Browsing Category
ଖବର
ଚାକିରିରୁ ବାହାରିଲେ ୩ ପୋଲିସ କର୍ମଚାରୀ, ନିଲମ୍ବନ କଲେ ବୌଦ୍ଧ ଏସପି
ବୌଦ୍ଧ: ୩ ଜଣ ପୋଲିସ କର୍ମଚାରୀଙ୍କୁ ଚାକିରିରୁ ବାହାର କରିବା କଥା ସାମ୍ନାକୁ ଆସିଛି । ଏହି କର୍ମଚାରୀଙ୍କୁ ବୌଦ୍ଧ ଏସପି ନିଲମ୍ବନ କରିଛନ୍ତି । ବାଘିଆପଡା ଫାଣ୍ଡି ଅଧିକାରୀ ଓ ୨ଜଣ କନେଷ୍ଟବଳ ନିଲମ୍ବିତ କରାଯାଇଥିବା…
(Video)ବ୍ୟକ୍ତି ଜଣକ ସାପ ସହିତ କରୁଥିଲେ ଫ୍ଲର୍ଟିଂ, ଆଉ ସାପ ମାରିଦେଲା ଓଠରେ ଚୋଟ;ଦେଖନ୍ତୁ ଭିଡ଼ିଓ
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଅତ୍ୟନ୍ତ ବିପଜ୍ଜନକ ମଧ୍ୟ ଅଟେ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଯୁବକଟିର ଜୀବନ ଅସୁବିଧାରେ ପଡିଥିବାର…
ରାଜ୍ୟରେ ୯ଟି ବୃହତ ପ୍ରକଳ୍ପକୁ ମିଳିଲା ୱିଣ୍ଡୋ ସିଙ୍ଗିଲ୍ ମଞ୍ଜୁରୀ; ୨୭ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କୁ ମିଳିବ ନିଯୁକ୍ତି
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ଅନୁମୋଦନ କର୍ତ୍ତୃପକ୍ଷ ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ମେକ୍ ଇନ୍ ଓଡ଼ିଶା କନ୍କ୍ଲେଭ୍ ୨୦୨୨ର ୯ଟି…
ହକି ବିଶ୍ୱକପ: ୱେଲସ୍କୁ ୪-୨ ଗୋଲ୍ରେ ହରାଇଲା ଭାରତ
ଭୁବନେଶ୍ୱର: କଳିଙ୍ଗ ଷ୍ଟାଡିୟମରେ ଭାରତ ଏବଂ ୱେଲସ୍ ମଧ୍ୟରେ ଜୋରଦାର ଲଡେଇ ଦେଖିବାକୁ ମିଳିଛି। ଏହି ଲଢେଇରେ ଭାରତ ୱେଲସକୁ ୪-୨ ଗୋଲ୍ରେ ମାତ୍ ଦେଇଛି। ଏହା ସହିତ ଭାରତ ଗ୍ରୁପ୍ ପର୍ଯ୍ୟାୟରେ ଅପରାଜୟ ରହିଛି। ତେବେ…
ହକି ବିଶ୍ୱକପ୍: ସ୍ପେନ୍କୁ ଏକତରଫା ମାତ୍ ଦେଲା ଇଂଲଣ୍ଡ, ୪-୦ରେ ସ୍ପେନ୍ ପରାସ୍ତ
ଭୁବନେଶ୍ୱର: ଆଜି ହକି ବିଶ୍ୱକପ୍ର ଦ୍ୱିତୀୟ ମ୍ୟାଚ୍ରେ ସ୍ପେନ୍କୁ ଏକ ପାଖିଆ ଭାବେ ପରାସ୍ତ କରିଛି ଇଂଲଣ୍ଡ। କଳିଙ୍ଗ ଷ୍ଟାଡିୟମ୍ରେ ଆଜି ଖେଳାଯାଇଥିବା ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ସ୍ପେନ୍କୁ ୪-୦ ଗୋଲ୍ରେ…
ରାମ ସେତୁକୁ ଜାତୀୟ ସ୍ମାରକୀ ଘୋଷଣା କରାଯିବ କି? ଜାଣନ୍ତୁ ସୁପ୍ରିମକୋର୍ଟରେ କ’ଣ କହିଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଖୁବ୍ଶୀଘ୍ର 'ରାମ ସେତୁ'କୁ ଜାତୀୟ ସ୍ମାରକୀ ଘୋଷଣା କରି ପାରନ୍ତି କେନ୍ଦ୍ର ସରକାର। ରାମ ସେତୁକୁ ଜାତୀୟ ସ୍ମାରକୀ କରିବନା ମାମଲାରେ ଗୁରୁବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଏହି ପ୍ରସଙ୍ଗରେ…
(Video) ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ମାଇକେଲ କ୍ଲାର୍କଙ୍କୁ ଚାପୁଡ଼ା: ଧୋକ୍କା ଦେବା ପରେ ସ୍ଥାନ, କାଳ ମାନିଲେନି ଗାର୍ଲଫ୍ରେଣ୍ଡ
ନୂଆଦିଲ୍ଲୀ: ଅନେକ ସମୟରେ କଳାକାର, କ୍ରିକେଟର, ରାଜନେତାଙ୍କ ପରି ଅନେକ ବିଶିଷ୍ଟ ବ୍ୟକ୍ତିଙ୍କ ବ୍ୟକ୍ତିଗତ ଜୀବନର ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ତେବେ ଏପରି କିଛି ଘଟିଛି ଅଷ୍ଟ୍ରେଲିଆ କ୍ରିକେଟ ଟିମର…
ଏହି ମାମାଲାକୁ ନେଇ ଅଡୁଆରେ ଡ୍ରାମା କୁଇନ୍ ରାକ୍ଷୀ ସାୱାନ୍ତ; ମୁମ୍ବାଇ ପୋଲିସ କରୁଛି ଛାନ୍ଭିନ୍
ମୁମ୍ବାଇ: ବଲିଉଡର ଡ୍ରାମା କୁଇନ୍ ରାକ୍ଷୀ ସାୱନ୍ତ ନିଜର ବ୍ୟକ୍ତିଗତ ଏବଂ ପେଶାଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ସେ ଆଦିଲ ଖାନଙ୍କୁ ବିବାହ କରି ଲୋକଲୋଚନକୁ ଆସିଥିବା ବେଳେ ବର୍ତ୍ତମାନ…
ଥାନାରୁ ଫେରିବା ପରେ ଏଭଳି ତଥ୍ୟ ରଖିଲେ ହ୍ୟୁମାନ; ହସି ହସି କହିଲେ ସବୁ ମିଛ,ଲଭ ୟୁ ଅଲ୍
କଟକ:ଥାନାରୁ ଫେରିବା ପରେ ମତ ରଖିଲେ ସିଙ୍ଗର ହ୍ୟୁମାନ ସାଗର । କହିଲେ ଏହି ଅଭିଯୋଗ ବିଷୟରେ ମୁଁ କିଛି ଜାଣି ନଥିଲି । ମୋତେ କେବଳ ପୋଲିସ ଙ୍କ ନିକଟରୁ ସମନ ପାଇଁ ନୋଟିସ ଆସିଥିଲା । ଯାହା ପାଇଁ ମୁଁ ଏଠାରେ ପହଞ୍ଚିଲି…
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମାମଲା: ୧ ମାସ ମଧ୍ୟରେ ପୁନଃବିଚାର କରି ନିଷ୍ପତ୍ତି ନେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ
କଟକ: ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣାକୁ ନେଇ ଦେଖାଦେଇଥିବା ବିବାଦ ମାମଲାର ଓଡ଼ିଶା ହାଇକୋର୍ଟ ଶୁଣାଣି କରିଛନ୍ତି। ଆସନ୍ତା ୧ ମାସ ମଧ୍ୟରେ ମାମଲାର ପୁନଃବିଚାର କରି ବିଚାରକମଣ୍ଡଳୀ ୩୧ତମ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର…