
Browsing Category
ଖବର
Big Breaking; ରୋହିତଙ୍କ ବିସ୍ଫୋରକ ଶତକ: ବିଶ୍ୱକପ୍ ପୂର୍ବରୁ ସବୁ ଦଳକୁ ଚେତାବନୀ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜର ଶେଷ ମ୍ୟାଚରେ ବିସ୍ପୋରକ ଶତକ ହାସଲ କରିଛନ୍ତି ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା । ୧୪ ମାସ ପରେ କମବ୍ୟାକ କରି ଏହି ଶତକ ଅର୍ଜନ କରିଛନ୍ତି ରୋହିତ । ଏହି ଶତକ ସହ…
ବିଶ୍ୱ ଚେସ୍ ରାଙ୍କିଙ୍ଗରେ ବିଶ୍ୱ ଚାମ୍ପିୟନ ବିଶ୍ୱନାଥନ ଆନନ୍ଦଙ୍କୁ ପଛରେ ପକାଇଲେ ପ୍ରଜ୍ଞାନନ୍ଦ
ନୂଆଦିଲ୍ଲୀ: କ୍ଲାସିକ୍ ବର୍ଗରେ ବିଶ୍ୱ ଚାମ୍ପିୟନ ଡିଙ୍ଗ ଲିରେନ୍ ଙ୍କୁ ପରାସ୍ତ କରି ଫିଡେ ମାନ୍ୟତାରେ ଅଭିଜ୍ଞ ବିଶ୍ବନାଥନ ଆନନ୍ଦଙ୍କୁ ପଛରେ ପକାଇ ଛନ୍ତି ଭାରତର ଚେସ୍ ଖେଳାଳି ଆର୍ ପ୍ରଜ୍ଞାନନ୍ଦ । ନେଦରଲାଣ୍ଡରେ…
Big Breaking; ଗୁଡ଼ି ଦୋକାନୀ ସାବଧାନ! ପଡ଼ିବ ରେଡ୍, ପ୍ରଶାସନ ନେବ କଡ଼ା ପଦକ୍ଷେପ
ବାଲେଶ୍ୱର: ପୁଣିଥରେ ଗୁଡ଼ି ସୂତାକୁ ନେଇ ଦେଖାଯାଇଛି ଭୟଙ୍କର ପରିଣାମ । ଗୁଡ଼ି ସୂତା ଲାଗି ୨ ଜଣ ଗୁରୁତର ହେବା ପରେ ପ୍ରଶାସନ ଏହାକୁ ନେଇ କଡ଼ା ପଦକ୍ଷେପ ନେଇଛନ୍ତି । ଗୁଡ଼ି ଦୋକାନ ଉପରେ ଚଢାଉ କରିବା ପାଇଁ ଜିଲ୍ଲାପାଳ…
(Video) ଟିମ ଇଣ୍ଡିଆର ପୂର୍ବତନ ବିଶ୍ୱକପ୍ ବିଜେତା, ମନ୍ଦିରରେ ପୋଛା ମାରୁଛନ୍ତି: ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ୨୦୧୧ ବିଶ୍ୱ ଚମ୍ପିଆନ୍ ଟିମ ଇଣ୍ଡିଆର ଅଧିକାଂଶ କ୍ରିକେଟର ବର୍ତ୍ତମାନ ଅବସର ଗ୍ରହଣ କରି ସାରିଛନ୍ତି । ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସମେତ ଷ୍ଟାର ଅଲରାଉଣ୍ଡର ଯୁବରାଜ ସିଂହ ଅନ୍ତର୍ଜାତୀୟ…
ଜାନୁଆରୀ ୨୨ରେ ଅଯୋଧ୍ୟା ଯିବା ପ୍ରଶ୍ନରେ ଏପରି କହିଲେ କେଜ୍ରିୱାଲ
ନୂଆଦିଲ୍ଲୀ: ଜାନୁଆରୀ ୨୨ ରେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମକୁ ଯିବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପ୍ରତିକ୍ରିୟା ରଖିଛନ୍ତି । "୨୨ ତାରିଖରେ ମନ୍ଦିର ଉଦଘାଟନ ହେବ,…
ରାମ ମନ୍ଦିର ‘ପ୍ରାଣ ପ୍ରତିଷ୍ଠା’ ସମାରୋହ; କୁହୁଡି ଯୋଗୁଁ ବଦଳିଲା ପ୍ରଧାନମନ୍ତ୍ରୀଙ୍କ ଯୋଜନା
ନୂଆଦିଲ୍ଲୀ: ଦୁଇ ଦିନିଆ କେରଳ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଚଳିତ ସପ୍ତାହ ଶେଷ ଆଡ଼କୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିବାର ରହିଛି ଯୋଜନା । ଜାନୁଆରୀ ୨୨ ରେ ପ୍ରଧାନମନ୍ତ୍ରୀ ମୋଦୀ ରାମଲଲାଙ୍କ…
IND vs AFG ଶେଷ ମ୍ୟାଚରେ ସଞ୍ଜୁ-କୁଳଦୀପଙ୍କ ଏଣ୍ଟ୍ରି: ଦଳରୁ ବାଦ୍ ପଡ଼ିଲେ ଅକ୍ସର ପଟେଲ-ଅର୍ଶଦୀପ
ନୂଆଦିଲ୍ଲୀ: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚ ଖେଳିବା ପାଇଁ ପ୍ରସ୍ତୁତ ହୋଇଛି ରୋହିତ ସେନା । ୩ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ପ୍ରଥମ ୨ଟି ମ୍ୟାଚ ବିଜୟୀ ହୋଇ ଟିମ ଇଣ୍ଡିଆ ସିରିଜ ଉପରେ କବଜା…
ଦିବ୍ୟାଙ୍ଗ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ହୋଇପାରିବ ନାହିଁ; ଶଙ୍କରାଚାର୍ଯ୍ୟ ଅଭିମୁକ୍ତେଶ୍ୱରାନନ୍ଦ
ନୂଆଦିଲ୍ଲୀ: "ମୋଦି ଜୀ କହିଛନ୍ତି ଯେ ତାଙ୍କୁ ବିକଳାଙ୍ଗ କୁହନ୍ତୁ ନାହିଁ, ଦିବ୍ୟାଙ୍ଗ କୁହନ୍ତୁ, ତେଣୁ ଆଜି ଏହା ଏକ ଦିବ୍ୟାଙ୍ଗ ମନ୍ଦିର । ଆଉ ଏହି ଦିବ୍ୟାଙ୍ଗ ମନ୍ଦିରରେ କିପରି ପୂର୍ଣ୍ଣାଙ୍ଗ ଭଗବାନଙ୍କୁ ପ୍ରତିଷ୍ଠା…
ରାଷ୍ଟ୍ରପତିଙ୍କ ପୁଅକୁ ଜେଲ ପଠାଇଲେ ଅଦାଲତ: ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ମାମଲା…
ନୂଆଦିଲ୍ଲୀ: ନିୟମ ଏବଂ କାନୁନ ଆଗରେ ସମସ୍ତେ ସମାନ ହୋଇଥାନ୍ତି । ସେ ଜଣେ ସାଧାରଣ ଲୋକ ହୁଅନ୍ତୁ କିମ୍ବା କୌଣସି ବଡ଼ ପଦ-ପଦବୀରେ କାର୍ଯ୍ୟରତ ଅଧିକାରୀ ବା ତାଙ୍କ ସମ୍ପର୍କୀୟ । ପ୍ରତ୍ୟେକ ବ୍ୟକ୍ତି ପାଇଁ ଅପରାଧର…
୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇଲା ଆପଲ
ନୂଆଦିଲ୍ଲୀ: କରୋନା ମହାମାରୀ ପରଠାରୁ ସ୍ମାର୍ଟଫୋନ୍ ବଜାରରେ ମାନ୍ଦାବସ୍ଥା ଦେଖାଦେଇଥିଲା । ୧୨ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ସାମସଙ୍ଗକୁ ପଛରେ ପକାଇ ସ୍ମାର୍ଟଫୋନ୍ ଦୁନିଆରେ ଏକ ନମ୍ବର ସ୍ଥାନ ହାସଲ କରିଛି ଆପଲ୍ ।…