Browsing Category

ଖବର

(Video)୧୧ବର୍ଷର ପୁଅ ସହ ଭିକ୍ଷୁ ପାଲଟିଗଲେ କୋଟିପତି ବ୍ୟବସାୟୀଙ୍କ ପତ୍ନୀ, ଖୁସୀରେ ବହୁତ କାନ୍ଦିଲେ, ଦେଖନ୍ତୁ ଇମୋସନାଲ ଭିଡିଓ

ନୂଆଦିଲ୍ଲୀ: ଭାରତରେ ରହୁଥିବା ଜୈନ ସମୁଦାୟର ଶହ ଶହ ଲୋକ ଭୌତିକ ଦୁନିଆ ତ୍ୟାଗ କରି ଭିକ୍ଷୁ ହୋଇଯାଉଛନ୍ତି । ଏମାନେ ଦୀକ୍ଷା ନେବା ପରେ ଭିକ୍ଷା ରୂପରେ ଯାହା ମିଳିଥାଏ ତାହା ହିଁ କେବଳ ଖାଇଥାନ୍ତି । ଏମାନେ ଖାଲି…

ଅଭିନବ ଉପାୟରେ ମୃତ ପ୍ରାଣୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥାନ୍ତି ଜଣେ ମହିଳା, ଫ୍ରିଜରରେ ସାଇତି ରଖିଛନ୍ତି ଶହ ଶହ ପ୍ରାଣୀଙ୍କ ଶବ

ନୂଆଦିଲ୍ଲୀ: କାହା ଫ୍ରିଜ୍ରେ ମଣିଷ ବା କୌଣସି ପ୍ରାଣୀର ଶବ ରହିଥିବା କଥା ଶୁଣିଲେ ମନ ଭୟରେ ଭରିଯାଏ । ଏପରି ସ୍ଥିତିରେ ମନରେ ପ୍ରଶ୍ନ ଉଠିଥାଏ କି ଏହା କରିଥିବା ବ୍ୟକ୍ତି ଜଣେ କିଲର କିମ୍ବା ଜଣେ ମାନସିକ ବିକାରଗ୍ରସ୍ତ…

(Video) ଭୋକର ବିକଳ ଚିତ୍ର; ପେଟଭୋକକୁ ସହି ନପାରି ଡହ ଡହ ଖରାରେ ମିଠା ଲଡୁ ବିକୁଛନ୍ତି ଏ ମଉସା ..ଆଖିରୁ ବହିଯାଉଛି ଧାରଧାର ଲୁହ

ଓଡ଼ିଶା ଭାସ୍କର: ଡହ ଡହ ଖରାରେ ମୁଣ୍ଡରେ ମିଠା ଲଡ଼ୁ ଧରି ବିକ୍ରି କରୁଛନ୍ତି ବୃଦ୍ଧ ଜଣକ । ହେଲେ ଆଖିରେ ଆଖିଏ ଲୁହ, କୋହ ଭରା ସ୍ୱରରେ ଜଣେ ୟୁଟ୍ୟୁବରଙ୍କ ଆଗରେ କହୁଛନ୍ତି ତାଙ୍କ ଭୋକ ବିକଳର ସଙ୍ଘର୍ଷର କଥା । ସେ…

ମା’କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ; ଶେଷରେ ୨ ପିଲାଙ୍କୁ ନେଇ ହାରିଲା ଜୀବନ

ଭୋପାଳ: ମଧ୍ୟପ୍ରଦେଶର ଚିତ୍ରକୁଟରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ମା'କୁ ୨୦୦ ଟଙ୍କା ପୁଅ ଦେବାରୁ ସହିପାରିଲାନି ବୋହୂ ଦୁଇ ପିଲାଙ୍କୁ ନେଇ କୂଅକୁ ଡେଇଁ ଜୀବନ ହାରିଲା। ମାଣିକପୁର କୋତୱାଲି ଅଞ୍ଚଳର…

ନିର୍ବାଚନ କମିଶନଙ୍କୁ ଭେଟିଲେ ଆପ୍ ନେତା; କହିଲେ- ଆମ କଥା ଶୁଣାଯାଉନାହିଁ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ଦିଲ୍ଲୀ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ଆତିଶୀଙ୍କ ସମେତ ଦଳର ଅନ୍ୟ ନେତାମାନେ ମଙ୍ଗଳବାର ନିର୍ବାଚନ କମିଶନଙ୍କ ନିକଟରେ ପହଞ୍ଚିଛନ୍ତି। ପ୍ରାୟ ମାସକ ତଳେ ଆମ୍ ଆଦମୀ ପାର୍ଟି…

ଆସନ୍ତା କାଲି ରାଷ୍ଟ୍ରପତିଙ୍କ ଅଯୋଧ୍ୟା ଗସ୍ତ; ରାମ ଲଲାଙ୍କ ଦର୍ଶନ କରିବା ସହ ସରଯୁ ନଦୀର କରିବେ ପୂଜାର୍ଚ୍ଚନା

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମେ' ୧ ତାରିଖରେ ଅଯୋଧ୍ୟା ଗସ୍ତରେ ଯିବେ। ବୁଧବାର ଅଯୋଧ୍ୟା ଗସ୍ତ ରେ ଯିବେ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ କୁହାଯାଇଛି। ଏହି ସମୟରେ ରାଷ୍ଟ୍ରପତି ରାମ ମନ୍ଦିରରେ ରାମଲାଲା…

ପୁଣି ଚର୍ଚ୍ଚାରେ ପରିବହନ କମିସନର ଅମିତାଭ ଠାକୁର; ପିଅନଙ୍କ ଅବସରରେ ଦେଖାଇଲେ ମହାନତା

ଭୁବନେଶ୍ୱର: କିଛି ଦିନ ତଳେ ବେଶ୍ ଚର୍ଚ୍ଚିତ ହୋଇଥିଲା ଡିଜିପି ଅରୁଣ ଷଡ଼ଙ୍ଗୀ ଜଣେ ଝାଡ଼ୁଦାରଙ୍କୁ ବିଦାୟୀ ସମ୍ବର୍ଦ୍ଧନା ଦେବାର ଫଟୋ । ଏବେ ସେମିତି ମହାନତା ଦେଖାଇଛନ୍ତି ପରିବହନ କମିସନର ଅମିତାଭ ଠାକୁର । ଦୀର୍ଘ…

(Video): ମହିଳାଙ୍କ ଅଜବ କାରନାମା; ମେଟ୍ରୋ ଟ୍ରେନକୁ ଭାବିଲେ ସ୍ଲିପର କୋଚ୍‌, ଚଟାଣରେ ଚାଦର ବିଛାଇ ଆରାମରେ ଶୋଇଲେ

ଓଡ଼ିଶା ଭାସ୍କର: ଦିଲ୍ଲୀ ମେଟ୍ରୋରେ ଭାଇରାଲ ଭିଡ଼ିଓକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି । ଲୋକମାନେ ଫେମସ୍ ହେବା ପାଇଁ ଅଶ୍ଳୀଳ ଏବଂ ବିଚିତ୍ର କାର୍ଯ୍ୟକଳାପ କରିବା ପାଇଁ ମଧ୍ୟ ପଛାଇ ନଥାନ୍ତି । ମେଟ୍ରୋ ଟ୍ରେନରେ…

ରବି ବିଷ୍ନୋଇଙ୍କୁ ଦଳରେ ସାମିଲ କରିବା ନେଇ କ’ଣ କହିଲେ ଇରଫାନ ପଠାନ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ୍ ପାଇଁ ଭାରତୀୟ କ୍ରିକେଟ୍ ଦଳ ଘୋଷଣା କରାଯାଇଛି। ରୋହିତ ଶର୍ମାଙ୍କୁ ଦଳର ଅଧିନାୟକ କରାଯାଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି। ଚୟନକର୍ତ୍ତାମାନେ…

ତିହାର ଜେଲରେ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଲେ ଭଗବନ୍ତ ମାନ; ବୁଝିଲେ କିପରି ରହିଛି ସ୍ୱାସ୍ଥ୍ୟାବସ୍ଥା

ନୂଆଦିଲ୍ଲୀ: ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଭେଟିଛନ୍ତି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ । ବୈଠକ ପରେ ସେ ଗଣମାଧ୍ୟମକୁ କହିଛନ୍ତି, ଆଜି ମୁଁ ତିହାର ଜେଲକୁ ଆମର ଜାତୀୟ ସଂଯୋଜକ…