Browsing Category
ଖବର
Mitchell Johnsonଙ୍କ ରୁମରୁ ବାହାରିଲା ବିଷଧର ସାପ: ଫଟୋ ସେୟାର କରି ଏମିତି ଲେଖିଲେ କ୍ରିକେଟର
ନୂଆଦିଲ୍ଲୀ: ଆସନ୍ତାକାଲିଠୁ ଭାରତ ଗସ୍ତରେ ଆସୁଛି ଅଷ୍ଟ୍ରେଲିଆ କ୍ରିକେଟ ଟିମ । ସେପଟେ ଲିଜେଣ୍ଡ ଲିଗ କ୍ରିକେଟ ଏବଂ ରୋଡ ସେଫ୍ଟି ୱାର୍ଲ୍ଡ ସିରିଜ ଭଳି ଟୁର୍ଣ୍ଣାମେଣ୍ଟ ଖେଳାଯାଉଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାଗ…
ଅଟୋ ଡ୍ରାଇଭରଙ୍କ ଖୋଲିଲା ଭାଗ୍ୟ: ରାତାରାତି ପାଲଟିଗଲେ କୋଟିପତି
ହିନ୍ଦୀରେ ଏକ ଲୋକକଥା ଅଛି, ‘ଉପରବାଲା ଜଭ ଭି ଦେତାହେ ଛପ୍ପର ଫାଡ୍ କେ ଦେତା ହେ’ । ଆଉ ପ୍ରକୃତରେ ଏହି ଲୋକକଥାଟି ସତ ହୋଇଛି କେରଳର ଜଣେ ଅଟୋ ଡ୍ରାଇଭରଙ୍କ ପାଖରେ । କାରଣ ଏହି ଅଟୋ ଡ୍ରାଇଭର ଜଣଙ୍କ ରାତାରାତି…
ବିଧାନସଭାକୁ ଗାଈ ଧରି ପହଞ୍ଚିଲେ ବିଜେପି ବିଧାୟକ: ସରକାରଙ୍କୁ କଲେ ଟାର୍ଗେଟ…
ନୂଆଦିଲ୍ଲୀ: ଗୋରୁଙ୍କଠାରେ ହେଉଥିବା ଲମ୍ପି ଭାଇରସକୁ ନେଇ ଏବେ ଚିନ୍ତା ବଢ଼ିଛି । ଆଉ ଗୋରୁଙ୍କ ଠାରେ ବ୍ୟାପୁଥିବା ଲମ୍ପି ଭାଇରସ ପ୍ରତି ରାଜ୍ୟ ସରକାରଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀର ଜଣେ…
୨୫ ବର୍ଷ ପରେ ଚୀନରେ ସେମିକଣ୍ଡକ୍ଟର ଚିପ୍ ଉତ୍ପାଦନରେ ବଡ଼ ହ୍ରାସ: ଭାରତରେ ବଢ଼ିଲା ଦୁଇଗୁଣା ଉତ୍ପାଦନ
ନୂଆଦିଲ୍ଲୀ: ସେମୀକଣ୍ଡକ୍ଟର ଚିପ୍ ର ବ୍ୟବସାୟରେ ଏବେ ଚୀନ୍ ର ଆଧିପତ୍ୟ ହ୍ରାସ ପାଉଥିବାର ପରିଲକ୍ଷିତ ହେଉଛି । ଗୋଟିଏ ପଟେ ଯେତେବେଳେ ଚୀନରେ ଚିପ୍ ନିର୍ମାଣ ଦ୍ରୃତ ଭାବରେ ହ୍ରାସ ପାଉଛି ଅନ୍ୟ ପଟେ ଭାରତ ଏବଂ ଆମେରିକା…
ଗୌରହରି ଦାସ ପାଇବେ ଶାରଳା ପୁରସ୍କାର: ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ହେବେ ପୁରସ୍କୃତ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁଖ୍ୟାତ କଥାକାର ତଥା ଗାଳ୍ପିକ ଗୌରହରି ଦାସ ପାଇବେ ଶାରଳା ପୁରସ୍କାର । ୪୩ ତମ ଶାରଳା ପୁରସ୍କାର ପାଇବେ ଡ. ଗୌରହରି ଦାସ । ‘ବାଘ ଓ ଅନ୍ୟାନ୍ୟ ଗଳ୍ପ’ ପାଇଁ ସେ ଏହି ସମ୍ମାନ ପାଇବେ ।…
Instagram ରେ ବଗ୍ ଖୋଜି ପାଇଲେ ପୁରସ୍କାର: ହ୍ୟାକ୍ ହେବାରୁ ରକ୍ଷା ପାଇଲା କୋଟି କୋଟି ଆକାଉଣ୍ଟ
ନୂଆଦିଲ୍ଲୀ: ଆଜିକାଲି ସୋସିଆଲ ମିଡିଆ ସମସ୍ତଙ୍କର ଅତି ଜରୁରୀ ହୋଇପଡ଼ିଛି । ଲୋକମାନେ ଅନେକ ତଥ୍ୟ ମଧ୍ୟ ଏଥିରେ ସେୟାର କରୁଛନ୍ତି । ଆଉ ଏମିତିରେ ଏହାର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ତେବେ ଏହାରି ମଧ୍ୟରେ ଜଣେ…
କୋଟି କୋଟି ଚାଷୀଙ୍କ ପାଇଁ ଖୁସିଖବର! PNB ଦେଉଛି ୫୦ ହଜାର ଟଙ୍କା, ସିଧା ଆସିବ ଖାତାକୁ
ପଞ୍ଜାବ ନାସନାଲ ବ୍ୟାଙ୍କ୍ ଚାଷୀଙ୍କ ପାଇଁ ଖାସ୍ ସ୍କିମ ଆଣିଛି, ଯେଉଁଥରେ ବ୍ୟାଙ୍କ୍ ତରଫରୁ କୃଷକଙ୍କୁ ୫୦ ହଜାର ଟଙ୍କା ଦିଆଯାଉଛି । ଏହି ଟଙ୍କାକୁ ଚାଷ କାମ ବ୍ୟତୀତ ବ୍ୟକ୍ତିଗତ କାମକୁ ପୂରା କରିବା ପାଇଁ ମଧ୍ୟ…
Railway Recruitment 2022 : ରେଲୱେରେ ଏହି ପଦରେ ବିନା ପରୀକ୍ଷାରେ ନିଯୁକ୍ତି, ଏମିତି କରନ୍ତୁ ଆବେଦନ
ନୂଆଦିଲ୍ଲୀ: ରେଲୱେରେ ଖେଳ କୋଟା ମାଧ୍ୟମରେ ୨୧ ଖାଲି ପଦ ପାଇଁ ବିଜ୍ଞପ୍ତି ଜାରି ହୋଇଛି । ରେଲୱେ ଡାଇରେକ୍ଟ ଭର୍ତ୍ତି ନୋଟିଫିକେଶନ ୨୦୨୨ର ଅଫିସିଆଲ ନୋଟିଫିକେସନ rrc-wr.com ଜାରି କରାଯାଇଥିଲା । ଏହି ଭର୍ତ୍ତି ଖେଳ…
Video: ବିମାନବନ୍ଦରରେ ଯୁବକଙ୍କୁ ନିର୍ଦ୍ଦୟ ଭାବରେ ମାଡ ମାରିଲେ ମହିଳା, ସାର୍ଟ ବି ଚିରି ଦେଲେ
ରାୟପୁର: ଜଣେ ଯୁବକଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛନ୍ତି ଦଳେ ମହିଳା। ଏହି ଘଟଣା ରାୟପୁରର ସ୍ୱାମୀ ବିବେକାନନ୍ଦ ଆନ୍ତର୍ଜାତୀୟ ଏୟାରପୋର୍ଟ ବାହାରେ ଘଟିଥିବା ବେଳେ ଏହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ…
ଭାଷାକୁ ନେଇ ବିମାନରେ ବିବାଦ: ଏହି ଭାଷା ଜାଣି ନଥିବାରୁ ମହିଳା ଯାତ୍ରୀଙ୍କ ବଦଳିଲା ସିଟ୍
ନୂଆଦିଲ୍ଲୀ: ଇଣ୍ଡିଗୋ ଏୟାରଲାଇନ୍ସରେ ପୁଣି ଥରେ ବିବାଦ ଦେଖିବାକୁ ମିଳିଛି । ଏଥର କିନ୍ତୁ ଭାଷାକୁ ନେଇ ଏହି ବିବାଦ ହୋଇଥିବା ଜଣା ପଡିଛି । ପ୍ରକୃତରେ ସେପ୍ଟେମ୍ବର ୧୬ ରେ, ଆଇଆଇଏମ୍ ଅହମ୍ମଦାବାଦର ସହକାରୀ ପ୍ରଫେସର…