
Browsing Category
ଖବର
ଆଜିଠୁ ଭାରତ-ପାକିସ୍ତାନ ଲଢ଼େଇ, ‘ଅପରେସନ୍ ସିନ୍ଦୂର’ର ୩ ମାସ ପରେ ପୁଣି ଦୁଇ ଦେଶ ମୁହାଁମୁହିଁ
ନୂଆଦିଲ୍ଲୀ: ପୁଣି ଭାରତ-ପାକିସ୍ତାନ ମୁହାଁମୁହିଁ। ଆଜିଠୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ହେବ ଲଢେଇ। ଅପରେସନ୍ ସିନ୍ଦୂରର ୩ ମାସ ପରେ ପୁଣି ଦୁଇ ଦେଶ ହେବେ ମୁହାଁମୁହିଁ। ପରସ୍ପରକୁ ତାକତ୍ ଦେଖାଇବେ ଉଭୟ ଦେଶର…
୬.୦ ତୀବ୍ରତାର ଭୂକମ୍ପରେ ଥରିଲା ଏହି ଦେଶ, ବାଲି ଘର ପରି ଭୁଶୁଡ଼ି ପଡ଼ିଲା କୋଠା
ତୁର୍କୀ: ପୁଣି ଭୂକମ୍ପ ଝଟକା। ବିଳମ୍ୱିତ ରାତିରେ ଥରିଲା ପୃଥିବୀ ଭୟରେ ଘରୁ ବାହାରି ଆସିଲେ ଲୋକେ। ଏପରିକି ଭୂକମ୍ପର ଝଟକା କମ୍ ନଥିଲା ବରଂ ତୀବ୍ର ଥିଲା। ଯାହା ଫଳରେ ଲୋକମାନେ ଭୂମିକମ୍ପର ଝଟକା ଅନୁଭବ କରିପାରିଲେ।…
ଭୋଲେନାଥଙ୍କ ଆଶୀର୍ବାଦରୁ ଆଜି ଏହି ୪ ରାଶିଙ୍କ ଉପରେ ଧନ ଏବଂ ଖୁସି ବର୍ଷା ହେବ
ଓଡ଼ିଶାଭାସ୍କର: ଆଜି ସୋମବାର ଭାଦ୍ରବ କୃଷ୍ଣ ପକ୍ଷର ଦ୍ୱିତୀୟ ଦିନ। ଆଜି ଦ୍ୱିତୀୟ ଦିନ ସକାଳ ୧୦.୩୪ ପର୍ଯ୍ୟନ୍ତ ରହିବ। ଏହାପରେ ତୃତୀୟ ଦିନ ଆରମ୍ଭ ହେବ। ଏହାସହ ଆଜି ଶତଭିଷା ନକ୍ଷତ୍ର ଅପରାହ୍ନ ୧.୦୧ ପର୍ଯ୍ୟନ୍ତ…
ଆସୁଛି ଲଘୁଚାପ, ଆସନ୍ତାକାଲିଠୁ ପ୍ରବଳ ବର୍ଷା !
ଭୁବନେଶ୍ୱର: ଆସୁଛି ଲଘୁଚାପ। ଆସନ୍ତାକାଲିଠୁ ବଡ଼ ବର୍ଷା। ୧୩ରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର। ପ୍ରଭାବରେ ୧୨ ତାରିଖରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।…
ବେକରେ ପଡିଛି ଜୁଆଳି, ଗାଁ ଦାଣ୍ଡରେ ହଳ କରୁଛନ୍ତି ସ୍ୱାମୀ-ସ୍ତ୍ରୀ, ପୁଣି ଦେଖିବାକୁ ମିଳିଲା ବଳଦ ଦଣ୍ଡ
କୋରାପୁଟ: ପୁଣି ଗାଁ ଦାଣ୍ଡରେ ବଳଦ ସାଜିଲେ ଯୁବକ ଯୁବତୀ। ବିବାହ କରିବା ପଡ଼ିଲା ମହଙ୍ଗା। ଯୁବକ-ଯୁବତୀ ଭୋଗିଲେ ବଳଦ ଦଣ୍ଡ। ସମ୍ପର୍କୀୟ ଭାଇ-ଭଉଣୀ ବାହା ହେଲେ ବୋଲି ଶୁଦ୍ଧି ନାଁରେ ଗ୍ରାମବାସୀ ଦେଲେ ଶାସ୍ତି।…
ସ୍ତ୍ରୀର ପ୍ରେମିକକୁ ଅକଥନୀୟ ନିର୍ଯାତନା…ପ୍ଲାଇ ସାହାଯ୍ୟରେ ତାଙ୍କ ଓଠ ଏବଂ ଦାନ୍ତ ବାହାର କରିଦେଲା, ସ୍କ୍ରୁଡ୍ରାଇଭରରେ ଭୁସି ହତ୍ୟା…
ନୂଆଦିଲ୍ଲୀ: ୟୁପିର ସମ୍ଭଲରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଅବୈଧ ସମ୍ପର୍କ ଯୋଗୁଁ ଜଣେ ଯୁବକଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଅପରାଧ କରିବା ପୂର୍ବରୁ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଭୁବନେଶ୍ବରରେ ହେବ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କ୍ରିଡା ସହିତ ଜଡିତ ଏକ ବଡ଼ ଘୋଷଣା କରିଛନ୍ତି । ଭୁବନେଶ୍ବରରେ ବିଶ୍ବ ସ୍ତରୀୟ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ନିର୍ମାଣ କରାଯିବା ନେଇ ସେ ସୂଚନା ଦେଇଛନ୍ତି ।…
କମ୍ପିବ ଆରବସାଗର; ଗୋଟିଏ ସମୟରେ ସମରାଭ୍ୟାସ କରିବେ ଭାରତ-ପାକିସ୍ତାନର ନୌସେନା
ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ 11 ତାରିଖରେ ପାକିସ୍ତାନ ସୀମାରେ ଦମ୍ ଦେଖାଇବ ଭାରତର ନୌସେନା । ଆରବ ସାଗରରେ ଉଭୟ ଭାରତ ଓ ପାକିସ୍ତାନର ନୌସେନା ସମରାଭ୍ୟାସ ପାଇଁ ପ୍ରସ୍ତୁତ ହେଉଛନ୍ତି । ଏଥିପାଇଁ ଉଭୟ…
5 ଲକ୍ଷ ପାଇଁ LLB ଛାତ୍ରକୁ ଅପହରଣ କଲା ସାଙ୍ଗ, ପାର୍କରେ ବୁଲିବା ବେଳେ ଉଠାଇ ନେଲା, ତାପରେ…
ଲକ୍ଷ୍ନୌ: ଉତ୍ତର ପ୍ରଦେଶ କାନପୁରର ପନକି ଥାନା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ଯୁବକ ତାଙ୍କ ବନ୍ଧୁଙ୍କୁ 5 ଲକ୍ଷ ଟଙ୍କା ପାଇଁ ଅପହରଣ କରିଛନ୍ତି। ଅପହରଣ ପରେ ଅଭିଯୁକ୍ତମାନେ 5 ଲକ୍ଷ…
ଭାଇକୁ ରାକ୍ଷୀ ବାନ୍ଧିବାକୁ ଦେଲାନି ସ୍ବାମୀ, ବଚସା ପରେ 3 ଛୁଆକୁ ଧରି କେନାଲକୁ ଡେଇଁପଡିଲା ସ୍ତ୍ରୀ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବାନ୍ଦା ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ରକ୍ଷାବନ୍ଧନରେ ସ୍ୱାମୀଙ୍କ ସହ ବିବାଦ ପରେ ଜଣେ ସ୍ତ୍ରୀ ତିନି ପିଲାଙ୍କ ସହିତ କେନାଲରେ ଡେଇଁ ଆତ୍ମହତ୍ୟା…