Browsing Category

ଖବର

କାଲି ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା! ଦୁଇ ଦିନିଆ ଗସ୍ତରେ ଆସୁଥିବା ନେଇ ସୂଚନା

ଭୁବନେଶ୍ୱର: ଆସନ୍ତାକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓଡ଼ିଶା ଗସ୍ତରେ ଆସୁଥିବା ସୂଚନା ମିଳିଛି । କେନ୍ଦ୍ର ଗୃହମନ୍ତ୍ରୀ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ବୋଲି କୁହାଯାଇଛି । ଓଡ଼ିଶା ଗସ୍ତରେ ଆସି…

ODI WC-2023 ସୂଚୀରେ ହେବ ବଡ଼ ପରିବର୍ତ୍ତନ: ବଦଳିବ ୬ଟି ମ୍ୟାଚର ତାରିଖ, ଜାଣନ୍ତୁ ଭାରତର ମ୍ୟାଚ କେବେ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବରରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ସୂଚୀରେ ହେବାକୁ ଯାଉଛି ବଡ଼ ପରିବର୍ତ୍ତନ । ଟୁର୍ଣ୍ଣାମେଣ୍ଟର କିଛିଟା ମ୍ୟାଚ ପାଇଁ ତାରିଖରେ ପରିବର୍ତ୍ତନ କରିବାକୁ ଯାଉଛି ବିସିସିଆଇ । ଏକ ରିପୋର୍ଟ…

ବନ୍ୟା Alert… ୨୪ ଘଣ୍ଟା ପାଟ୍ରୋଲିଂ ପାଇଁ ନିର୍ଦ୍ଦେଶ: ବୈଠକରେ SRCଙ୍କ ନିଷ୍ପତ୍ତି

ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଅନେକ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏ ନେଇ ଏସଆରସି ଜଳ ସମ୍ପଦ ବିଭାଗ ଯନ୍ତ୍ରୀଙ୍କ ସମେତ ଅନ୍ୟ ବିଭାଗୀୟ…

Big Breaking ଖୁବଶୀଘ୍ର ମହାନଦୀରେ ଆସୁଛି ବନ୍ୟା: ସ୍ଥିତି ମୁକାବିଲା ପାଇଁ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ସାରା ରାଜ୍ୟରେ ସ୍ଥିତି ବେହାଲ ହୋଇ ପଡ଼ିଛି । ବିଭିନ୍ନ ସ୍ଥାନରେ ନଦୀର ଜଳସ୍ତର ବୃଦ୍ଧି ପାଉଥିବା ବେଳେ ଅନେକ ଗାଁ ଏବେ ଜଳମଗ୍ନ ହୋଇ ରହିଛି । ତେବେ ଏବେ ପର୍ଯ୍ୟନ୍ତ ସବୁଠୁ ଭଲ ଖବର…

ଭଟ୍ଟାରିକା ପୀଠରେ ଲାଗିଲା ୧୪୪ ଧାରା: ମନ୍ଦିର ଭିତରେ ପାଣି ପଶିବାରୁ କଟକଣା

ବଡ଼ମ୍ବା: ଲଗାଣ ବର୍ଷା ପ୍ରଭାବରେ ସାରା ରାଜ୍ୟରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ବୈତରଣୀ ସମେତ ବିଭିନ୍ନ ନଦୀରେ ଜଳସ୍ତର ବୃଦ୍ଧି ପାଉଛି । ଏହା ମଧ୍ୟରେ ବଡ଼ମ୍ବାର ପ୍ରସିଦ୍ଧ ମା ଭଟ୍ଟାରିକାଙ୍କ ମନ୍ଦିର ଭିତରେ ପାଣି…

ଭଦ୍ରକରେ ବି ସବୁ ସ୍କୁଲ ଛୁଟି ଘୋଷଣା: ପ୍ରବଳ ବର୍ଷା ସହ ବନ୍ୟା ଆଶଙ୍କାରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

ଭଦ୍ରକ: ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ପିଲାମାନଙ୍କ ସୁରକ୍ଷା ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏହି ତାଲିକାରେ ବର୍ତ୍ତମାନ ସାମିଲ ହୋଇଛି ଭଦ୍ରକ ଜିଲ୍ଲା । ଏବେ ଭଦ୍ରକ ଜିଲ୍ଲାରେ ମଧ୍ୟ ସ୍କୁଲ…

ମୁଣ୍ଡଳିକୁ ନେଇ SRCଙ୍କ ସତର୍କବାଣୀ: ପ୍ରବାହିତ ହେବ ୮ ଲକ୍ଷ କ୍ୟୁସେକ ଜଳ

କଟକ: ପ୍ରବଳ ବର୍ଷା ଯୋଗୁଁ ସାରା ରାଜ୍ୟରେ ଏବେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । କଟକ ଭୁବନେଶ୍ୱର ସହରକୁ ବର୍ଷା ପାଣି କାବୁ କରି ନେଇଥିବା ବେଳେ ଉପକୂଳ ଅଞ୍ଚଳଗୁଡ଼ିକରେ ନଦୀର ଜଳସ୍ତର ଦେଖି ବନ୍ୟାର ଭୟ ଘାରିଛି । ତେବେ…

ବନ୍ୟା Alert! ଫୁଲୁଛି ବୈତରଣୀ ନଦୀ: ବିପଦ ସଂକେତ ଟପି ଗାଁ ଗାଁରେ ପଶିଲାଣି ବନ୍ୟା ପାଣି

ଯାଜପୁର: ବୈତରଣୀ ନଦୀର ଜଳସ୍ତରକୁ ନେଇ ବିପଦ ଘନେଇଛି । ଧିରେ ଧିରେ ପଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ବିଭିନ୍ନ ସ୍ଥାନରେ ବନ୍ୟା ହେବା ନେଇ ଆଶଙ୍କା କରାଯାଉଛି । ବିଶେଷ କରି ତଳିଆ ଅଞ୍ଚଳକୁ ନେଇ ଚିନ୍ତାରେ ପଡ଼ିଛି…

ପୁରୁଷମାନେ ମାଂସ ଖାଇବା ଛାଡ଼ନ୍ତୁ, ମହିଳାମାନେ Sex Strike କରନ୍ତୁ: PETAର ଅପିଲକୁ ନେଇ ବଢ଼ିଲା ବିବାଦ

ନୂଆଦିଲ୍ଲୀ: ଅଧିକ ମାଂସ ଖାଉଥିବା ପୁରୁଷମାନେ ଗ୍ରୀନ୍ ହାଉସ୍ ଗ୍ୟାସ୍ ନିର୍ଗମନ ପାଇଁ ଦାୟୀ । ପୁରୁଷମାନେ ଏଥିରୁ ନିବୃତ୍ତ ରହିବା ଦରକାର । ଅଧିକ ମାଂସ ଖାଉଥିବା ପୁରୁଷଙ୍କ ସହ ମହିଳାମାନେ ଯୌନ ସମ୍ପର୍କ ରକ୍ଷା କରିବା…

ଆସିବନି ‘ବାହୁବଳୀ-୩’! ବଲିଉଡରୁ ବିଦାୟ ନେବାକୁ ନିଷ୍ପତ୍ତି ନେଲେ ପ୍ରଭାସ

ମୁମ୍ବାଇ: ‘ବାହୁବଳୀ’ ଏବଂ ‘ବାହୁବଳୀ-୨’ ଭଳି ବ୍ଲକବଷ୍ଟର ସିନେମା ଭେଟି ଦେବା ପରେ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି ସୁପରଷ୍ଟାର ପ୍ରଭାସ । ‘ଆଦିପୁରୁଷ’କୁ ନେଇ ଅନେକ ଆଶାବାଦୀ ଥିବା ବେଳେ ଏହି ସିନେମା ସମ୍ପୂର୍ଣ୍ଣ…