Browsing Category

ଖବର

ଆଜି ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ: ଦୀର୍ଘ ୨୯ ବର୍ଷ ପରେ ସ୍ୱପ୍ନ ହେଲା ପୂରଣ, ଦେଓ – ସୁବର୍ଣ୍ଣରେଖା ପ୍ରକଳ୍ପର ଲୋକାର୍ପଣ କରିବେ…

ଭୁବନେଶ୍ୱର/କରଞ୍ଜିଆ, (ଭାସ୍କର ନ୍ୟୁଜ୍‌) : ଦୀର୍ଘ ୨୯ ବର୍ଷ ପରେ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଉଛନ୍ତି ତାଙ୍କ ସୁୁପୁତ୍ର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁକ୍ରବାର ମୁଖ୍ୟମନ୍ତ୍ରୀ…

ଖୁବ୍‌ ଅଧିକ ଉତ୍ତପ୍ତ ଓ ଅଶାନ୍ତ ସୂର୍ଯ୍ୟ ; ମାତ୍ର ଦୁଇ ସପ୍ତାହରେ ୩୫ ସୌର ବିସ୍ଫୋରଣ

ନୂଆଦିଲ୍ଲୀ: ସକଳ ଶକ୍ତିର ଆଧାର ହେଉଛନ୍ତି ସୂର୍ଯ୍ୟ । ହେଲେ ଏବେ ଦିନକୁ ଦିନ ସୂର୍ଯ୍ୟ ଖୁବ୍‌ ଅଧିକ ଉତ୍ତପ୍ତ ଓ ଅଶାନ୍ତ ହେବାରେ ଲାଗିଛି । ସୂର୍ଯ୍ୟରେ ପ୍ରତିଦିନ ଦ୍ରୁତ ଗତିରେ ବିଭିନ୍ନ ପ୍ରକାର ଗତିବିଧି ଦେଖିବାକୁ…

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଘନୀଭୂତ ହେବ : ଆଜିଠୁ ୧୫ ଯାଏଁ ପ୍ରବଳରୁ ଅତି ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ…

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌) : ଗତ କିଛି ଦିନ ହେବ ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି । ଜନଜୀବନ ପ୍ରଭାବିତ ହୋଇଛି । ବହୁ ଅଞ୍ଚଳରେ ଲୋକମାନେ ଜଳବନ୍ଦୀ ହେବା ସହ ବ୍ୟାପକ ଚାଷଜମି ଜଳ ପ୍ଲାବିତ ହୋଇଛି ।…

ରାକ୍ଷୀ ଯୋଡ଼ିଦେଲା ସଂପର୍କ, ଏସପିଙ୍କୁ ରାକ୍ଷୀ ବାନ୍ଧିଲେ ଆତ୍ମ ସମର୍ପଣ କରିଥିବା ମାଓବାଦୀ

ଆଜି ହେଉଛି ପବିତ୍ର ରକ୍ଷାବନ୍ଧନ । ଆଜିର ପ୍ରବିତ୍ର ଦିନରେ ଭାଇ ହାତରେ ଭଉଣୀ ବାନ୍ଧିଥାଏ ସୁରକ୍ଷାର ଡୋରି, ଆଉ କଥା ଦେଇଥାଏ ଭଉଣୀର ସୁରକ୍ଷାର । ତେବେ ଆଜିର ଏହି ପବିତ୍ର ଅବସରରେ ଅନେକ ଭଉଣୀ ନିଜ ଭାଇମାନଙ୍କ ହାତରେ…

ISRO ଲଞ୍ଚ କଲା ପ୍ରଥମ 3D ଭର୍ଚୁଆଲ୍ ସ୍ପେସ୍ ମ୍ୟୁଜିୟମ୍ “SPARK”, ଜାଣିପାରିବେ ଅନ୍ତରୀକ୍ଷର ଅନେକ ରହସ୍ୟ…

ନୂଆଦିଲ୍ଳୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ କେନ୍ଦ୍ର (ISRO) ଆଜାଦୀ କୀ ଅମୃତ ମହୋତ୍ସବ ଅବସରରେ ନିଜର ଭର୍ଚୁଆଲ ସ୍ପେସ ମ୍ୟୁଜିୟମ (SPARK) ଲଞ୍ଚ କରିଛି । ଏହା ଏକ ଡିଜିଟାଲ କଣ୍ଟେଣ୍ଟ, ଯେଉଁଥିରେ ସଂଗଠନର ଇତିହାସ…

Jio ଗ୍ରାହକଙ୍କୁ ଏକ ବର୍ଷ ଯାଏଁ କରିବାକୁ ପଡ଼ିବନି ରିଚାର୍ଜ: ଏହି ପ୍ଲାନରେ ମିଳୁଛି ବଢ଼ିଆ ଅଫର, ପୂରା ପଇସା ଅସୁଲ୍

ଯଦି ଆପଣ ଜିଓ ସିମ୍ ଉପଭୋକ୍ତା ଏବଂ ଆପଣ ଆପଣଙ୍କୁ ଜିଓ ନମ୍ବରକୁ ବାରମ୍ବାର ରିଚାର୍ଜ କରିବାକୁ ଚାହୁନାହାନ୍ତି, ତେବେ ଏ କ୍ଷେତ୍ରରେ ଆପଣଙ୍କୁ କମ୍ପାନୀର ବାର୍ଷିକ ପ୍ଲାନ ସହାୟକ ହୋଇପାରେ । ଜିଓ ଏହାର ୟୁଜର୍ସଙ୍କୁ…

କି ଦୁଃଖଦ ପରିସ୍ଥିତିରେ ଭାଇ: ନଦୀରେ ଭରା ପାଣି, ଗର୍ଭବତୀଙ୍କୁ ଖଟରେ ଶୁଆଇ ନଦୀ ପାର କରୁଛନ୍ତି ଗ୍ରାମବାସୀ

ନୂଆଦିଲ୍ଲୀ: ଜନସାଧାରଣଙ୍କ ସୁଫଳ ପାଇଁ ସରକାର ଯେତେ ଯୋଜନା ପ୍ରଣୟନ କଲେ ମଧ୍ୟ ଆଜି ବି ଅନେକ ଲୋକ ଏଥିରୁ ବଞ୍ଚିତ ହେଉଛନ୍ତି । ଉପଯୁକ୍ତ ଗମନାଗମନର ସୁବିଧା ନଥିବାରୁ ଲୋକମାନେ ନାହିଁ ନଥିବା ସମସ୍ୟାରେ କଲବଲ ହେଉଛନ୍ତି…

ରସୁଣ ବିଜ୍ଞାପନରେ ମହିଳା କଲେ କିଛି ଏମିତି, ହେବାକୁ ପଡ଼ିଲା କୃଷକଙ୍କ ଆକ୍ରୋଶର ଶିକାର

ଅନେକ ସମୟରେ ବିଜ୍ଞାପନକୁ ନେଇ ଖୁବ୍ ବିରୋଧ ହୋଇଥାଏ । ଆପତ୍ତିଜନକ ବିଜ୍ଞାପନ ପାଇଁ ଅନେକ ସମୟରେ ଘୋର୍ ବିବାଦ ମଧ୍ୟ ଦେଖାଯାଇଛି, ଦେଶ ବିଦେଶ ମଧ୍ୟ ଏଭଳି ଅନେକ ଖବର ସାମ୍ନାକୁ ଆସିଛି । ଗତ କିଛି ଦିନରେ ଯେଉଁଠାରେ…

(Video) ସାମ୍ନାକୁ ଆସିଲେ ଦୀପିକାଙ୍କ ଛୁଆର ବାପା ଦିନେଶ, ଜାଣନ୍ତୁ ଦୁହିଁଙ୍କ ପ୍ରେମ ସମ୍ପର୍କକୁ ନେଇ କ’ଣ ସବୁ କହିଲେ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ୧୦ ଦିନ ହେଲା ଦିନେଶଙ୍କ ଘର ଆଗରେ ଧାରଣାରେ ବସି ରହିଛନ୍ତି କେ.ଦୀପିକା । ନିଜର ହକ ଓ ନିଜର ୧ ବର୍ଷର ଛୁଆର ପରିଚୟ ଦାବି ନେଇ ଦୀପିକା ବ୍ରହ୍ମପୁର ବଡ଼ବଜାର ଦେଶୀ ବେହେରା ସାହିରେ ଧାରଣା…

କରୋନା ଭାଇରସ ପରେ ଏବେ ଲୈଙ୍ଗ୍ୟା ଭାଇରସ ବଢ଼ାଇଲା ଚିନ୍ତା, କ’ଣ ଏହି ରୋଗ? ଜାଣନ୍ତୁ….

ନୂଆଦିଲ୍ଲୀ: କରୋନା ଭାଇରସ ସଂକ୍ରମଣ ଦୂର ହୋଇନଥିବାବେଳେ, ଏବେ ଚୀନର ଶାୟନଡଙ୍ଗ ଏବଂ ହେନାନ ରେ ନୂଆ ଲୈଙ୍ଗ୍ୟା ଭାଇରସ ଦେଖିବାକୁ ମିଳିଛି । ଏହି ଭାଇରସ ଯୋଗୁଁ ୩୫ ଜଣ ସଂକ୍ରମଣ ହୋଇଥିବା ଜଣାପଡ଼ିଛି । ଏହାର ସମ୍ବନ୍ଧ…