Browsing Category
ଖବର
ଟ୍ରେନ ଟ୍ରାଜେଡିରେ ନୂଆ ଟ୍ୱିଷ୍ଟ: ସିଗନାଲ ଫେଲ ହେବାରୁ ଦୁର୍ଘଟଣା ଘଟିନି, ରହିଛି ଅଲଗା କାରଣ!
ବାଲେଶ୍ୱର: ବାହାନଗା କରମଣ୍ଡଳ ଦୁର୍ଘଟଣାକୁ ନେଇ ପୁଣି ଏକ ବଡ ବୟାନ ସାମନାକୁ ଆସିଛି । ଆଜି ପର୍ଯ୍ୟନ୍ତ ସିଗନାଲ ଫେଲ ଯୋଗୁଁ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଛି ବୋଲି କୁହାଯାଉଥିବା ବେଳେ ଏବେ ଏହାକୁ ନେଇ ଆଉ ଏକ…
ମୃତାହତଙ୍କ ପରିବାରକୁ ୨୦୦୦ ଟଙ୍କିଆ ନୋଟ୍ ବାଣ୍ଟୁଛନ୍ତି ମମତା ବାନାର୍ଜୀ
ବାଲେଶ୍ୱର: ବାହାନଗା ଦୁର୍ଘଟଣାରେ ପୀଡିତଙ୍କୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦୁର୍ଘଟଣା ଘଟିବା ଦିନରୁ ଆଜି ମଧ୍ୟରେ ଦୁଇ ଥର ଓଡିଶା ଆସି ଦୁର୍ଘଟଣାସ୍ଥଳ ମଧ୍ୟ ପରିଦର୍ଶନ…
ସୋସିଆଲ ମିଡିଆରୁ ହଟିବ ‘Like’ ବଟନ୍! ଆସିବ ନୂଆ ବିକଳ୍ପ, ଦର୍ଶାଇବ ପୋଷ୍ଟର ସତ୍ୟତା
ନୂଆଦିଲ୍ଲୀ: ସୋସିଆଲ ମିଡିଆର ପ୍ରତିଟି ପ୍ଲାଟଫର୍ମରେ ‘ଲାଇକ’ ବଟନ୍ ବ୍ୟବହାର ତ ଆପଣମାନେ ଜାଣିଥିବେ । କୌଣସି ପୋଷ୍ଟ ପସନ୍ଦ ଆସିଲେ ପୋଷ୍ଟଟିକୁ ପ୍ରଶଂସା ରୂପକ ଏହାକୁ ଲାଇକ୍ କରାଯାଏ । କିନ୍ତୁ ଏବେ ଜାଣିବାକୁ ମିଳିଛି…
ହାଇକୋର୍ଟରେ ACF ସୌମ୍ୟ ମୃତ୍ୟୁ ମାମଲା: ଦ୍ୱାରସ୍ଥ ହେଲେ ପତ୍ନୀ ବିଦ୍ୟା, DFO ସଂଗ୍ରାମ
କଟକ: ପୁଣି ହାଇକୋର୍ଟରେ ପହଞ୍ଚିଛି ଏସିଏଫ ସୌମ୍ୟ ମର୍ଡର କେସ୍ । ନିମ୍ନ ଅଦାଲତଙ୍କ ଶୁଣାଣିକୁ ଚାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ପତ୍ନୀ ବିଦ୍ୟା ଭାରତୀ ଏବଂ ପାରଳାଖେମୁଣ୍ଡିର ତତ୍କାଳୀନ ଡିଏଫଓ…
କରମଣ୍ଡଳ ଦୁର୍ଘଟଣା: ଆଖିରେ ଲୁହ, ହାତରେ ଫଟୋ… କାନ୍ଦି କାନ୍ଦି ବାପାଙ୍କୁ ଖୋଜୁଛି ୪ ବର୍ଷର ଝିଅ
ବାଲେଶ୍ୱର: ବାଲେଶ୍ୱର ବାହାନଗା ଷ୍ଟେସନରେ ଶହ ଶହ ଜୀବନ ନେଇଛି କରମଣ୍ଡଳ ଦୁର୍ଘଟଣା । ଦୁର୍ଘଟଣାରେ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଅନେକ ଲୋକଙ୍କ ପରିବାର ଉଜାଡି ଦେଇଛି ଏହି…
(Video) ଚଳନ୍ତା ଟ୍ରେନ ଆଗକୁ ଫିଙ୍ଗିଦେଲେ LPG ଗ୍ୟାସ ସିଲିଣ୍ଡର, ଆଉ ତା’ ପରେ…
ନୂଆଦିଲ୍ଲୀ: ବାଲେଶ୍ୱର ଟ୍ରେନ ଦୁର୍ଘଟଣା ପରେ ବିଭିନ୍ନ ସ୍ଥାନରୁ ଟ୍ରେନ ଦୁର୍ଘଟଣା ଏବଂ ଟ୍ରେନ ସହ ଜଡିତ ବିଭିନ୍ନ ଘଟଣା ସାମନାକୁ ଆସୁଛି । ଏବେ ଉତ୍ତରାଖଣ୍ଡର ହଲ୍ଦୱାନୀ ସହରରୁ ମଧ୍ୟ ସେହିଭଳି ଏକ ଘଟଣା ସାମନାକୁ…
ଶବ ପିଇଯାଉଛି ମଦ! କବର ଭିତରୁ ବାହାରିଲା ଖାଲି ବୋତଲ-ପାଉଚ୍
ନୂଆଦିଲ୍ଲୀ: କବରସ୍ତାନ ବି ଏବେ ସୁରକ୍ଷିତ ନାହିଁ । ଭଙ୍ଗା କବର ଭିତରୁ ବାହାରୁଛି ମଦ ବୋତଲ ଆଉ ପାଉଚ୍ । ଏହି ଘଟଣା ଏବେ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଦେଇଛି । ବନ୍ଦ କବର ଭିତରେ କିଏ ପିଉଛି ମଦ? ଏହି ପ୍ରଶ୍ନକୁ ନେଇ…
ବଡ ଖବର… ଏକ୍ସପ୍ରେସ ଟ୍ରେନରୁ ବାହାରୁଛି ଧୂଆଁ: ଭୟରେ ଗାଡିରୁ ଡେଇଁପଡିଲେ ଯାତ୍ରୀ
ବ୍ରହ୍ମପୁର: କରମଣ୍ଡଳ ଦୁର୍ଘଟଣା ପରେ ବିଭିନ୍ନ ଜାଗାରୁ ଟ୍ରେନ ଦୁର୍ଘଟଣା ସାମନାକୁ ଆସୁଛି । ବର୍ତ୍ତମାନ ବ୍ରହ୍ମପୁରରୁ ଏକ ଏକ୍ସପ୍ରେସ ଟ୍ରେନରୁ ମଧ୍ୟ ଏକ ଅଘଟଣ ଘଟିଯାଇଛି । ଯାହାକୁ ନେଇ ସମସ୍ତ ଯାତ୍ରୀ ଭୟରେ…
ଏ କି ଆଶ୍ଚର୍ଯ୍ୟ! ଦୁର୍ଘଟଣାରେ ୨୭୫ ମୃତ୍ୟୁ, କିନ୍ତୁ ଉଭୟ ଟ୍ରେନର ୨ ଲୋକୋ ପାଇଲଟ ନିର୍ଦ୍ଦୋଷ
ଭୁବନେଶ୍ୱର: କରମଣ୍ଡଳ ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍ । ଭୟଙ୍କର ଦୁର୍ଘଟଣାର ପରିଣାମକୁ ନେଇ ଭାରତ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ତେବେ ଦୁର୍ଘଟଣାସ୍ଥଳରେ ଗତକାଲିଠୁ ପୁଣିଥରେ…
ମାସକୁ ୫୧୦୦ ଟଙ୍କା କ୍ୟାସ୍ ଦେଉଛନ୍ତି ମୋଦୀ ସରକାର: କେଉଁମାନେ ପାଇବେ ଫାଇଦା?
ନୂଆଦିଲ୍ଲୀ: ସାଧାରଣ ଜନତାଙ୍କ ବିଭିନ୍ନ ସୁବିଧା ସୁଯୋଗ ପାଇଁ ଅନେକ ଯୋଜନା ଚଳାଉଛନ୍ତି କେନ୍ଦ୍ର ସରକାର । ଏହାଦ୍ୱାରା ଅନେକ ଲୋକ ଆର୍ଥିକ ସହାୟତା ମଧ୍ୟ ପାଇଥାନ୍ତି । କିନ୍ତୁ ବର୍ତ୍ତମାନ ମହିଳାମାନଙ୍କୁ ପ୍ରତି ମାସ…