Browsing Category
ଖବର
ଆରମ୍ଭ ହେଉଛି 6G ପାଇଁ ପ୍ରସ୍ତୁତି! 5Gଠାରୁ ଦେବ ୧୦୦ ଗୁଣ ଅଧିକ ସ୍ପିଡ ଇଣ୍ଟରନେଟ ସେବା
ନୂଆଦିଲ୍ଲୀ: ଭାରତରରେ ୬ଜି ଭିଜନ ଡକ୍ୟୁମେଣ୍ଟ ଉପସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବର୍ତ୍ତମାନ ୪ଜି ଏବଂ ୫ଜି ସେବାକୁ ନେଇ ଅଧିକାଂଶ ଲୋକ ଅଭିଯୋଗ ଆଣୁଥିଲେ ବି ଦେଶ ୬ଜି ପାଇଁ ପ୍ରସ୍ତୁତି ହେଉଥିବା…
IPL ପୂର୍ବରୁ ସେନା କ୍ୟାମ୍ପରେ ପହଞ୍ଚିଲେ ଧୋନୀ: ଖୋଲା ଜିପ୍ରେ ବୁଲିଲେ, କିନ୍ତୁ ଏୟାରପୋର୍ଟରେ ଘଟିଲା କିଛି ଏପରି
ନୂଆଦିଲ୍ଲୀ: ଭାରତୀୟ ଦଳର ପୁର୍ବତ୍ତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ନିଜର ଖେଳ ବ୍ୟତିତ ତାଙ୍କର ଅନ୍ୟାନ୍ୟ କାର୍ଯ୍ୟକୁ ନେଇ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଧୋନୀଙ୍କ ଠାରୁ ଯାହା ଆଶା କରାଯାଇଥାଏ, ସେ ତାଠାରୁ…
(video)କାହିଁକି ଏତେ ବ୍ୟସ୍ତ! ମାଡି ଆସିଲା ଟ୍ରେନ ଆଉ ଅଳ୍ପ ସମୟ ଭିତରେ ବ୍ୟକ୍ତିଙ୍କ ଉପରେ…ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ: ଆପଣ ସୋସିଆଲ ଅନେକ ଭିଡ଼ିଓ ଦେଖିଥିବେ । ଏହା ଭିତରେ କିଛି ଭିଡ଼ିଓ ଅଛି ଯାହାକୁ ଦେଖିବା ପରେ ଆପଣଙ୍କ ଲୋମଟାଙ୍କୁରୀ ଉଠିବ । ଅନେକ ଥର ଆପଣ ଦେଖି ଥିବେ ଲୋକ ମାନେ ତାଙ୍କର ଅସାଵଧାନିକତା ପାଇଁ କିଭଳି ମୃତ୍ୟୁ…
ଡାଉନ ହେଲା ଗୁଗୁଲ ସର୍ଭିସ, ଚିନ୍ତାରେ ପଡିଲେ ଲକ୍ଷ ଲକ୍ଷ ୟୁଜର୍ସ
ନୂଆଦିଲ୍ଲୀ: ଗୁଗୁଲକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି । ବର୍ତ୍ତମାନ ଗୁଗୁଲ ସର୍ଭିସ ଡାଉନ ହୋଇଯାଇଛି । ଯେଉଁ କାରଣରୁ ଲକ୍ଷ ଲକ୍ଷ ୟୁଜର୍ସ ଗୁଗୁଲ ୟୁଟ୍ୟୁବକୁ ଆକ୍ସେସ କରିପାରୁନାହାନ୍ତି । ଏନେଇ ଲକ୍ଷ ଲକ୍ଷ ଲୋକେ…
(Video) ବହିରେ, ଖାତାରେ, ଛାତରେ, ହେଲମେଟରେ, ରାସ୍ତାରେ ସବୁଠି ତୋ ନାଁ: ନିଶାଙ୍କ ପ୍ରେମରେ ଏମିତି ପାଗଳ ହେଲେ ଯୁବକ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନର ଡିଜିଟାଲ ଯୁଗରେ ଅନେକ ବ୍ୟକ୍ତି ରାତାରାତି ସୋସିଆଲ ମିଡ଼ିଆ ମାଧ୍ୟମରେ ହିରୋ ପାଲଟି ଯାଉଛନ୍ତି । ସେହିପରି ଜଣେ ବ୍ୟକ୍ତିତ୍ୱର ଅଧିକାରିଣୀ ହେଉଛନ୍ତି ଅଭିନେତ୍ରୀ ନିଶା ମହାରଣା…
ହେ ଭଗବାନ୍ ! ୪ ଦିନର ଶିଶୁକୁ ଜୋତାରେ ଦଳି ମାରିଦେଲା ପୋଲିସ, ସଙ୍ଗିନ ଅଭିଯୋଗ , ଜାଣନ୍ତୁ କେଉଁଠି ଘଟିଛିି ଏଭଳି ନୃଶଂସ ଘଟଣା
ନୂଆଦିଲ୍ଲୀ : ପୋଲିସ ଜୋତା ତଳେ ନବଜାତର ଜୀବନ ଯାଇଛି । ମାତ୍ର ୪ ଦିନର ଶିଶୁ ପୋଲିସ ହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲି ଚଢଉ ବେଳେ ଏଭଳି ଘଟଣା ଘଟିଥିବା ମୃତ ଶିଶୁର ପରିବାର ଲୋକ ଅଭିଯୋଗ କରିଛନ୍ତି । ମିଳିଥିବା…
ଶେଷ ଦିନିକିଆରେ ଟିମ୍ ଇଣ୍ଡିଆ ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍ ସୋ, ସୂର୍ଯ୍ୟକୁମାର ଯାଦବ ନିଜ ନାଁରେ କଲେ ଲଜ୍ଜାଜନକ ରେକର୍ଡ
ଚେନ୍ନାଇ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚରେ ଅଷ୍ଟ୍ରେଲିଆ ଭାରତକୁ ୨୧ରନରେ ପରାସ୍ତ କରି ସିରିଜକୁ ୨-୧ରେ ଜିତିଛି। ଅଷ୍ଟ୍ରେଲିଆ…
ପିଏମ୍ ପୋଷଣ ଯୋଜନାରେ ଓଡ଼ିଶାକୁ ମିଳିଲା ଦ୍ୱିତୀୟ କିସ୍ତି: ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କଲେ କେନ୍ଦ୍ର ସରକାର
ଭୁବନେଶ୍ୱର: ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପିଏମ ପୋଷଣ ଯୋଜନାରେ ଓଡ଼ିଶାକୁ ଦ୍ୱିତୀୟ କିସ୍ତିରେ ୨୮୩ କୋଟି ୭୮ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପିଏମ ପୋଷଣର ଦ୍ୱିତୀୟ କିସ୍ତିର…
ରମଜାନ ୨୦୨୩: ଆଜି ଭାରତରେ ଦିଶିଲାନି ରମଜାନର ଚାନ୍ଦ, ମାର୍ଚ୍ଚ ୨୪ ରେ ହେବ ଜୁମା
ନୂଆଦିଲ୍ଲୀ: ଆଜି ଦେଶର କୌଣସି ଅଞ୍ଚଳରେ ରମଜାନ ଚାନ୍ଦ ଦେଖାଯାଇ ନାହିଁ। ବର୍ତ୍ତମାନ ପ୍ରଥମ ରୋଜା ଶୁକ୍ରବାର ଅର୍ଥାତ୍ ମାର୍ଚ୍ଚ ୨୪ ରେ ହେବ। ଦିଲ୍ଲୀ ସହିତ ଆଜି ଲକ୍ଷ୍ନୌରେ ଚନ୍ଦ୍ର ଦେଖାଯାଇ ନଥିଲା। ଏବେ ଆସନ୍ତାକାଲି…
(Video)ଖୁଚୁରା ଟଙ୍କା ଦେଇ ସ୍କୁଟି କିଣିବାକୁ ପହଁଚିଲେ ଯୁବକ, ଟଙ୍କା ଗଣି ଗଣି ଥକି ଗଲେ କର୍ମଚାରୀ; ଭାଇରଲ ହେଉଛି ଭିଡ଼ିଓ
ନୂଆଦିଲ୍ଲୀ: ଆସାମର ଦାରଙ୍ଗ ଜିଲ୍ଲାର ଏକ ଭିଡିଓ ସୋସିଆଲ ମିଡିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଏଠାରେ ଜଣେ ବ୍ୟକ୍ତି ମୁଦ୍ରା ଭର୍ତ୍ତି ଏକ ଅଖା ସହିତ ସ୍କୁଟି କିଣିବାକୁ ଆସିବା ଦେଖି ଲୋକମାନେ ସବୁ ଆଶ୍ଚର୍ଯ୍ୟ…