Browsing Category
ଖବର
ଚୀନ୍ ଗୁପ୍ତଚର ଜାହାଜକୁ ଅଟକାଇଲା ଶ୍ରୀଲଙ୍କା, ଜାଣନ୍ତୁ ଏହା ପଛର କାରଣ…
କଲମ୍ବୋ: ଭାରତ ଆପତ୍ତି ଉଠାଇବା ପରେ ପରବର୍ତ୍ତୀ ଆଲୋଚନା ନହେବା ପର୍ଯ୍ୟନ୍ତ ଶ୍ରୀଲଙ୍କାର ରାନିଲ ବିକ୍ରମସିଂଘେ ସରକାର ବେଜିଂ ପ୍ରଶାସନକୁ ଏହାର ସ୍ପେସ୍ ସାଟେଲାଇଟ୍ ଟ୍ରାକର ଜାହାଜ ୟୁଆଙ୍ଗ ୱାଙ୍ଗ -୫କୁ ହମବାନତୋଟା…
ଆସନ୍ତା ୧୨ରେ ମୟୂରଭଞ୍ଜ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୨ଟି ପ୍ରକଳ୍ପର ଲୋକାର୍ପିତ କରିବେ
ବାରିପଦା/ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ଆସନ୍ତା ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଯିବେ । ଏଥିନେଇ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ପର୍ବ ଆରମ୍ଭ ହୋଇଛି ।…
ଶାନ୍ତି ନଗର ଛକ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର୍: ଜଣେ ମୃତ, ପାଞ୍ଚ ଆହତ
ରାଇଘର, (ଭାସ୍କର ନ୍ୟୁଜ୍): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ବୋବେଇ ଶାନ୍ତି ନଗର ଛକ ନିକଟରେ ଏକ କାର ଭାରସାମ୍ୟ ହରାଇ ବିଲ ଭିତରକୁ ଓଲଟି ପଡ଼ିଥିଲା । ଘଟଣା ସ୍ଥଳରେ ଜଣଙ୍କ ମୃତ ହୋଇଥିବା ବେଳେ ଡ୍ରାଇଭ୍ରର ସମେତ କାର…
ମହଙ୍ଗା ପଡିଲା ମଦ କାରବାର ଧରପଗଡ଼, ତହସିଲଦାରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ
ବ୍ରପୁହ୍ମୁର, (ଭାସ୍କର ନ୍ୟୁଜ): ମଦ ଧରପଗଡ଼ କରିବାକୁ ଯାଇ ଆକ୍ରମଣର ଶିକାର ହେଲେ ତହସିଲଦାର ଓ ଅବକାରୀ କର୍ମଚାରୀ । ଏପରିକି ଗାଁ ଲୋକେ ସରକାରୀ ଗାଡ଼ିକୁ ଗାଁ ଭିତରକୁ ଛାଡ଼ି ନ ଥିବାବେଳେ ତହସିଲଦାରଙ୍କ ସମେତ…
ଓଡ଼ିଶା ସମେତ ୭ ରାଜ୍ୟକୁ ସତର୍କ କଲା କେନ୍ଦ୍ର: ବୃଦ୍ଧି ପାଉଛି କରୋନା ସଂକ୍ରମଣ, ଟେଷ୍ଟିଂ ଓ ଟ୍ରାକିଂ ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ
ନୂଆଦିଲ୍ଲୀ : ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ କ୍ରମାଗତ ଭାବେ ବୃଦ୍ଧି ପାଉଛି । ଏହାକୁ ନେଇ କେନ୍ଦ୍ର ସରକାର ଉଦ୍ବେଗ ପ୍ରକାଶ କରିବା ସହ ଏନେଇ ସତର୍କତା ଅବଲମ୍ବନ କରିବାକୁ ଓଡ଼ିଶା ସମେତ ୭ ରାଜ୍ୟକୁ ଚିଠି…
ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ: ଗର୍ଭଗୃହ, ରତ୍ନ ସିଂହାସନ ସୁରକ୍ଷିତ ଥିବା ସୂଚନା, ଖୁବ୍ଶୀଘ୍ର ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀଗୁଣ୍ଡିଚା…
ପୁରୀ (ଭାସ୍କର ନ୍ୟୁଜ୍) : ଶ୍ରୀମନ୍ଦିର ଗର୍ଭଗୃହ ଓ ରତ୍ନ ସିଂହାସନ ସୁରକ୍ଷିତ ଥିବା ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇଛି । ଶନିବାର ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ…
ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ଶ୍ରାବଣ ଶେଷ ସୋମବାରେ ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବେ
ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଆଜିଠୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ସେ ରବିବାର ରାତି ୧୦ଟାରେ ଭୁବନେଶ୍ୱରରେ ପହଞ୍ଚିବା ପରେ ସେଠାରେ ରାତ୍ରି ଯାପନ କରିବେ । ୮ ତାରିଖ…
ଆଜି ନିତି ଆୟୋଗ ବୈଠକରେ ଯୋଗ ଦେବେ ନବୀନ, ସ୍ୱତନ୍ତ୍ର ରାଜ୍ୟପାହ୍ୟା ମାନ୍ୟତା ଦାବି କରିବେ
ନୂଆଦିଲ୍ଲୀ/ଭୁବନେଶ୍ୱର : ଓଡ଼ିଆ ସ୍ୱାଧୀନତା ସଂଗ୍ରାମୀଙ୍କ ବୀରତ୍ୱ ଓ ଅବଦାନ ଅତୁଳନୀୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ୩ ଦିନିଆ ଦିଲ୍ଲୀଗସ୍ତରେ ଯାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ…
ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଲଘୁଚାପ ରୂପ ନେବ ଘୂର୍ଣ୍ଣିବଳୟ, ୧୦ ତାରିଖ ଯାଏଁ ତାଣ୍ଡବ ଜାରି ରଖିବ ବର୍ଷା: ଆଜି ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ…
ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍) : ରାଜ୍ୟରେ ଆଗାମୀ ୧୦ ତାରିଖ ପର୍ଯ୍ୟନ୍ତ ବର୍ଷାର ତାଣ୍ଡବ ଜାରି ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେବା ପରେ ଲୋକମାନେ ଛାନିଆ ହୋଇପଡ଼ିଛନ୍ତି । ଏପରିକି ଓଡ଼ିଶାର କେତେକ ଅଞ୍ଚଳରେ…
ଏହା ଦୈବୀ ଶକ୍ତି ନା ଯାଦୁ: ହଠାତ୍ ଭାଙ୍ଗି ପଡ଼ିଲା ୩୦ ବର୍ଷର ପୁରୁଣା ଏକ ବିଶାଳକାୟ ଗଛ
ନୂଆଦିଲ୍ଲୀ: ଅନେକ ସମୟରେ ଆମ ଚାରି ପାଖରେ ଏପରି କିଛି ଘଟଣା ଘଟିଥାଏ, ଯାହାକୁ କେହି ସହଜରେ ବିଶ୍ୱାସ କରିନଥାନ୍ତି । ତେବେ ୩୦ ବର୍ଷର ଏକ ପୁରୁଣା ଗଛ ହଠାତ୍ ଭାଙ୍ଗି ପଡ଼ିଥିଲା । ଏହି ଦୃଶ୍ୟ ଭିଡିଓରେ ରେକର୍ଡ ହୋଇଛି ।…