Browsing Category
ଖବର
ଆଜି ବି ସାରା ରାଜ୍ୟରେ ହେବ ବାଦଲଫଟା ବର୍ଷା: ଏକାଧିକ ସ୍ଥାନରେ ଅତି ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଗତକାଲିର ବର୍ଷା ସବୁ ଜିଲ୍ଲାକୁ ବେହାଲ କରିଛି । ତେବେ ଆଜି ମଧ୍ୟ ରାଜ୍ୟର ଏକାଧିକ ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…
କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଅସୁସ୍ଥ: ଘରୋଇ ହସ୍ପିଟାଲରେ ଭର୍ତ୍ତି
ଭୁବନେଶ୍ୱର: ଓଡ଼ିଶାର ଘରେ ଘରେ ପରିଚିତ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକ ଏବେ ଅସୁସ୍ଥ ହୋଇ ପଡ଼ିଛନ୍ତି । ସ୍ୱାସ୍ଥ୍ୟାବସ୍ଥା ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…
Chandrayaan-3: ବିକ୍ରମ ଲାଣ୍ଡର ପଠାଇଲା ଚନ୍ଦ୍ରପୃଷ୍ଠର ପ୍ରଥମ ଫଟୋ, ଦେଖନ୍ତୁ Exclusive
ନୂଆଦିଲ୍ଲୀ: ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ଭାରତ ପାଇଁ ଥିଲା ଏକ ଐତିହାସିକ ମୁହୂର୍ତ୍ତ । ଆମେରିକା, ଚୀନ, ଜାପାନ ପରି ବିଶ୍ୱର ମହାଶକ୍ତିମାନେ ଯାହା କରିପାରିନଥିଲେ ତାହା ଆଜି ଭାରତ କରି ଦେଖାଇଛି । ସନ୍ଧ୍ୟା ୬ଟା ୪…
ରାଗରେ କେବେ ବି ପିଲାଙ୍କୁ କୁହନ୍ତୁନି ଏପରି କଥା, ମାନସିକ ସ୍ୱାସ୍ଥ୍ୟ ଉପରେ ପଡିପାରେ ଖରାପ ପ୍ରଭାବ
ନୂଆଦିଲ୍ଲୀ: ପିଲା ଯଦି ପରୀକ୍ଷାରେ କମ୍ ମାର୍କ ରଖେ କିମ୍ବା କିଛି ଦୁଷ୍ଟାମୀ କରେ ପିତାମାତା ତାକୁ ଏପରି କିଛି କଥା କହି ଗାଳି ଦେଇଥାନ୍ତି ଯାହା ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ ।…
(Video) BRICS ସମ୍ମିଳନୀରେ ତ୍ରିରଙ୍ଗାକୁ ମୋଦୀଙ୍କର ନିଆରା ସମ୍ମାନ: ପୁଣି ଥରେ ବିଶ୍ୱରେ ପ୍ରଶଂସିତ ହେଲେ ଭାରତର ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ: ୧୫ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରେ ପହଞ୍ଚିଛନ୍ତି । ଜୋହାନ୍ସବର୍ଗଠାରେ ଅଗଷ୍ଟ ୨୨ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଏହି…
ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଥ୍ୟା: ସୋସିଆଲ ମିଡିଆରୁ ପୋଷ୍ଟ ଡିଲିଟ କଲେ ସାଥୀ ଖେଳାଳି ଓଲାଙ୍ଗା
ନୂଆଦିଲ୍ଲୀ: ଜିମ୍ବାୱେ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର ଅଲରାଉଣ୍ଡର ହୀଥ ଷ୍ଟ୍ରିକଙ୍କ ମୃତ୍ୟୁ ଖବର ମିଛ ବୋଲି ଜାଣିବାକୁ ମିଳିଛି । କର୍କଟ ରୋଗରେ ପୀଡିତ ହୋଇ ୪୯ ବର୍ଷ ବୟସରେ ଷ୍ଟ୍ରିକ ପ୍ରାଣ ହରାଇଥିବା ନେଇ…
(Video) ଚନ୍ଦ୍ରପୃଷ୍ଠରେ ପାଦ ଥାପିବ ଭାରତର ‘Moon Mission’: କିପରି ରହିବ ଚନ୍ଦ୍ରଯାନ-୩ ଯାତ୍ରାର ଶେଷ ୧୫ ମିନିଟ୍?
ନୂଆଦିଲ୍ଲୀ: ଆଉ କେଇଟା ଘଣ୍ଟା ଭିତରେ ଚନ୍ଦ୍ରପୃଷ୍ଠରେ ଇତିହାସ ଲେଖିବାକୁ ପ୍ରସ୍ତୁତ ଭାରତର ସ୍ପେସ ଏଜେନ୍ସି । ଚନ୍ଦ୍ର ରାଇଜରେ ପାଦ ଥାପିବା ମାତ୍ରେ କେବକଳ ଭାରତ ନୁହେଁ ସାରା ବିଶ୍ୱକୁ ମିଳିବ ନୂଆ ସଫଳତା । ଆଉ…
ଭୟଙ୍କର ନିଆଁରେ ଜଳୁଛି ‘ଗ୍ରୀସ’ ଜଙ୍ଗଲ: ୨୦ ପ୍ରବାସୀଙ୍କ ମୃତ୍ୟୁ ନେଇ ସୂଚନା
ନୂଆଦିଲ୍ଲୀ: ଗ୍ରୀସକୁ ଘାରିଛି ଅଗ୍ନିକାଣ୍ଡର ଚିନ୍ତା । ସାରା ଜଙ୍ଗଲ ଏବେ ଭୟଙ୍କର ନିଆଁ ଭିତରେ ଝଲସିବାରେ ଲାଗିଛି । ଗୋଟିଏ ପରେ ଗୋଟିଏ ଜଙ୍ଗଲକୁ ବ୍ୟପିବାରେ ଲାଗିଛି ଏହି ଭୟଙ୍କର ନିଆଁ । ୪ ଦିନରୁ ଭୀଷଣ ନିଆଁରେ…
ଭାରତର ‘Moon Mission’ ଚନ୍ଦ୍ରଯାନ -୩ ର ଲ୍ୟାଣ୍ଡିଙ୍ଗ ଦେଖିବାକୁ ଚାହୁଁଛି ପାକିସ୍ତାନ: ଫାୱାଦ ଚୌଧୁରୀ
ନୂଆଦିଲ୍ଲୀ: ଭାରତ ବିଭିନ୍ନ କ୍ଷେତ୍ରରେ ବିକାଶ କରୁଥିବା ବେଳେ ପାକିସ୍ତାନ ଖୁବ ପଛରେ ପଡ଼ି ଯାଇଛି । ଆଜି ମହାକାଶ କ୍ଷେତ୍ରରେ ମଧ୍ୟ ପାକିସ୍ତାନଠାରୁ ଆଉ ପାଦେ ଆଗକୁ ଯିବାକୁ ବାହାରିଛି ଭାରତ । ଆଜି ଭାରତ…
Big Breaking ନିର୍ମାଣ ସମୟରେ ଭୁଷୁଡ଼ିଗଲା ରେଳ ଓଭରବ୍ରିଜ: ଚାପି ହୋଇ ୧୭ ଶ୍ରମିକଙ୍କ ମୃତ୍ୟୁ, ଚାଲିଛି ଉଦ୍ଧାର କାର୍ଯ୍ୟ
ମିଜୋରାମ: ସାରା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଦୁର୍ଘଟଣା ସଂଖ୍ୟା । ପ୍ରତିଦିନ କେଉଁଠି ନା କେଉଁଠି କିଛି ଅଘଟଣ ଘଟିବାରେ ଲାଗିଛି । ଏବେ ମିଳିଥିବା ଖବର ଅନୁସାରେ, ମିଜୋରାମରେ ଏକ ନିର୍ମାଣାଧୀନ ପୋଲ…