Browsing Category
ଖବର
Video: ଉତ୍ତରପ୍ରଦେଶରେ ଜାତୀୟ ପତାକାକୁ ଅପମାନ: ତ୍ରିରଙ୍ଗାରେ ଯୁବକ ତରଭୁଜ ସଫା କରୁଥିବା ଭାଇରାଲ୍ ଭିଡିଓ
ନୂଆଦିଲ୍ଲୀ: ଅନେକ ସଚେତନ କଲା ପରେ ମଧ୍ୟ ଦେଶର ବିଭିନ୍ନ ସ୍ଥାନରେ ଜାତୀୟ ପତାକାର ଅପମାନ କରାଯାଉଥିବା ଦେଖିବାକୁ ମିଳୁଛି । ଏପରି ଏକ ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି । ଏହି ଘଟଣା ଉତ୍ତରପ୍ରଦେଶ…
Video: ସୁଖୋଇ -୩୦ରେ ଉଡ଼ିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଶ୍ୱ ଦେଖିଲା ଭାରତର ନାରୀ ଶକ୍ତି
ଆସାମ: ବାୟୁସେନାର ଲଢୁଆ ଯୁଦ୍ଧ ବିମାନ ସୁଖୋଇ 30 MKI ରେ ଉଡ଼ିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ଆସାମର ତେଜପୁର ଏୟାରଫୋର୍ସ ଷ୍ଟେସନରୁ ଏହି ଉଡାଣ କରିଥିଲେ। ଖୁବ ସ୍ୱଳ୍ପ ସମୟ ପାଇଁ ଏହି ଯାତ୍ରା…
ଏ କେମିତି କଥା? ଅପରେସନ ବେଳେ ଅଧାରୁ ହାତ ଟେକିଦେଲେ ଡାକ୍ତରବାବୁ: ରୋଗୀ ଗୁରୁତର
ନୂଆଦିଲ୍ଲୀ: ଡାକ୍ତରଙ୍କୁ ଭଗବାନଙ୍କର ଦ୍ୱିତୀୟ ଅବତାର ବୋଲି କୁହାଯାଏ । ରୋଗୀକୁ ଜଣେ ଡାକ୍ତର ନିଜର ଜ୍ଞାନ କୌଶଳ ଏବଂ ଟେକ୍ନିକ ଦ୍ୱାରା ନୂଆ ଜୀବନ ଦେଇଥାନ୍ତି । ଶେଷ ପର୍ଯ୍ୟନ୍ତ ଜଣେ ରୋଗୀକୁ ବଞ୍ଚାଇବା ପାଇଁ ଉଦ୍ୟମ…
ପୂଜାରା ପାୱାର! IPLରେ ବ୍ୟସ୍ତ ସାରା ଦୁନିଆ: ସେପଟେ ବିସ୍ଫୋରକ ଶତକ ଲଗାଇଲେ ଚେତେଶ୍ୱର ପୂଜାରା
ନୂଆଦିଲ୍ଲୀ: ବର୍ତ୍ତମାନ ସାରା ଭାରତରେ ଆଇପିଏଲର କ୍ରେଜ ଦେଖିବାକୁ ମିଳିଛି । କିନ୍ତୁ ସେପଟେ ନିଜ ବ୍ୟାଟିଂର ଜଲୱା ଦେଖାଉଛନ୍ତି ଟିମ ଇଣ୍ଡିଆର ଟେଷ୍ଟ ସୁପରଷ୍ଟାର ଚେତେଶ୍ୱର ପୂଜାରା । ସାତ ସିନ୍ଧୁ ପାର କରି ଇଂଲଣ୍ଡ…
ଝିଅମାନେ ଏପରି ଖରାପ ପୋଷାକ ପିନ୍ଧୁଛନ୍ତି, ପୁରା ‘ଶୁର୍ପଣେଖା’ ପରି ଦେଖାଯାଉଛନ୍ତି’, ପୁଣି ବିବାଦୀୟ ବୟାନ ଦେଲେ ବିଜେପି…
ନୂଆଦିଲ୍ଲୀ: ବିଜେପିର ଜାତୀୟ ସାଧାରଣ ସମ୍ପାଦକ କୈଳାଶ ବିଜୟଭର୍ଗିୟ ପୁଣିଥରେ ତାଙ୍କ ବିବାଦିୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ବିଜୟଭର୍ଗିୟ ଏଥର ଝିଅ ମାନଙ୍କର କପଡ଼ା ଉପରେ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ,…
ବଡ ଦୁର୍ଘଟଣା! ଟ୍ରକ ପିକ୍-ଅପ୍ ଭ୍ୟାନ ଧକ୍କାରେ ୩ ମୃତ: ୮ ଜଣ ଗୁରୁତର ଆହତ
ଯାଜପୁର: ସକାଳୁ ସକାଳୁ ଯାଜପୁର ଚଣ୍ଡିଖୋଲ ନିକଟରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଚଣ୍ଡିଖୋଲ-ପାରାଦୀପ ୫୩ ନଂ ଜାତୀୟ ରାଜପଥରେ ଏକ ଟ୍ରକକୁ ଧକ୍କା ଦେଇଛି ପିକ୍ଅପ ଭ୍ୟାନ । ଏହି ଦୁର୍ଘଟଣାରେ ୩ ଜଣଙ୍କର…
ବଦଳୁଛି ପାଣିପାଗ: ଆଜି ଏହିସବୁ ସ୍ଥାନରେ ପ୍ରବଳ ବର୍ଷା ସହ ଝଡ ତୋଫାନ: ଆଲର୍ଟ ଜାରି
ନୂଆଦିଲ୍ଲୀ: ଦେଶର ପାଣିପାଗ ଲଗାତାର ପରିବର୍ତ୍ତନ ହେଉଥିବା ଦେଖିବାକୁ ମିଳୁଛି । କିଛି ସ୍ଥାନରେ ପ୍ରବଳ ବର୍ଷା ତ ଆଉ କିଛି ସ୍ଥାନରେ ତାତି ହନ୍ତସନ୍ତ କରୁଥିବା ବେଳେ କିଛିଟା ଅଞ୍ଚଳରେ ବରଫପାତ ହେଉଛି । ଏଥିମଧ୍ୟରେ…
ବଡ ଖବର! ପ୍ରଥମ ଶ୍ରେଣୀ ନାମଲେଖାକୁ ନେଇ ସ୍ୱଷ୍ଟୀକରଣ: ମାର୍ଚ୍ଚ ୩୧ ସୁଦ୍ଧା ୫-୭ ବର୍ଷ ବୟସ ସୀମା ଧାର୍ଯ୍ୟ
ଭୁବନେଶ୍ୱର: ପ୍ରଥମ ଶ୍ରେଣୀ ପିଲାଙ୍କ ନାମଲେଖା ବୟସକୁ ନେଇ ଚାଲିତିବା ଚର୍ଚ୍ଚାରେ ପଡିଛି ପୂର୍ଣ୍ଣଚ୍ଛେଦ । ଏଥିପାଇଁ ପିଲାମାନଙ୍କ ବୟସସୀମା ଧାର୍ଯ୍ୟ କରାଯାଇଛି । ପ୍ରଥମ ଶ୍ରେଣୀରେ ନାମ ଲେଖାଇବା ପାଇଁ କୌଣସି ପିଲାର…
ବଡ ଅପଡେଟ! କମ୍ ହେଲା ଗ୍ୟାସ ଦର: କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତିରୁ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଗ୍ୟାସ ଦରକୁ ନେଇ କେନ୍ଦ୍ର ସରକାର ନେଇଛନ୍ତି ଏକ ବଡ ପଦକ୍ଷେପ । ତେବେ ସରକାରଙ୍କର ଏହି ନିଷ୍ପତ୍ତି ସିଧାସଳଖ ସାଧାରଣ ଜନତାଙ୍କ ପକେଟ ଉପରେ ଦେଖିବାକୁ ମିଳିବ । ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ଗ୍ୟାସ…
୩ ଦିନ ବର୍ଷାରେ ଭିଜିବ ଓଡିଶା: ଖୁବଶୀଘ୍ର ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରାରେ ହୋଇପାରେ ବୃଦ୍ଧି
ନୂଆଦିଲ୍ଲୀ: ତାପମାତ୍ରା ବଦଳିବା ସହ ଦେଶର ବିଭିନ୍ନ ରାଜ୍ୟରେ ଗରମର ପ୍ରଭାବ ଅନୁଭୂତ ହେଉଛି । ରାଜଧାନୀ ଦିଲ୍ଲୀ ସମେତ ଅନ୍ୟ ରାଜ୍ୟଗୁଡିକରେ ମଧ୍ୟ ହିଟୱେଭ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଲୋକେ । ତେବେ ବର୍ଷା କମିବା ପରେ…