Browsing Category

ଖବର

(Video) ‘ମୋ ସୁଶାନ୍ତ କୁଆଡେ ବି ଯାଇନି…’ ଶ୍ରାଦ୍ଧ ବାର୍ଷିକୀରେ ମନେ ପଡୁଛନ୍ତି ସୁଶାନ୍ତ ସିଂ ରାଜପୁତ

ମୁମ୍ବାଇ: ବଲିଉଡର ଜଣେ ଆଗଧାଡିର ନାୟକ ସୁଶାନ୍ତ ସିଂହ ରାଜପୁତଙ୍କର ଆଜି ତୃତୀୟ ଶ୍ରାଦ୍ଧ ବାର୍ଷିକୀ । ଟେଲିଭିଜନ ଦୁନିଆରୁ ସିନେମା ପର୍ଯ୍ୟନ୍ତ ସବୁଠି ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି ସୁଶାନ୍ତ । ‘ପବିତ୍ର…

ପୁଣି ଅଧିନାୟକ ପଦକୁ ଫେରିବେ କିଙ୍ଗ କୋହଲି! ଦାୟିତ୍ୱ ହସ୍ତାନ୍ତର କରି ପାରନ୍ତି ରୋହିତ

ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଫାଇନାଲରେ ଭାରତର ପରାଜୟ ପରେ ରୋହିତଙ୍କ ଅଧିନାୟକ ପଦ ଏବଂ ନେତୃତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଛି । ଅଧିନାୟକ ପଦରୁ ରୋହିତ ଶର୍ମାଙ୍କୁ ହଟାଇବା ପାଇଁ ଦାବି ମଧ୍ୟ ଜୋର ଧରିଛି ।…

ବାହାନଗା ଟ୍ରେନ ଟ୍ରାଜେଡି: ୧୨ ଦିନ ପରେ ବି ଆସୁନି DNA ରିପୋର୍ଟ, କେମିତି ହେବ ଅନ୍ତିମ ସଂସ୍କାର?

ବାଲେଶ୍ୱର: ବାଲେଶ୍ୱର ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ୨୮୮ରୁ ଅଧିକ ଯାତ୍ରୀ । ଏମାନଙ୍କ ମଧ୍ୟରୁ ଅନେକ ମୃତକଙ୍କ ଶବ ନେବା ପାଇଁ ପରିବାର ଲୋକ ଏପର୍ଯ୍ୟନ୍ତ ଡିଏନଏ ଟେଷ୍ଟକୁ ଅପେକ୍ଷା କରି ରହିଛନ୍ତି । କିନ୍ତୁ…

YouTuber ମାନଙ୍କ ପାଇଁ ଖୁସି ଖବର: ମନିଟାଇଜେସନ ପାଇଁ ଦରକାର ମାତ୍ର ଏତିକି ସବସ୍କ୍ରାଇବର

ୟୁଟ୍ୟୁବରେ ଟଙ୍କା ରୋଜଗାର କରିବାକୁ ଚାହୁଁଥିବା ଯୁବ ବର୍ଗମାନଙ୍କ ପାଇଁ ଆସିଛି ଏକ ବଡ ଖବର । ନୂଆ କରି ଚାନେଲ ଖୋଲିଥିବା ୟୁଟ୍ୟୁବରଙ୍କ ପାଇଁ ଏହା ରଜର ଭେଟି ବୋଲି କୁହାଯାଇପାରେ । କାରଣ ୟୁଟ୍ୟୁବର ମନିଟାଇଜେସନ…

(Video) ବାଲେଶ୍ୱରକୁ ମାଡ଼ି ଆସୁଛି ମହାବିପଦ! ମଣିଷଙ୍କ ପରେ ଏବେ ମାଙ୍କଡ଼ଙ୍କ ପାଳି, ଶହ ଶହ ମଣିଷଙ୍କ ମୃତ୍ୟୁ, ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିଲା ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ପାଇଁ ଏକ ଭୟଙ୍କର କାଳ ରାତ୍ରି ଥିଲା ।…

‘ମୋ ଜାଗା, ମୋ ଇଚ୍ଛା ମୁଁ ଯୋଉଠି ବସିବି…’ ଟ୍ରେନ ଲାଇନରେ ବସିଥିଲେ ଯୁବକ, ଆସିଗଲା ଟ୍ରେନ: ଆଉ ତା’ ପରେ…

ବାହାନଗା ଦୁର୍ଘଟଣା ପରେ ଟ୍ରେନ ଲାଇନ ଆଉ ଟ୍ରେନକୁ ଦେଖିଲେ ବି ଅନେକ ଲୋକ ଭୟ କରୁଛନ୍ତି । ଟ୍ରେନରେ ଯାତାୟତ କରିବା ପାଇଁ ମଧ୍ୟ ଲୋକ ପଛଘୁଞ୍ଚା ଦେଲେଣି । କିନ୍ତୁ ଏହି ସମୟରେ ଜଣେ ସାହସୀ ଯୁବକଙ୍କ ଭିଡିଓ ଭାଇରାଲ…

(Video) ସାମାନ୍ୟ ମୂଷା ପାଇଁ ଅଟକିଗଲା ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସ: ବଗି ତଳୁ ବାହାରିଲା ନିଆଁ

ବିହାର: ବାହାନଗା ଦୁର୍ଘଟଣା ପରେ ଟ୍ରେନକୁ ନେଇ ଲୋକଙ୍କ ମନରେ ଏକ ଭୟ ବସା ବାନ୍ଧି ନେଇଛି । କିନ୍ତୁ ଏହା ମଧ୍ୟରେ ଆଉ ଏକ ବଡ ଖବର ସାମନାକୁ ଆସିଛି । ସାମାନ୍ୟ ଗୋଟିଏ ମୂଷା ପାଇଁ ଅଟକି ଯାଇଛି ଏକ ଦ୍ରୁତଗାମୀ…

Live-In Relationshipକୁ ଆଇନ ଦେଉନି ବିବାହର ମାନ୍ୟତା: ହାଇକୋର୍ଟ

ନୂଆଦିଲ୍ଲୀ: ଆଜିକାଲି ଲିଭ-ଇନ ରିଲେସନସିପ ଏକ ସାଧାରଣ କଥା ପାଲଟି ଯାଇଛି । ବିବାହ ପୂର୍ବରୁ ବା ପ୍ରେମ ସମ୍ପର୍କରେ ଯୁବକ-ଯୁବତୀ ଲିଭ-ଇନରେ ରହିବା ପାଇଁ ପସନ୍ଦ କରୁଛନ୍ତି । କିନ୍ତୁ ଏହି ସମ୍ପର୍କକୁ ଏକ ବିାହର…

ଏବେଠୁ ଉତ୍ପାତ କଲାଣି ‘ବିପର୍ଯ୍ୟୟ’: ସମୁଦ୍ର କୂଳରେ ବୁଲିବା ବେଳେ ମାଡି ଆସିଲା ବିଶାଳ ଲହଡି, ଆଉ ତା’ପରେ…

ନୂଆଦିଲ୍ଲୀ: ସ୍ଥଳ ଭାଗ ଆଡକୁ ମାଡି ଆସୁଥିବା ବାତ୍ୟା ‘ବିପର୍ଯ୍ୟୟ’କୁ ନେଇ ବୃଦ୍ଧି ପାଉଛି ଭୟ । ଗୁଜୁରାଟର କଚ୍ଛ ଅଞ୍ଚଳରେ ଏହା ଲାଣ୍ଡଫଲ କରିବାକୁ ଯାଉଥିବା ବେଳେ ଉପକୂଳ ଅଞ୍ଚଳକୁ ନେଇ ଅରେଞ୍ଜ ଆଲର୍ଟ ଜାରି କରିଛି…

ମଥୁରା ବୃନ୍ଦାବନରେ ଭୀଷଣ ଅଗ୍ନିକାଣ୍ଡ: ନିଆଁ ଲିଭାଉଛି ଅଗ୍ନିଶମ ବାହିନୀ

ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶର ପ୍ରସିଦ୍ଧ ମନ୍ଦିର ବୃନ୍ଦାବନରେ ଅଗ୍ନିକାଣ୍ଡ ଘଟିଯାଇଛି । ଲୋକପ୍ରିୟ ପ୍ରେମ ମନ୍ଦିରରେ ଅଚାନ୍ ଭୀଷଣ ନିଆଁ ଲାଗି ଯାଇଥିବା ଦେକିବାକୁ ମିଳିଛି । ତେବେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ…