Browsing Category
ଖବର
ରାଜ୍ୟ ସରକାରଙ୍କ ‘ନୂଆ ଓଡ଼ିଶା, ନବୀନ ଓଡ଼ିଶା’ କାର୍ଯ୍ୟକ୍ରମକୁ ଛାତ୍ର କଂଗ୍ରେସର ବିରୋଧ
ଭୁବନେଶ୍ଵର: କଲେଜ କ୍ୟାମ୍ପସରେ ରାଜ୍ୟ ସରକାରଙ୍କ 'ନୂଆ ଓଡିଶା, ନବୀନ ଓଡିଶା' କାର୍ଯ୍ୟକ୍ରମକୁ ବିରୋଧ କରିଛି ଛାତ୍ର କଂଗ୍ରେସ । ମହର୍ଷି କଲେଜ କ୍ୟାମ୍ପସରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଉପରେ ମହାପୁରୁଷ,…
ଏହି ଜିନିଷ ବିନା ମିଳିବନି Antibiotics: ଡାକ୍ତରଙ୍କ ପାଇଁ ସରକାରଙ୍କ କଡ଼ା ନିୟମ
ନୂଆଦିଲ୍ଲୀ: ଦେଶରେ ଆଣ୍ଟିବାୟୋଟିକ୍ସ ଔଷଧ ଗୁଡ଼ିକର ଦୁରୂପୋଯୋଗ ଦିନକୁ ଦିନ ବଢିବାରେ ଲାଗିଛି । ଏହାକୁ ରୋକିବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି । ଡାକ୍ତରମାନଙ୍କୁ କଡ଼ା ନିୟମ ଶୁଣାଇଛନ୍ତି କେନ୍ଦ୍ର…
ଜାନୁଆରି ୧୮-୧୯ ଦୁଇ ଦିନ ବିଦ୍ୟୁତ୍ ବିଚ୍ଛିନ୍ନ ହେବ ବେଙ୍ଗାଲୁରୁ ସହର
ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଜାନୁଆରି ୧୮ ଓ ୧୯ ଦୁଇ ଦିନ ପାଓ୍ଵାର କଟ୍ ହେବାର ସମ୍ଭାବନା ରହିଛି। ରିପୋର୍ଟ ଅନୁଯାୟୀ, ବାଙ୍ଗାଲୋର ବିଦ୍ୟୁତ ଯୋଗାଣ କମ୍ପାନୀ (ବେସ୍କମ୍) ଅନେକ ରକ୍ଷଣାବେକ୍ଷଣ…
ପ୍ରାଣ ପ୍ରତିଷ୍ଠା ପୂର୍ବରୁ ବଡ଼ ଉପହାର ଦେଲେ ମୁଖ୍ୟମନ୍ତ୍ରୀ: ଏହି ଜିନିଷରେ ମିଳିବ ଫାଇଦା
ନୂଆଦିଲ୍ଲୀ: ଶ୍ରୀରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ କୃଷକମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଏଣିକି କୃଷକମାନଙ୍କ ପାଇଦା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଏଣିକି ଚାଷୀମାନଙ୍କ…
କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ୨୦ ବର୍ଷ ଜେଲ୍
କଟକ: ସମଲିଙ୍ଗି ଅପ୍ରାକୃତିକ ଯୌନ ଅପରାଧ ପାଇଁ ଅଭିଯୁକ୍ତକୁ ୨୦ ବର୍ଷ ଜେଲ୍ । ନାବାଳକ ଦୁଷ୍କର୍ମ ମାମଲାରେ ଦୋଷୀ ଚିନ୍ତାମଣି ନାୟକକୁ ହେଲା ୨୦ବର୍ଷର ଜେଲ୍ । ୨୦ ବର୍ଷର ଜେଲ୍ ଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା…
୩୩ କେଭି ବିଦ୍ୟୁତ ଖୁଣ୍ଟକୁ ଚଢିଗଲେ ଯୁବକ: ବରମୁଣ୍ଡା ବସ୍ ଷ୍ଟାଣ୍ଡ ନିକଟରେ ଅଭାବନୀୟ କାଣ୍ଡ
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ବରମୁଣ୍ଡା ଛକରେ ଦେଖିବାକୁ ମିଳିଛି ଅଦ୍ଭୁତ କାଣ୍ଡ । ଜଣେ ଯୁବକ ଅଚାନକ ବିଦ୍ୟୁତ ଖୁଣ୍ଟ ଉପରେ ଚଢିଯାଇଥିବା ଦେଖାଯାଇଛି । ବରମୁଣ୍ଡା ବସ୍ ଷ୍ଟାଣ୍ଡ ପାଖ ଏନଏଚ କଡ଼…
ଲୋହିତ ସାଗରରେ ଆମେରିକୀୟ ଜାହାଜରେ ଡ୍ରୋନ୍ ଆକ୍ରମଣ; କାର୍ଯ୍ୟାନୁଷ୍ଠାନ ନେଲା ଭାରତୀୟ ଯୁଦ୍ଧ ଜାହାଜ
ନୂଆଦିଲ୍ଲୀ: ବୁଧବାର ରାତିରେ ଲୋହିତ ସାଗରରେ ଡ୍ରୋନ୍ ଆକ୍ରମଣର ଶିକାର ହୋଇଛି ଜେନ୍କୋ ପିକାର୍ଡି ନାମକ ଏକ ବ୍ୟବସାୟୀ ଜାହାଜ। ଆଡେନ ବନ୍ଦରଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣରେ ଏହି ଆକ୍ରମଣ ହୋଇଥିଲା, ଯାହା ପରେ…
ପାକିସ୍ତାନ ଆକ୍ରମଣରେ ୯ ଜଣ ବିଦେଶୀଙ୍କ ମୃତ୍ୟୁ: ଇରାନ ସରକାର
ନୂଆଦିଲ୍ଲୀ: ଇରାନର ସରକାରୀ ଗଣମାଧ୍ୟମ ଇରନା ଅନୁଯାୟୀ, ପାକିସ୍ତାନର ଆକ୍ରମଣରେ ୯ ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି । ଇରାନର ଗୃହ ମନ୍ତ୍ରୀ ଅହମ୍ମଦ ୱାହିଦି କହିଛନ୍ତି ଯେ ଏହି ଆକ୍ରମଣରେ ୩ ଜଣ ମହିଳା, ୪ ଜଣ…
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଛୁଟି ମଞ୍ଜୁର କଲେ କେନ୍ଦ୍ର ସରକାର: କିନ୍ତୁ ଅଧା ଦିନ ମିଳିବ ଛୁଟି
ନୂଆଦିଲ୍ଲୀ: ଆସନ୍ତା ଜାନୁୟାରୀ ୨୨ ତାରିଖରେ ଅଯୋଧ୍ୟା ଶ୍ରୀରାମ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ଦେଶର କେନ୍ଦ୍ର ସରକାରଙ୍କ ସମସ୍ତ ଅଫିସ୍, ଶିକ୍ଷାନୁଷ୍ଠାନ…
ମାତ୍ର ୬୦୦ଟଙ୍କାରେ ଘରକୁ ଆଣନ୍ତୁ ଏହି ଯନ୍ତ୍ର, ଦେଖନ୍ତୁ କିପରି ଆପଣଙ୍କ ବାଲ୍ଟି ପାଲଟିଯିବ ୱାଶିଂ ମେସିନ୍
ନୂଆଦିଲ୍ଲୀ: ଭାରତର ଅଧିକାଂଶ ରାଜ୍ୟରେ ଏବେ ଜୋରଦାର ଥଣ୍ଡା ଅନୁଭୂତ ହେଉଛି । ଏହି କାରଣରୁ ବହୁ ଲୋକ ବିଭିନ୍ନ ଘରୋଇ କାମ କରିବାକୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି କ୍ରମରେ ଆମେ ଆପଣଙ୍କୁ ଏପରି ଏକ ଯନ୍ତ୍ର…