Browsing Category
ଖବର
PM Kisan Yojana: ଚାଷୀଙ୍କ ପାଇଁ ଗୁଡନ୍ୟୁଜ୍, ଅଗଷ୍ଟ ୫ରେ ଆକାଉଣ୍ଟକୁ ଆସିବ ୨୦୦୦ ଟଙ୍କା !
ନୂଆଦିଲ୍ଲୀ: ପ୍ରତିକ୍ଷାର ହେଲା ଅନ୍ତ । ଫାଇଲାନ ହେଲା ତାରିଖ । ଅଗଷ୍ଟ 5ରେ ଚାଷୀଙ୍କ ଆକାଉଣ୍ଟକୁ ଆସିବ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର 20 ତମ କିସ୍ତି । PM Kisan Yojana ଯୋଜନା ସହିତ ଜଡ଼ିତ ସମସ୍ତ…
ସୁଭଦ୍ରା କିସ୍ତିକୁ ନେଇ ବଡ଼ ସୂଚନା, ଅଗଷ୍ଟ ୯ରେ ସବୁ ମହିଳାଙ୍କୁ ମିଳିବନି କିସ୍ତି ଟଙ୍କା
କୋଣାର୍କ: ସୁଭଦ୍ରା କିସ୍ତିକୁ ନେଇ ସରକାରଙ୍କ ବଡ଼ ଘୋଷଣା। ନିର୍ଦ୍ଧାରିତ ସମୟ ଅର୍ଥାତ୍ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ମହିଳାଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…
ବୋତଲ ଠିପି ଖୋଲିଦେଲା ବେବଫା ସ୍ତ୍ରୀର ରାଜ୍; ପ୍ରେମିକ ସହ ମିଶି କଲା ହତ୍ୟା, ଛାତି ଥରାଇ ଦେବ ଏ କାହାଣୀ
ବେଙ୍ଗାଲୁରୁ: ବୋତଲ ଠିପି, ଚପଲ ଖୋଲିଲା ହତ୍ୟାର ରହସ୍ୟ । ବ୍ୟକ୍ତିଙ୍କ ମୃତ୍ୟୁରେ ଯିଏ ବେଶି କାନ୍ଦୁଥିଲା, ସେ ହିଁ ବାହାରିଲା ହତ୍ୟାକାରୀ । ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ବେଙ୍ଗାଲୁରୁରୁ ।…
ଓବିସି ଲଢ଼େଇ, ଧର୍ମେନ୍ଦ୍ରଙ୍କ ବାଣରେ କଂଗ୍ରେସ-ରାହୁଲ ଘାଇଲା
ନୂଆଦିଲ୍ଲୀ: ଧର୍ମେନ୍ଦ୍ର ପ୍ରଧାନଙ୍କ ଆଗରେ କାମ ଦେଲାନି ହତାଶିଆ ରାହୁଲଙ୍କ ପ୍ରଳାପ। କଂଗ୍ରେସ ଯୁବରାଜଙ୍କୁ ଧୋଇଦେଲେ କେନ୍ଦ୍ରମନ୍ତ୍ରୀ ପ୍ରଧାନ। ସବୁବେଳେ OBC ଭୋଟରଙ୍କୁ ନିଶାନା କରି ବିଜେପିକୁ ଆଙ୍ଗୁଳି…
ଘରୋଇ କଳିର କରୁଣ ପରିଣତି, ବାପା-ମା ଟଣାଟଣିରେ ତଳେ ପଡ଼ିଲା ଛୁଆ, ଚାଲିଗଲା ଜୀବନ
ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଦମ୍ପତିଙ୍କ ଝଗଡ଼ାରେ ତଳେ ପଡ଼ି ଦୁଇ ବର୍ଷର ନିଷ୍ପାପ ଶିଶୁର ମୃତ୍ୟୁ ହୋଇଛି । ସେପଟେ ଶ୍ବଶୁର ଘର ଲୋକେ ସ୍ବାମୀ ଉପରେ ନିର୍ଦ୍ଦୋଶ ଶିଶୁକୁ…
BIG Breaking: ବିଜେଡିରୁ ବିଦା ହେଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ହୋଇଥିଲେ ଗିରଫ
ଭୁବନେଶ୍ବର: ବଡ଼ ଖବର । ବିଜୁ ଜନତା ଦଳରୁ ବିଦା ହେଲେ ଅମରେଶ ଜେନା । ବିଜେଡି କର୍ପୋରେଟର ଅମରେଶ ଜେନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ଦୁଷ୍କର୍ମ ମାମଲାରେ ଫସିଥିବା ଅମରେଶ…
ବଡ଼ ଖୁଲାସା, ମୁଣ୍ଡରୁ ଗଣ୍ଡିକୁ ଅଲଗା କରୁଥିଲେ, ନିଜ ପିଲାଙ୍କୁ ଖାଇଯାଉଥିଲେ ମଣିଷ !
ଓଡ଼ିଶାଭାସ୍କର: ନିଜ ଜନ୍ମକଲା ପିଲାଙ୍କୁ ଖାଇଯାଆନ୍ତି ମଣିଷ। ଏପରି ଏକ ଆଶ୍ଚର୍ଯ୍ୟଜନକ ଆବିଷ୍କାର ମାନବ ଇତିହାସର ଏକ ବିଚଳିତକାରୀ ଦିଗକୁ ସାମ୍ନାକୁ ଆଣିଛି।
ଉତ୍ତର ସ୍ପେନରେ ହୋଇଥିବା ଏକ ଆବିଷ୍କାରକୁ ଆଧାର କରି…
ରାତିରାତି କୋଟିପତି ହେବା ନିଶା; ଘରେ ଚାଲିଥିଲା ଦୋକାନ, ଖଟାଖଟ ଛପା ହେଉଥିଲା ନୋଟ୍, ସତ ଜାଣିଲେ ଉଡ଼ିଯିବ ହୋସ୍
କୋଲକାତା: ପଶ୍ଚିମବଙ୍ଗର ହୁଗୁଳିରେ ଅନଲାଇନ୍ ସାଇବର ଠକେଇ ମାମଲାରେ ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତର ନାମ ମହମ୍ମଦ ଅଫସର। ପୋଲିସ ଅଭିଯୁକ୍ତଙ୍କଠାରୁ ଅନେକ ମୋବାଇଲ୍…
ବିଜେଡି ନେତା ଅମରେଶ ଜେନାଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ
ଭୁବନେଶ୍ୱର: ଗିରଫ ହେଲେ ବିଜେଡି ନେତା ଅମରେଶ ଜେନା। ବିଜେଡି କର୍ପୋରେଟର ଅନରେଶ ଓରଫ୍ ବାଇଆଁ ଜେନା ଗିରଫ। ବାଲେଶ୍ୱରରୁ ଅମରେଶଙ୍କୁ ଗିରଫ କଲା କମିଶନରେଟ୍ ପୋଲିସ।
ଗତକାଲି ଅମରେଶଙ୍କ ୫ ଜଣ ସହଯୋଗୀଙ୍କୁ…
ଏଣିକି ପିଲାଙ୍କ ବହିରେ ରହିବ ‘ଅପରେସନ୍ ସିନ୍ଦୂର’ର କାହାଣୀ, ଛାତ୍ରଛାତ୍ରୀ ପଢ଼ିବେ ସେନାଙ୍କ ସାହାସର ଗାଥା
ଭୁବନେଶ୍ୱର: ପିଲାଏ ପଢ଼ିବେ ସେନାଙ୍କ ସୌର୍ଯ୍ୟ 'ଅପରେସନ୍ ସିନ୍ଦୂର'ର କାହାଣୀ। NCERT ପିଲାଙ୍କ ବହିରେ ଅପରେସନ୍ ସିନ୍ଦୂର କଥା ସ୍ଥାନ ଦେବ। ଦୁଇଟି ମଡେଲ ଭାବରେ ଏହାକୁ ଲାଗୁ କରାଯିବ ବୋଲି ଜାତୀୟ ଗଣମାଧ୍ୟମରେ ଖବର…