fbpx

ମାଲକାନଗିରି; ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’, ଥାନର ଦ୍ଵାରସ୍ଥ ହେଲା ବାପା

ମାଲକାନଗିରି: (ଓଡ଼ିଶା ଭାସ୍କର) କାଲିମେଳା ଥାନା ତୁମ୍ବାଗୁଡ଼ା ଗାଁରେ ଅଭାବନୀୟ ଘଟଣା । ୮ ବର୍ଷର ଶିଶୁକୁ ପିଟିପିଟି ମାରିଦେଲା ମା’ । ନିଶାସକ୍ତ ଅବସ୍ଥାରେ ମହିଳା ଜଣଙ୍କ ପିଟି ମାରିଥିବା ଅଭିଯୋଗ । ମୃତ ଶିଶୁର ବାପାଙ୍କ ଅଭିଯୋଗ ଆଧାରରେ ମହିଳା ଜଣଙ୍କ ଥାନାରେ ଅଟକ ।

Get real time updates directly on you device, subscribe now.