Browsing Category
ଖବର
ଆଜି ଆସିବ ସାଧାରଣ ବଜେଟ୍; ସବୁ ବର୍ଗଙ୍କୁ ସୁହାଇଲା ଭଳି ହେବକି ବଜେଟ୍
ନୂଆଦିଲ୍ଲୀ: ଆଜି ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ୨୦୨୩- ୨୪ ବର୍ଷ ପାଇଁ ଏହି ବଜେଟ୍ ଉପସ୍ଥାପନ ହେବ । ଯାହାକି ମୋଦି ସରକାରଙ୍କ ଦ୍ୱିତୀୟ ପାଳିର ଶେଷ ପୂର୍ଣ୍ଣାଙ୍କ ବଜେଟ୍…
ବିମାନବନ୍ଦରରେ ଆତଙ୍କ, ଫୋନରେ କହିଲେ ମୁଁ ଯିବି ନାହିଁ, ଆପଣଙ୍କ ବିମାନରେ ବୋମା ଅଛି
ଅହମଦାବାଦ: ଏୟାରପୋର୍ଟ କର୍ମଚାରୀ ଯାତ୍ରୀ ମାନଙ୍କୁ ଫୋନ କରି କହିଲେ ବିମାନ ଉଡ଼ାଣ ଆରମ୍ଭ ହେବାକୁ ଯାଉଛି । ଜଣେ ବ୍ୟକ୍ତି ଫୋନ ରିସିଭ କରି କହିଲେ ମୁଁ ଯିବି ନାହିଁ, ମୋତେ ମରିବାର ନାହିଁ, କାରଣ ଆପଣଙ୍କ ଫ୍ଲାଇଟରେ…
(Video)ତୁଷାରପାତ ବେଳେ ଧୋତି ପିନ୍ଧି ଧ୍ୟାନରେ ସାଧୁ, ଭିଡିଓ ଦେଖିଲେ ଆପଣ ମଧ୍ୟ କମ୍ପି ଉଠିବେ
ନୂଆଦିଲ୍ଲୀ:ସୋସିଆଲ ମିଡିଆରେ ପ୍ରତିଦିନ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ ହୋଇଥାଏ । ଏଥିମଧ୍ୟରୁ ଏମିତି କିଛି ଭିଡିଓ ରହିଥାଏ, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଆନ୍ତି । ନିକଟରେ ଭାଇରାଲ ହୋଇଥିବା ଏକ ଭିଡିଓଟି…
ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା:ବଦଳି ହେଲେ ଝାରସୁଗୁଡା ଏସପି
ଝାରସୁଗୁଡା:୨ ଦିନ ତଳେ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଗୁଳି କରିହତ୍ୟା କରାଯିବା ପରେ ସାରା ରାଜ୍ୟ ତଥା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଫଳରେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଚେବେ…
ଗାଧୋଇବା ସୟରେ ଏପରି କରୁଥିଲେ ସାବଧାନ; ନଚେତ୍ ଖରାପ ହୋଇପାରେ ୟୁରିନାରୀ ବ୍ଲାଡର
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଆମେ ଅନେକ କିଛି କାମ ଏକା ସହିତ କରିଥାଉ । ଯାହାଫଳରେ ଆମ ଅଜାଣତରେ ବହୁତ କିଛି ଭୁଲ ହୋଇଯାଇଥାଏ । ଯାହାର ପରିଣାମ ସ୍ୱରୁପ ଆମକୁ ଅନେକ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ତେବେ…
ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାରେ ବଡ ଟୁଇଷ୍ଟ: ଗୋପାଳ ବଡ ଭାଇଙ୍କୁ ଉଠାଇ ନେଲା କ୍ରାଇମବ୍ରାଞ୍ଚ
ଝାରସୁଗୁଡା: ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁ ମାମଲାରେ ଆକ୍ସନ ମୋଡକୁ ଆସିଛି କ୍ରାଇମବ୍ରାଞ୍ଚ ଟିମ୍ । ଫଳରେ ଗୋଟି ଗୋଟି କରି ସମସ୍ତ ତଥ୍ୟକୁ ଯାଞ୍ଚ କରିବା ସହ ପଚରାଉଚରା ମଧ୍ୟ ଜାରି ରଖିଛି । ଏଥିସହିତ ଆଜି…
ଆସନ୍ତାକାଲି ଠାରୁ ବଦଳିଯିବ ଟ୍ୱିଟର; ଏହିସବୁ ୟୁଜର୍ସଙ୍କ ପାଇଁ ବଢିବ ଚିନ୍ତା
ନୂଆଦିଲ୍ଲୀ: ଟ୍ୱିଟରରେ ଟ୍ରୋଲ କରିବା ଏବଂ ଅପମାନଜନକ ଭାଷାରେ ମନ୍ତବ୍ୟ ଦେବା ସମସ୍ୟା ବହୁତ ବୃଦ୍ଧି ପାଇଛି । ଯେଉଁଥିପାଇଁ ଉପଭୋକ୍ତାମାନଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଏଥିସହିତ ଆପଣଙ୍କ ଟ୍ୱିଟରେ…
ଶାଢ଼ୀ ପାଲଟିଲା ମୃତ୍ୟୁର କାରଣ, ବେକରେ ଲୁଗା ଗୁଡ଼ାଇ ହୋଇ ୭ବର୍ଷୀୟ ଝିଅର ମୃତ୍ୟୁ
ଅନୂପପୁର: ମଧ୍ୟପ୍ରଦେଶର ଅନୂପପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ୭ବର୍ଷୀୟ ଝିଅର ମୃତ୍ୟୁର କାରଣ ଶାଢ଼ୀ ପାଲଟିଛି। ପୋଲିସ ଘଟଣାସ୍ଥଳରେ ପହଁଚି ମୃତ ଶିଶୁକୁ ଶବବ୍ୟବଚ୍ଛେଦ ପାଇଁ…
ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ହତ୍ୟା ମାମଲା: ସିବିଆଇ ତଦନ୍ତ ଦାବି କଲା ବିଜେପି
ଭୁବନେଶ୍ୱର: ଆଜକୁ ଦୁଇଦିନ ତଳେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଜଣେ ପୋଲିସ ଅଧିକାରୀ ଗୁଳି କରିଥିଲେ । ଫଳରେ ତାଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତ…
କଟକ ଜିଲ୍ଲା ନିବନ୍ଧନ କାର୍ଯ୍ୟାଳୟ ପାଖରେ ଅଗ୍ନିକାଣ୍ଡ, ଜାରି ରହିଛି ଉଦ୍ଧାର କାର୍ଯ୍ୟ
କଟକ: ଚାନ୍ଦିନୀ ଚୌକରେ ଥିବା ସବରେଜିଷ୍ଟ୍ରାଟ ଅଫିସ ପାଖରେ ଅଗ୍ନିକାଣ୍ଡର ଦୃଶ୍ୟ ସାମ୍ନାକୁ ଆସିଛି । ଏକ ବ୍ୟବସାୟ ପ୍ରତିଷ୍ଠାନରେ ନିଆଁ ଲାଗିଥିବା କଥା ସୂଚନା ମିଳିଛି । ଘଟଣାସ୍ଥଳରେ ଦମକଳ ପହଁଚି ନିଆଁକୁ ଆୟତ୍ତ…