Browsing Category

ଖବର

(VIDEO) ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲା: କ୍ରାଇମ୍ ସିନକୁ ଯାଇ ସତ କହୁଛି ଅଭିିଯୁକ୍ତ ଗୋପାଳ 

ଝାରସୁଗୁଡା : ଆଜକୁ ୬ ଦିନ ବିତିଗଲାଣି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା । ମନ୍ତ୍ରୀଙ୍କୁ ହତ୍ୟାପରଠାରୁ ଆଜି ଯାଏଁ ପ୍ରତ୍ୟେକ ଦିନ କିଛି ନା କିଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଯାହାକି…

(Video) ବିଲ୍ ଗେଟସ୍ ବେଲୁଛନ୍ତି ଭାରତୀୟ ରୁଟି, ସାମ୍ନାକୁ ଆସିଲା ଦୃଶ୍ୟ

ନୂଆଦିଲ୍ଲୀ: ବିଶ୍ୱର ଅନ୍ୟତମ ଧନୀବ୍ୟକ୍ତି ତଥା ମାଇକ୍ରୋସଫ୍ଟର ସହପ୍ରତିଷ୍ଠାତା ବିଲ୍ ଗେଟ୍ସଙ୍କୁ କିଏ ବା ନ ଜାଣେ । ବିଲ ନିଜର ଅନେକ ସମ୍ପତ୍ତି ସମାଜସେବା ପାଇଁ ଦାନ କରିଥାନ୍ତି । ତେବେ ନିକଟରେ ବିଲଙ୍କର ଏକ ଭିଡିଓ…

(VIDEO) ଅକ୍ଳାନ୍ତଙ୍କ ଏକାଦଶରେ ଭାଇ ଝୁରି କାନ୍ଦୁଛନ୍ତି ଅଭିିନେତା ଅମ୍ଳାନ; ମନେପକାଉଛନ୍ତି ପିଲାଦିନର ଅଭୁଲା ସ୍ମୃତି

କଟକ:ଅକ୍ଳାନ୍ତ ମୃତ୍ୟୁକୁ ଚାହୁଁ ଚାହୁଁ ୧୦ ଦିନ ବିତିଗଲା । ଆଜି ହେଉଛି ଅକ୍ଳାନ୍ତଙ୍କ ଏକାଦଶ ଆଉ ଭାଇର ସ୍ମୃତିକୁ ମନେ ପକାଇ ଭୋ ଭୋ ହୋଇ କାନ୍ଦୁଛନ୍ତି ଅଭିନେତା ଅମ୍ଳାନ । ବାପା ମା ଙ୍କ ପରେ ଭାଇ ହିଁ ଥିଲା ତାଙ୍କର…

ଚେକିଂ ସମୟରେ ଅଘଟଣ; ଉପଜିଲ୍ଲାପାଳଙ୍କୁ ନିସ୍ତୁକ ମାଡ

ବାଲେଶ୍ୱର: ବାଲେଶ୍ୱର ଉପଜିଲ୍ଲାପାଳଙ୍କୁ ଆଜି ଆକ୍ରମଣ ହୋଇଛି । ଫଳରେ ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଚି । ତେବେ ସହଦେବଖୁଣ୍ଟା ଥାନା ଦହପଡା ନିକଟରେ ହେଉଥିବା ଚେକିଂ ସମୟରେ ଏହି ଅଘଟଣ ଘଟିଛି…

ଆମର କୌଣସି ସମ୍ପର୍କ ନାହିଁ… ଆଦାନୀ ଗ୍ରୁପର ସେୟାରରେ ହ୍ରାସ ମଧ୍ୟରେ କହିଲେ ମୋଦୀ ସରକାର

ନୂଆଦିଲ୍ଲୀ: ବ୍ୟବସାୟୀ ଗୌତମ ଆଦାନୀଙ୍କ କମ୍ପାନୀଗୁଡିକର ଅଂଶଧନ ହ୍ରାସ ପାଇବା ପରେ ସରକାରଙ୍କ ପକ୍ଷରୁ ଏକ ମନ୍ତବ୍ୟ ପ୍ରକାଶ ପାଇଛି । ଆଦାନୀ ଗ୍ରୁପ୍ ସହ ସରକାରଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସଂସଦୀୟ ବ୍ୟାପାର…

ବସ ଡ୍ରାଇଭରଙ୍କ ସ୍ୱାର୍ଥପରତା ପାଇଁ ଚାଲିଗଲା ବୃଦ୍ଧାଙ୍କ ଜୀବନ

ଛତ୍ରପୁର: ହଜିଗଲା ମାନବିକତା ବସ ଡ୍ରାଇଭରଙ୍କ ସ୍ୱାର୍ଥପରତା ପାଇଁ ଚାଲିଗଲା ବୃଦ୍ଧା ମା’ଙ୍କ ଜୀବନ। ଅସୁସ୍ଥତା ଅନୁଭବ ହେବାରୁ ଅଧା ବାଟରେ ଓହ୍ଲାଇଦେଲା ବସ ଡ୍ରାଇଭର ଘଟଣା ସ୍ଥଳରେ ଚାଲିଗଲା ଜୀବନ। ଏମିତି ଏକ ଘଟଣା…

Video: ଇସଲାମ ଉପରେ ବିବାଦୀୟ ବୟାନ ଦେଲେ ବାବା ରାମଦେବ, କହିଲେ-‘ଏହା ହିଁ ମୁସଲମାନମାନଙ୍କୁ ଶିକ୍ଷା ଦିଆଯାଏ’

ନୁଆଦିଲ୍ଲୀ: ବାଗେଶ୍ୱର ଧାମର ଆଚାର୍ଯ୍ୟ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ସହିତ ଜଡ଼ିତ ବିବାଦ ଥମିବାର ନଥିବା ବେଳେ ବାବା ରାମଦେବ ଏବେ ଇସଲାମ ଏବଂ ମୁସଲମାନଙ୍କ ଉପରେ ଦେଇଥିବା ବୟାନ ଚର୍ଚ୍ଚାରେ ରହିଛି । ଏଥିରେ ବାବା ରାମଦେବ…

(Video) ଟୁକୁଡ଼ା କାଗଜ ଖୋଲିବ ନବ ଦାସ ହତ୍ୟା ରହସ୍ୟ: କାଗଜରେ କ’ଣ ଲେଖିଛନ୍ତି ଗୋପାଳ, ଏହା ପଛରେ ଆଉ କାହାର ସମ୍ପୃକ୍ତି ଅଛି କି?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁକୁ ନେଇ ତଦନ୍ତ ଜାରି ରହିଥିବା ବେଳେ ଖୋଲୁଛି ନୂଆ ନୂଆ ଗୁମର । କ୍ରାଇମବ୍ରାଞ୍ଚ, ଫରେନସିକ୍ ଟିମ୍ ଘଟଣାସ୍ଥଳକୁ ଯାଇ ଛାନଭିନ…

ଡେଲିଭରୀ ପାଇଁ ଡାକ୍ତରଖାନା ଯାଉଥିଲେ ମହିଳା: ହଠାତ୍ କାର୍‌ରେ ଲାଗିଲା ନିଆଁ, ଚାଲିଗଲା ଦମ୍ପତିଙ୍କ ଜୀବନ

ନୂଆଦିଲ୍ଲୀ: କେରଳର କନ୍ନୁର ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଏଠାରେ ରାସ୍ତାରେ ଯାଉଥିବା ଏକ କାର୍‌ରେ ନିଆଁ ଲାଗିବାରୁ ଦମ୍ପତିଙ୍କର ମୃତ୍ୟୁ ଘଟିଛି। ପୋଲିସ ଦେଇଥିବା ସୂଚନା ମୁତାବକ ଏହି ଘଟଣାରେ…

ଏହିସବୁ ଲକ୍ଷଣକୁ ଭୁଲରେ ବି କରନ୍ତୁ ନାହିଁ ଅଣଦେଖା; ନଚେତ ଆପଣ ହୋଇପାରନ୍ତି କ୍ୟାନ୍ସରର ଶିକାର

ନୂଆଦିଲ୍ଲୀ: ବର୍ତ୍ତମାନ ସମୟର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ଅନିୟମିତ ଖାଦ୍ୟଶୌଳୀ କାରଣରୁ ଅନେକ ଲୋକ ବିଭିନ୍ନ ରୋଗର ଶିକାର ହୋଇଥାନ୍ତି । ଫଳରେ ସେମାନଙ୍କୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ…