକର ଖାଦ୍ୟ ଆମ ନିଦକୁ ବହୁ ମାତ୍ରାରେ ପ୍ରଭାବିତ କରି ଥାଏ । ଆଧୁନିକ ଖାଦ୍ୟପେୟ ଏବଂ ପାଶ୍ଚାତ୍ୟ ଦେଶର ଖାଦ୍ୟକୁ ଅଧିକ ଗୁରୁତ୍ୱ ଦେଲେଣି ଯୁବପିଢ଼ି । ଯାହା ସେମାନଙ୍କ ପାଇଁ…
କପିଲ ଦେବଙ୍କ ପାଟିରେ କପଡା ଓ ହାତ ବାନ୍ଧି ଟାଣି ଟାଣି ନେଉଛନ୍ତି କିଛି ଲୋକ, ଭିଡିଓ ଭାଇରାଲ୍ ହେବା ପରେ ଚିନ୍ତାରେ ପ୍ରଶଂସକ
ନୂଆଦିଲ୍ଲୀ: ୧୯୮୩ରେ ଭାରତକୁ ୱାର୍ଲ୍ଡ କପ୍ ଜିତାଇଥିବା ପୂର୍ବତନ ଭାରତୀୟ କ୍ୟାପଟେନ୍ କପିଲ ଦେବଙ୍କୁ ନେଇ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି କିଛି ଲୋକ କପିଲ…
ଗୁଟଖା ବିକ୍ରି କରିବନି… ବିଷ ଦେବା ମାମଲାର ଅଭିଯୁକ୍ତକୁ ସର୍ତ୍ତ ରଖି ଜାମିନ୍ ଦେଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ବିଷ ଦେବା ମାମଲାରେ ଜଣେ ଅଭିଯୁକ୍ତଙ୍କୁ ଅଗ୍ରଣୀ ଜାମିନ ଦେଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ତେବେ ମାତ୍ର ଗୋଟିଏ ସର୍ତ୍ତ ରଖିଲେ ଅଗ୍ରୀମ ଚମିନ ଆବଦେନକୁ ଗ୍ରହଣ କରାଯିବ ବୋଲି କହିଛନ୍ତି ବିଚାରପତି ।…
Big Breaking… ଭାରତକୁ ଦ୍ୱିତୀୟ ସ୍ୱର୍ଣ୍ଣ ଦେଲା ମହିଳା କ୍ରିକେଟ ଟିମ: ଶ୍ରୀଲଙ୍କାକୁ ମାତ୍ ଦେଇ ଲେଖିଲା ଇତିହାସ
ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ମହିଳା କ୍ରିକେଟ ଟିମ୍ ଭାରତକୁ ସ୍ୱର୍ଣ୍ଣ ପଦକର ଅଧିକାରୀ କରାଇଛନ୍ତି । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାକୁ ପରାସ୍ତ କରି ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛି ଟିମ…
(Video) ଭୁବନେଶ୍ୱର ରସୁଲଗଡ଼ରେ ନିର୍ମାଣ ହେବ ତାଇୱାନ୍ ବୁଦ୍ଧ ମନ୍ଦିର: ଆହୁରି ଚଳଚଞ୍ଚଳ ହେବ ରାଜଧାନୀ
ଭୁବନେଶ୍ୱର: ଆସୁଛି ଶାରଦୀୟ ଦୁର୍ଗାପୂଜା । ଚଳଚଞ୍ଚଳ ହେଲାଣି ରାଜଧାନୀର ଅନେକ ପୂଜା ମଣ୍ଡପ । କର୍ମକର୍ତ୍ତାଙ୍କ ମନରେ ଭରିଗଲାଣି ଉତ୍ସାହ ଓ ଉଦ୍ଦିପନା । ଏସବୁ ମଧ୍ୟରେ ଶୀର୍ଷ ସ୍ଥାନ ହାତେଇବା ପାଇଁ ସବୁ ମଣ୍ଡପରେ…
3rd ODIରୁ ବାଦ୍ ପଡ଼ିଲେ ଅଲରାଉଣ୍ଡର ଅକ୍ସର ପଟେଲ: ବିଶ୍ୱକପରେ ଏଣ୍ଟ୍ରି ମାରିପାରନ୍ତି ଷ୍ଟାର ବୋଲର
ନୂଆଦିଲ୍ଲୀ: ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ ସିରିଜ ଖେଳୁଛି ଟିମ ଇଣ୍ଡିଆ । ପ୍ରଥମ ଦୁଇଟି ମ୍ୟାଚରେ ବିଜୟୀ ହୋଇ ଭାରତ ସିରିଜକୁ ନିଜ କବଜାରେ କରିସାରିଛି । ତେବେ ଏହାର ତୃଥୀୟ ତଥା ଶେଷ ମ୍ୟାଚ ୨୭…
୪ ମାସରୁ ପାକିସ୍ତାନ ଖେଳାଳିଙ୍କୁ ମିଳୁନି ଦରମା: ବିଶ୍ୱକପ ପୂର୍ବରୁ ନେଇପାରନ୍ତି ବଡ଼ ପଦକ୍ଷେପ
ନୂଆଦିଲ୍ଲୀ: ଆସନ୍ତା ୫ ତାରିଖରୁ ଭାରତରେ ଆରମ୍ଭ ହେବାକୁ ଯାଉଛି ଦିନିକିଆ ବିଶ୍ୱକପ ୨୦୨୩ । ତେବେ ଟୁର୍ଣ୍ଣାମେଣ୍ଟରେ ଖେଳିବା ପୂର୍ବରୁ ପାକିସ୍ତାନ ୨୯ ତାରିଖରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୱାର୍ମ-ଅପ୍ ମ୍ୟାଚ ଖେଳିବ ।…
ସାରା ବିଶ୍ୱ ଦେଖୁଛି ଭାରତର ‘ବାୟୁ-ଶକ୍ତି’: ହିଣ୍ଡେନ ଏୟାରବେସରେ ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି ଦେଶ
ଉତ୍ତରପ୍ରଦେଶ: ଆଜି ଭାରତ ସାରା ବିଶ୍ୱକୁ ନିଜର ଡ୍ରୋନ ଶକ୍ତି ପ୍ରଦର୍ଶନ କରୁଛି । ଉତ୍ତରପ୍ରଦେଶର ଗଜିଆବାଦରେ ସାରା ଭାରତର ସ୍ୱଦେଶୀ ଡ୍ରୋନ ଦ୍ୱାରା ବାୟୁ-ଶକ୍ତି ଦେଖୁଛି ବିଶ୍ୱ । ଭାରତୀୟ ବାୟୁ ସେନା ସହ ମିଶି…