Browsing Category

ଖବର

ଟ୍ୱିଟର ଅଫିସ ର ଭଡା ଦେବାକୁ ଅସମର୍ଥ ଏଲନ୍ ମସ୍କ; ବିକ୍ରି ହେଲା ଏହିସବୁ ସାମଗ୍ରୀ

ନୂଆଦିଲ୍ଲୀ: ଏଲନ୍ ମସ୍କ ଟ୍ୱିଟର କିଣିବା ଦିନଠାରୁ ହିଁ ସେ ଚର୍ଚ୍ଚାରେ ରହି ଆସିଛନ୍ତି । କେତେବେଳେ କର୍ମଚାରୀଙ୍କ ଛଟେଇକୁ ନେଇ ଲୋକଲୋଚନକୁ ଆସିଛନ୍ତି ତ ଆଉ କେତେବେଳେ ଟ୍ୱିଟରର ବିଭିନ୍ନ ନିୟମକୁ ନେଇ ସେ ସମାଲୋଚନା…

ବିଶ୍ୱକପ୍ ହକି ୨୦୨୩: ଆଜି ୱେଲ୍ସ ଓ ଭାରତ ମଧ୍ୟରେ ଟକ୍କର

ଭୁବନେଶ୍ୱର:ପୁରୁଷ ହକି ବିଶ୍ୱକପ ହକିରେ ଆଜି ଭାରତ ଏବଂ ୱେଲ୍ସ ମଧ୍ୟରେ କଡା ଟକ୍କର ହେବାକୁ ଯାଉଛି । ଯାହାକି ସଂନ୍ଧ୍ୟା ୭ ଟାରେ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ । ତେବେ ଭାରତ ସିଧାସଳଖ କ୍ୱାଟର ଫାଇନାଲରେ…

ଟମ୍ ଲାଥାମଙ୍କ ହୋଶ ଉଡ଼ାଇଲେ ଇଶାନ କିଶନ, ତାଗିଦ୍ କରିପାରନ୍ତି ମ୍ୟାଚ୍ ରେଫରି

ହାଇଦ୍ରାବାଦ: ଟିମ୍ ଇଣ୍ଡିଆର ୱିକେଟ୍ କିପର ଇଶାନ୍ କିଶନ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ହାଇଦ୍ରାବାଦରେ ପ୍ରଥମ ଦିନିକିଆ ମ୍ୟାଚରେ ରେଫରିଙ୍କ ଦ୍ୱାରା ତାଗିଦ୍ ହୋଇପାରନ୍ତି। ୱିକେଟ୍ ପଛରେ ଚତୁରତା ପ୍ରଦର୍ଶନ କରୁଥିବାବେଳେ…

INDvNZ ODI: ପ୍ରଥମ ଦିନିକିଆରେ ଭାରତର ରୋମାଞ୍ଚକର ବିଜୟ, ପାଣିରେ ପଡ଼ିଲା ବ୍ରେସ୍‌ୱେଲ୍‌ଙ୍କ ଧୁଆଁଧାର ଶତକ

ହାଇଦ୍ରାବାଦ୍‌: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦିନିକିଆ ସିରିଜର ପ୍ରଥମ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ। ଏହି ମ୍ୟାଚ୍ ଭାରତ ୧୨ ରନ୍‌ରେ ଜିତି ନ୍ୟୁଜିଲାଣ୍ଡ ବିପକ୍ଷରେ ଚାରି ବର୍ଷ ପରେ…

ASER ରିପୋର୍ଟ ୨୦୨୨: ସରକାରୀ ବିଦ୍ୟାଳୟର ଅଧିକାଂଶ ପିଲା ଘରୋଇ ଟ୍ୟୁସନ ନେଉଛନ୍ତି

ନୂଆଦିଲ୍ଲୀ: ଶିକ୍ଷାର ବାର୍ଷିକ ସ୍ଥିତି ଉପରେ ହେଉଥିବା ସର୍ଭେ ଅନୁଆଲ ଷ୍ଟାଟସ ଅଫ ଏଜୁକେସନ(ଏଏସଇଆର ୨୦୨୨) ରିପୋର୍ଟ ୧୮ ଜାନୁଆରୀ ବୁଧବାର ଦିନ ପ୍ରକାଶ ପାଇଛି। ପ୍ରଥମ ଫାଉଣ୍ଡେସନ୍ ଦ୍ୱାରା ଚାରି ବର୍ଷ ପରେ ଏତେ ବଡ଼…

ଆସନ୍ତାକାଲି ରିଲିଜ ହେବ ‘ଦ କାଶ୍ମୀର ଫାଇଲ୍ସ’, ଶାହରୁଖଙ୍କ ଫିଲ୍ମ ପଠାନ୍‌ ସହିତ ହୋଇପାରେ ଟକ୍କର

ମୁମ୍ବାଇ: ଗତବର୍ଷ ରିଲିଜ ବଲିଉଡ୍ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ସିନେମାଘରେ ରିଲିଜ ହୋଇଥିଲା। ଯାହାକୁ ଲୋକେ ଖୁବ୍ ପ୍ରଶଂସା କରିଥିଲେ ଏବଂ ଏହାକୁ ନେଇ ବିବାଦ ମଧ୍ୟ ଦେଖାଯାଇଥିଲା। ଏହାରି ମଧ୍ୟରେ ସିନେମାଟି…

୩୧ ଜାନୁଆରୀ ପୂର୍ବରୁ ଜାରି ହୋଇପାରେ ପିଏମ କିସାନ ଯୋଜନାର ୧୩ତମ କିସ୍ତି! ଜାଣନ୍ତୁ ଅପଡେଟ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ୧୩ତମ କିସ୍ତି ଖୁବ ଶୀଘ୍ର କୃଷକଙ୍କ ଖାତାରେ ଆସିବାକୁ ଯାଉଛି । ହେଲେ ଏହା ପୂର୍ବରୁ କୃଷକ ମାନଙ୍କ ମନରେ କିସ୍ତିକୁ ନେଇ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବଥର…

୪ କର୍ମଚାରୀଙ୍କ ଦରମା ବନ୍ଦ, ପଦକ୍ଷେପ ନେଲେ ଜିଲ୍ଲାପାଳ

ବୌଦ୍ଧ: ୪ଜଣ ତହସିଲଦାର ଅଫିସରଙ୍କ ଦରମା ବନ୍ଦ କରାଯାଇଥିବା କଥା ସାମ୍ନାକୁ ଆସିଛି । ହରଭଙ୍ଗା ତହସିଲର ୩ କିରାଣିଙ୍କ ସମେତ ଜଣେ ପିଅନଙ୍କ ଦରମା ବନ୍ଦ କରାଯାଇଥିବା କଥା ସୂଚନା ମିଳିଛି । ଏନେଇ ଜିଲ୍ଲାପାଳ ପଦକ୍ଷେପ…

ପିପିପି ମୋଡରେ ରାଜ୍ୟରେ ପ୍ରତିଷ୍ଠା ହେବ ମେଡିକାଲ କଲେଜ, ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଲା ଆଦାନୀ ଗ୍ରୁପ୍‍

ଭୁବନେଶ୍ୱର: ଓଡ଼ିଶାରେ ସରକାରୀ ଘରୋଇ ସହଭାଗିତା ପିପିପି ମୋଡରେ ଦୁଇଟି ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆଦାନୀ ଗ୍ରୁପ୍‍ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦେଇଛି। ଭଦ୍ରକ ଓ ରାୟଗଡ଼ା ଜିଲ୍ଲାରେ ଏହାକୁ ପ୍ରତିଷ୍ଠା ପାଇଁ…

ୟୁକ୍ରେନ ହେଲିକପ୍ଟର ଦୁର୍ଘଟଣା, ମନ୍ତ୍ରୀଙ୍କ ସମେତ ୧୬ ମୃତ, ୨୨ ଆହତ

କିଭ: ୟୁକ୍ରେନ ରାଜଧାନୀ କିଭ ପାଖରେ ଏକ ବଡ଼ ଧରଣର ହେଲିକପ୍ଟର ଦୁର୍ଘଟଣା ଘଟିଛି । ଏଠାରେ ଏକ ହେଲିକପ୍ଟର ବିଲ୍ଡିଂରେ ମାଡ଼ ହୋଇ ଧ୍ୱଂସ ହୋଇଯାଇଛି । ଦୂର୍ଘଟଣାରେ ୟୁକ୍ରେନର ଗୃହମନ୍ତ୍ରୀଙ୍କ ସମେତ ୩ଜଣ ମନ୍ତ୍ରୀଙ୍କ…