Browsing Category
ଖବର
ପଦାରେ ପଡିଲା ହକି ବିଶ୍ୱକପ୍ ପ୍ରସ୍ତୁତି, ମୁକୁଳା ଡ୍ରେନ୍ରେ ପଡି ମେଡିକାଲରେ ଭର୍ତି ହେଲେ ବିଦେଶୀ ସାମ୍ବାଦିକ
ଭୁବନେଶ୍ୱର: ହକି ବିଶ୍ୱକପ ପାଇଁ ରାଜଧାନୀ ଭୁବନେଶ୍ୱର ନୂଆବୋହୂ ଭଳି ସଜେଇ ହୋଇଛି। ବିଭିନ୍ନ ସ୍ଥାନରେ ଆକର୍ଶଣୀୟ ପେଣ୍ଟିଂ କରାଯିବା ସହ ଆଲୋକିତ କରାଯାଇଛି। ସରକାର ଏହାକୁ ନେଇ ଅନେକ ବାହାବା ସାଉଁଟିବାରେ ଲାଗିଛନ୍ତି।…
ଆସନ୍ତାକାଲିଠାରୁ ଭୁବନେଶ୍ୱର ଓ ରାଉରକେଲାରେ ଆରମ୍ଭ ହେବ ହକି ବିଶ୍ୱକପ୍ ପ୍ରତିଯୋଗିତା, ଭାରତୀୟ ଟିମର ଜୋରଦାର ପ୍ରସ୍ତୁତି
ଭୁବନେଶ୍ୱର: ରାଜ୍ୟରେ ଆସନ୍ତାକାଲିଠାରୁ ହକି ବିଶ୍ୱକପ୍ ମହାସମର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଓ ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଏହି ଖେଳ ଅନୁଷ୍ଠିତ ହେବ। ଆସନ୍ତାକାଲି ପ୍ରଥମ…
(VIDEO) ଅଦରକାରୀ ମାଛକାତିରୁ ଲକ୍ଷପତି; ରାଜ୍ୟ ବାହାରକୁ ହେଉଛି ଚାଲଣ
ଖୋର୍ଦ୍ଧା: ଓଡିଶାର ଚିଲିକା କାଳିଯାଇ ପାଇଁ ଯେତିକି ପ୍ରସିଦ୍ଧ ମାଛ ପାଇଁ ମଧ୍ୟ ସେତିକି ଜଣାଶୁଣା । ଏଠାକାର ମାଛ ଦେଶକୁ ଚାଳନ କରାଯାଉଥିବାବେଳେ ମାଛ କାତି କିନ୍ତୁ ବିଦେଶକୁ ଯାଉଛି । ଯାହାଫଳରେ ଏଠିକାର ଲୋକେ ଖାସ…
ଆର୍ଟିଲାରିରେ ନିଯୁକ୍ତି ପାଇବେ ମହିଳା ଅଫିସର: ସ୍ଥଳସେନା ମୁଖ୍ୟ ଜେନେରାଲ ପାଣ୍ଡେଙ୍କ ସୂଚନା
ନୂଆଦିଲ୍ଲୀ: ଭାରତୀୟ ସେନା ଆର୍ଟିଲାରି କର୍ପର୍ସରେ ମହିଳା ଅଫିସର ନୁଯୁକ୍ତି ପାଇବେ । ଏନେଇ ଭାରତର ସ୍ଥଳସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ସୂଚନା ଦେଇଛନ୍ତି ।
ତେବେ ମନୋଜ ପାଣ୍ଡେ ଭାରତୀୟ ସେନା ଆର୍ଟିଲାରି…
ଓଡିଶାକୁ ମିଳିଲା ୯.୫୯ ଲକ୍ଷ PMAY ଘର; ସୂଚନା ଦେଲେ ଭୁବନେଶ୍ୱ ସାଂସଦ ଅପରାଜିତା ଷଡଙ୍ଗୀ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସଂପର୍କରେ ସାଂସଦ ଅପରାଜିତା ଷଡଙ୍ଗୀ ସୂଚନା ଦେଇଛନ୍ତି । ସେ କହିଛନ୍ତି ଓଡିଶାକୁ ମୋଟ ୯ ଲକ୍ଷ ୫୯ ହଜାର ଘର ମଞ୍ଜୁରୀ ହୋଇଛି । ସେଥିମଧ୍ୟରୁ ଫନୀ ପୀଡିତଙ୍କ ପାଇଁ ୧. ୨୪…
ରିସର୍ଚ୍ଚରୁ ବଡ ଖୁଲାସା: ପ୍ରତ୍ୟେକ ଦିନ ଅଣ୍ଡା ଖାଇବା ଦ୍ୱାରା ହୋଇଥାଏ ହାର୍ଟ ଆଟାକ୍
ନୂଆଦିଲ୍ଲୀ: ଆଜିକାଲି ହୃଦଘାତ ଜନିତ ମୃତ୍ୟୁ ମାମଲା ଦ୍ରୁତ ଦତିରେ ବୃଦ୍ଧି ପାଇବାର ଲାଗିଛି । ଫଳରେ ବୟସ୍କ ଲୋକଙ୍କ ଠାରୁ ଆରମ୍ଭ କରି ଯୁବକ ଯୁପବତୀମାନେ ସମସ୍ତେ ଏହାର ଶିକାର ହେଉଛନ୍ତି । ଯାହାର କାରଣ ଜାଣିବା ପାଇଁ…
WHOର ସତର୍କ ବାଣୀ: ଉଜବେକିସ୍ତାନରେ ଭାରତୀୟ କପ୍ ସିରପ ମନା
ନୂଆଦିଲ୍ଲୀ: ଉଜବେକିସ୍ତାନରେ ଭାରତୀୟ କପ ସିରପ ବ୍ୟବହାର ବାରଣ କରାଯାଇଛି । ଏନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସୂଚନା ଦେଇଛି । ତେବେ ପିଲାମାନଙ୍କ ପାଇଁ ବ୍ୟବହାର ହେଉଥିବା ୨ ପ୍ରକାର ସିରାପକୁ ବାରଣ କରାଯାଇଥିବା…
ଅବକାରୀ ଇନ୍ସପେକ୍ଟର ଗିରଫ; ୧୮ ହଜାର ଲାଞ୍ଚ ନେବା ସମୟରେ ଧରିଲା ଭିଜିଲାନ୍ସ
ପୁରୀ: ରାଜ୍ୟରେ ଦୁର୍ନିତୀର ମାତ୍ରା ବୃଦ୍ଧି ପାଇବାର ଲାଗିଛି । କିଛିଟା ଟାଙ୍କା ଲୋଭରେ ଅନେକ ସରକାରୀ ବାବୁ ଏହି ଦୁର୍ନିତିର ପଥକୁ ଆପଣାଇ ନେଉଛନ୍ତି । ଫଳରେ ଏହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ଭିଜିଲାନ୍ସ ଅଧୀକାରୀ…
Video: ଦପ୍ତରରେ କାର୍ଯ୍ୟ ଛାଡ଼ି ମେଡିକାଲରେ ପହଞ୍ଚିଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ, ୧୦ ବର୍ଷର ବାଳକର କଲେ ଅସ୍ତ୍ରୋପଚାର
ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ଡକ୍ଟର ମାଣିକ ସାହା ତାଙ୍କ ରାଜନୈତିକ ଦାୟିତ୍ୱରୁ ଦୂରେଇ ଯାଇ ବୁଧବାର ଏକ ଭିନ୍ନ ଭୂମିକା ଗ୍ରହଣ କରିଛନ୍ତି । ସେ ତ୍ରିପୁରା ମେଡିକାଲ କଲେଜ (ଟିଏମସି) ରେ ୧୦ ବର୍ଷର ବାଳକ ଉପରେ…
କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତି, ଏହି ୧୦ ଦେଶରେ ରହୁଥିବା ଭାରତୀୟମାନେ UPI ମାଧ୍ୟମରେ କରିପାରିବେ ପେମେଣ୍ଟ
ନୁଆଦିଲ୍ଲୀ: ଭାରତରେ ବିପୁଳ ସଫଳତା ପରେ ଏବେ ଅନ୍ୟ ଦେଶରେ ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ସେବା ଆରମ୍ଭ ହୋଇସାରିଛି । ଅର୍ଥାତ୍ ଏବେ ବିଦେଶରେ ମଧ୍ୟ ଭାରତର ୟୁପିଆଇ କାର୍ଯ୍ୟ କରିବ । ଯାହା ଫଳରେ ବିଦେଶରେ…