CHARIDHAM
Browsing Category

ଖବର

Video: ଆଇପିଏଲ୍ ୨୦୨୩ ପ୍ରସ୍ତୁତି ପାଇଁ ଚେନ୍ନାଇରେ ପହଞ୍ଚିଲେ ଏମଏସ ଧୋନି, ବିମାନବନ୍ଦରରେ ହିରୋ ପରି ହେଲା ସ୍ୱାଗତ

ଚେନ୍ନାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଆଗାମୀ ସଂସ୍କରଣ ପାଇଁ ସମସ୍ତ ଦଳ ପ୍ରସ୍ତୁତି ଆରମ୍ଭ କରିଲେଣି। ଚାରିଥର ଚାମ୍ପିଅନ୍ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ଟୁର୍ଣ୍ଣାମେଣ୍ଟର ଆଗାମୀ ସଂସ୍କରଣ ପାଇଁ…

ଦେଶୀ ବୋମା ଖାଇ ଗର୍ଭବତୀ ଗାଈର ମୃତ୍ୟୁ: ବାରହା ଶିକାର ପାଇଁ ବିଛାଯାଇଥିଲା ଜାଲ

ଗଞ୍ଜାମ: ସାମନ୍ତିଆପଲ୍ଲୀ ଚୁଡିଆଲାଞ୍ଜି ନୃସିଂହନାଥ ମନ୍ଦିର ନିକଟରେ ଏକ ଅଘଟଣ ଘଟିଯାଇଛି । ବାରହା ଶିକାର କରିବା ପାଇଁ ରଖାଯାଇଥିବା ଏକ ଦେଶୀ ବୋମାକୁ ଚୋବାଇ ଖାଇ ଦେଇଥିଲା ଚରୁଥିବା ଗାଈ । ଏହାପରେ ଚିକିତ୍ସା ସମୟରେ…

ବିଧାନସଭା ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଶେଷ; ୧୦ ତାରିଖ ପର୍ଯ୍ୟନ୍ତ ଗୃହ ମୁଲତବୀ

ଭୁବନେଶ୍ୱର : ବିଧାନସଭା ବଜେଟ୍‍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆଜି ଶେଷ ହୋଇଛି । ଅପରାହ୍ଣ ୪ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉତ୍ତର ରଖିଥିଲେ । ପରେ ବଚସ୍ପତି ବିକ୍ରମ କେଶରୀ ଆରୁଖ…

ଫେବୃଆରୀରେ ୧୨% ବୃଦ୍ଧି ସହ ୧. ୪୯ ଲକ୍ଷ କୋଟି ଜିଏସଟି ସଂଗ୍ରହ

ନୂଆଦିଲ୍ଲୀ: ଫେବୃଆରୀ ୨୦୨୩ ରେ, ଦ୍ରବ୍ୟ ଏବଂ ସେବା କର (ଜିଏସଟି) ରେ ବଡ଼ ବୃଦ୍ଧି ହୋଇଛି। ଫେବୃଆରୀରେ ଜିଏସଟି ରାଜସ୍ୱ ସଂଗ୍ରହ ବାର୍ଷିକ ପ୍ରାୟ ୧୨ ପ୍ରତିଶତ ବୃଦ୍ଧି ହୋଇ ୧,୪୯,୫୭୭ କୋଟିରେ ପହଞ୍ଚିଛି। ଏହା ସହିତ…

ଭୟଙ୍କର ଅଗ୍ନିକାଣ୍ଡ ପରେ ତିନି ମହଲା କୋଠା ଭୁଶୁଡି ପଡ଼ିଲା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ଉତ୍ତର ଦିଲ୍ଲୀରେ ବୁଧବାର ଏକ ଘରେ ନିଆଁ ଲାଗିବା ପରେ ଏକ ତିନି ମହଲା ଘର ଭୁଶୁଡ଼ି ପଡିଛି। ଘଟଣା ସମୟର ଭୟଙ୍କର ଭିଡିଓ ଏବେ ସାମ୍ନାକୁ ଆସିଛି । ଯେଉଁଥିରେ ଦେଖିବାକୁ ମିଳିଛି କି, କିଛି ଅଗ୍ନିଶମ ବିଭାଗର…

(Video)ଭିଡ଼ିଓ ଦେଖିବାକୁ ଅଛି ତ ସାହସ? ଥରେ ଦେଖିବା ପରେ ସାପକୁ ଦେଖିଲେ ଦୂରୁ କରିବେ ଜୁହାର

ନୂଆଦିଲ୍ଲୀ:ସାପ ପୃଥିବୀର ସବୁଠାରୁ ଘାତକ ଏବଂ ଭୟଙ୍କର ସରୀସୃପମାନଙ୍କ ମଧ୍ୟରୁ ଅନ୍ୟତମ। ସାପ କଥା କହିଲା ମାନେ ଲୋକ ଭୟରେ ଆତଙ୍କିତ ହେଇଯାଆନ୍ତି।ତଥାପି, ସେମାନଙ୍କର ଅନନ୍ୟ ଏବଂ ଚମତ୍କାର ଦକ୍ଷତା ସେମାନଙ୍କୁ ଅନେକ…

(Video)ବନ୍ଧୁତା ରୁ ଆରମ୍ଭ, ତାପରେ ପ୍ରେମ ଏବଂ ବିବାହ ପରେ ବର୍ତ୍ତମାନ ଦୁଇଟି ସନ୍ତାନର ପିତା ହେଲେ ସମଲିଙ୍ଗୀ ଦମ୍ପତି, ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ: ଯିଏ ବି ପ୍ରେମ କରନ୍ତି ସବୁବେଳେ ଚାହାନ୍ତି ସେ ଭଲ ହେଉ ଅବା ଖରାପ ସବୁବେଳେ ସେ ପରସ୍ପର ସହ ମିଶି ରହିବାକୁ। ଏହି କାରଣରୁ, ଦମ୍ପତିମାନେ ପରସ୍ପରକୁ ଭଲ ଲାଗିବାକୁ ଲାଗନ୍ତି। ତେବେ ସୌଗତ ଏବଂ ମୟଙ୍କ ଙ୍କ…

ଯୁକ୍ତ ଦୁଇ ଛାତ୍ରୀମାନଙ୍କୁ ମିଳିବ ସ୍କୁଟି! ଏକ ଲକ୍ଷ ଲୋକଙ୍କୁ ଚାକିରି ସୁଯୋଗ

ମଧ୍ୟପ୍ରଦେଶ: ମଧ୍ୟପ୍ରଦେଶ ବିଧାନସଭାରେ ଅର୍ଥମନ୍ତ୍ରୀ ଜଗଦୀଶ ଦେୱଡ଼ା ଅର୍ଥିକ ବର୍ଷ ୨୦୨୩-୨୪ରେ ତିନି ଲକ୍ଷ ୧୪ ହଜାର କୋଟିରୁ ଅଧିକ ବଜେଟ ଆଗତ କରିଛନ୍ତି । ଏହା ମଧ୍ୟରେ କଂଗ୍ରେସ ବିଧାୟକ ଏନେଇ ବିରୋଧ ଭାବ ପ୍ରକାଶ…

ଶ୍ରେଣୀଗୃହରେ ଆତ୍ମହତ୍ୟା, ୧୬ବର୍ଷୀୟ ବାଳକ ମୃତ

ହାଇଦ୍ରାବାଦ: ୧୬ ବର୍ଷୀୟ ଛାତ୍ର ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି । ଏହି ଛାତ୍ର ଆବାସିକ ବିଦ୍ୟାଳୟରେ ପାଠ ପଢୁଥିଲା । ସେ ବିଦ୍ୟାଳୟ ଶ୍ରେଣୀଗୃହରେ ଫାଶିଦେଇ ଅତ୍ମହତ୍ୟା କରିଛି । ଛାତ୍ରର ସହପାଠୀ ଯେତେବେଳେ…

ଶ୍ମଶାନ ଘାଟରେ ଘଟିଲା ଏପରି ଘଟଣା, ଯାହାପାଇଁ ପ୍ରଶାସନ ବାଧ୍ୟ ହୋଇ ଲେଖିଲେ ‘ଫାଲତୁରେ ବସିବା ମନା’

ମଧ୍ୟପ୍ରଦେଶ: ଶ୍ମଶାନଘାଟକୁ ଲୋକମାନେ ସେତେବେଳେ ଯାଆନ୍ତି ଯେତେବେଳେ ନିଜ ପରିବା ବା ସଂପର୍କୀୟଙ୍କ ଦେହାନ୍ତ ଘଟେ । ହେଲେ ମଧ୍ୟପ୍ରଦେଶର ଇଣ୍ଡୋର ଜିଲ୍ଲାରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଏଠାରେ ଶ୍ମଶାନ ଘାଟ…