Browsing Category

ଖବର

ସ୍ଥଗିତ ରହିଲା ବସ୍ ଧର୍ମଘଟ; ମାର୍ଚ୍ଚ ୩୧ ପରେ ନିଆଯିବ ପରବର୍ତ୍ତୀ ନିଷ୍ପତ୍ତି

ଭୁବନେଶ୍ୱର: କିଛି ଦିନ ହେବ ବିଭିନ୍ନ ଦାବି ନେଇ ସରକାରୀ କର୍ମଚାରୀଙ୍କ ଠାରୁ ଆରମ୍ଭ କରି ଦୋକାନୀ ପର୍ଯ୍ୟନ୍ତ ସମସ୍ତେ ରାଜ ରାସ୍ତାକୁ ଓହ୍ଲାଇବା ସହ ଆନ୍ଦୋଳନ କରୁଛନ୍ତି । ତେବେ ପୂର୍ବରୁ ଶିକ୍ଷମାନେ…

ରେଳଧାରରେ ଚାଲିଥିଲା ଖନନ କାର୍ଯ୍ୟ, ଅଚାନକ ବାହାରିଲା ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ କାହାଣୀ

ଗୋପାଳଗଞ୍ଜ: ବିହାର ରାଜ୍ୟର ଗୋପାଳଗଞ୍ଜରେ ମାଟି ଖନନ ସମୟରେ ଭଗବାନ ବିଷ୍ଣୁଙ୍କର ଏକ ପ୍ରାଚୀନ ମୂର୍ତ୍ତି ମିଳିଛି । ଏହି ପ୍ରତିମାକୁ ଅଷ୍ଟାଦାତୁ ବିଷୟରେ ବର୍ଣ୍ଣନା କରାଯାଉଛି । ପୋଲିସ ଏହି ପ୍ରତିମାକୁ ଗିରଫ କରି…

ବକ୍ସ ଅଫିସରେ ଧମାଲ କରିବ ଫିଲ୍ମ ‘ପଠାନ’; ପ୍ରଥମ ଦିନ ପାଇଁ ବୁକିଂ ହେଲା ଏତିକି ଟିକେଟ୍

ମୁମ୍ବାଇ:କିଙ୍ଗ ଖାନଙ୍କ ଅଭିନିତ ଫିଲ୍ମ 'ପଠାନ'ର ପୋଷ୍ଟର ରିଲିଜ ପରଠାରୁ ହିଁ ସେ ବିବାଦରେ ରହି ଆସିଛି । କେତେବେଳେ ପୋଷ୍ଟରକୁ ନେଇ ଚର୍ଚ୍ଚାରେ ରହିଛି ତ ଆଉ କେତେବେଳେ ଗୀତକୁ ନେଇ ବିବାଦ ଘେରରେ ଛନ୍ଦି ହୋଇଯାଇଛି ।…

ବୈବାହିକ ଦୁଷ୍କର୍ମ ଅପରାଧ କି ନୁହେଁ? କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ବୈବାହିକ ବଳତ୍କାର ଅପରାଧ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଏହି ମାମଲାର ଶୁଣାଣି ଫେବୃଆରୀ ୧୫ରେ ହେବ ବୋଲି କେନ୍ଦ୍ରକୁ ସୂଚନା ଦିଆଯିବା ସହ ଏହାର ଅନ୍ତିମ ଶୁଣାଣି ମାର୍ଚ୍ଚ…

Video: ନେପାଳ ବିମାନ ଦୁର୍ଘଟଣାର ଠିକ୍ ପୂର୍ବରୁ ଭାରତୀୟ ଯାତ୍ରୀଙ୍କ ଫୋନରେ କଏଦ ହେଲା ଭୟଙ୍କର ଦୃଶ୍ୟ

ନୂଆଦିଲ୍ଲୀ: ନେପାଳରେ ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ବିମାନରେ ଥିବା ୬୮ ଜଣଙ୍କ ଯାତ୍ରୀଏବଂ ୪ ଜଣ କ୍ରୁ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଯାହାକି ସେଠାକାର ଅଞ୍ଚଳ ସମେତ ପ୍ରତ୍ୟେକ ବ୍ୟକ୍ତିର ମନରେ ଭୟର…

‘ଅତ୍ୟନ୍ତ ଯନ୍ତ୍ରଣାଦାୟକ ନିଷ୍ପତ୍ତି’: ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବ ଶେୟାରଚାଟ୍‌

ନୁଆଦିଲ୍ଲୀ: ସୋସିଆଲ ମିଡିଆ ପ୍ଲାଟଫର୍ମ ଶେୟାରଚାଟ୍ ଏହାର ୨୦ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ପ୍ରସ୍ତୁତି କରୁଛି । କମ୍ପାନୀ ଏହାର ନିଷ୍ପତ୍ତିକୁ ବାହ୍ୟ ଅର୍ଥନୈତିକ କାରଣକୁ ଦାୟୀ କରିଛି ଯାହା ଦ୍ୱାରା ଏହା…

ଚାଉଳବସ୍ତା ଚାପି ହୋଇ ଅଘଟଣ: ୨ମୃତ

ନୟାଗଡ଼: ଚାଉଳ ବସ୍ତା ତଳେ ଚାପି ହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା କଥା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଜଣେ ଗଞ୍ଜାମ ଜିଲ୍ଲାର ହୋଇଥିବା ବେଳେ ଅନ୍ୟଜଣେ ବଡ଼ମ୍ବା ଅଞ୍ଚଳର ବୋଲି ଜଣାପଡ଼ିଛି । ନୟାଗଡ଼ ଜିଲ୍ଲା ଓଡ଼ଗାଁ…

ପୁଅକୁ ତଣ୍ଟିକାଟି ହତ୍ୟା ପରେ ମାଆ ର ଆତ୍ମହତ୍ୟା; ପୋଲିସର ଛାନଭିନ୍

କଟକ: ଆଜିକାଲି ଦେଶ ତଥା ରାଜ୍ୟରେ ପ୍ରତ୍ୟେକ ଦିନ ହତ୍ୟା ଆତ୍ମହତ୍ୟା ପରି ମାମାଲା ଦେଖିବାକୁ ମିଳିଛି । କିଏ ପ୍ରେମ ସମ୍ପର୍କକୁ ନେଇ କାହାକୁ ହତ୍ୟା କଲାଣି ତ ଆଉ କିଏ ପାରିବାରିକ କଳହକୁ ନେଇ ଆତ୍ମହତ୍ୟା କଲାଣି ।…

ବର୍ତ୍ତମାନ ଡିଜେଲରେ ନୁହେଁ ଗୋବରରେ ଚାଲିବ ଟ୍ରାକ୍ଟର, ୧୦ବର୍ଷ ଅଧ୍ୟୟନ ପରେ ମିଳିଲା ସଫଳ

ଲଣ୍ଡନ: ବିଶ୍ୱରେ ପ୍ରାକୃତିକ ଇନ୍ଧନର ଅଭାବ ହେତୁ ପୃଥିବୀବାସୀଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ସେଥିପାଇଁ ଦେଶ ତଥା ବିଦେଶରେ ଏହାର ବିକଳ୍ପ ପ୍ରକ୍ରିୟା ବାହାର କରିବାର ଅନୁସନ୍ଧାନରେ ଅଛନ୍ତି । ତେବେ ଏହି ଇନ୍ଧନ…

ଶେଷ ହେଲା ଜେ.ଇ.ଇ. ମେନ୍‍ ପାଇଁ ଆବେଦନ, ଜାଣନ୍ତୁ କେବେ ଉପଲବ୍ଧ ହେବ ଆଡ୍‍ମିଟ୍‍ କାର୍ଡ଼

ଭୁବନେଶ୍ୱର: ଚଳିତ ବର୍ଷର ପ୍ରଥମ ପର୍ଯ୍ୟାୟ ଜେ.ଇ.ଇ. ମେନ୍‍ ପାଇଁ ଆବେଦନ ଓ ତ୍ରୁଟି ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି। ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆଡ୍‍ମିଟ୍‍ କାର୍ଡ଼ ଖୁବ୍‍ ଶୀଘ୍ର ଆରମ୍ଭ ହେବ ବୋଲି…