Browsing Category

ଖବର

ରାଉରକେଲାରେ ବଡ ଧରଣର ଜିଏସ୍‌ଟି ଠକେଇ ନେଇ ଚଢ଼ଉ, ରେଡ ବେଳେ ସଂସ୍ଥା ମାଲିକ ଅନୁପସ୍ଥିତ

ରାଉରକେଲା, (ଭାସ୍କର ନ୍ୟୁଜ୍‌) :୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର ଜିଏସ୍‌ଟି ଠକେଇ ନେଇ କେନ୍ଦ୍ରୀୟ ଜିଏସ୍‌ଟି ପକ୍ଷରୁ ଚଢ଼ଉ କରାଯାଇଛି । ରାଉରକେଲାରେ ଥିବା ଟପ୍‌ ଟେକର ନାମକ ଏକ ସଂସ୍ଥା ୧୦ କୋଟିରୁ ଊଦ୍ଧ୍ୱର୍ ଟଙ୍କାର…

ଆସୁଛି ଆଉ ଏକ ଲଘୁଚାପ, ୨୪ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ରୂପ ନେବ : ଆଭ୍ୟନ୍ତରୀଣ ଓଡ଼ିଶା ପ୍ରଚଣ୍ଡ ତାତିରେ ଜଳିବ, ଉପକୂଳରେ ମେଘୁଆ ପାଗ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଆସୁଛି ଏକ ଲଘୁଚାପ। ଆସନ୍ତା ୬ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନ ସାଗର ଓ ତାହାର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ…

‘ଦ କାଶ୍ମୀର ଫାଇଲ୍ସ’ ପରି ରାମ ମନ୍ଦିର ସଂଘର୍ଷ ଉପରେ ମଧ୍ୟ ନିର୍ମାଣ ହେଉ ଫିଲ୍ମ- ସାଧ୍ଵୀ ଋତୁମ୍ଭରା

ଉଦୟପୁର: 'ଦ କାଶ୍ମୀର ଫାଇଲ୍ସ' ପରି ରାମ ମନ୍ଦିର ପାଇଁ ସଂଘର୍ଷ ଉପରେ ଫିଲ୍ମ ନିର୍ମାଣ ହେବା ଉଚିତ୍। ଏହା କହିଛନ୍ତି ସାଧ୍ଵୀ ଋତୁମ୍ଭରା। କାଶ୍ମୀର ଫାଇଲ୍ସରେ କାଶ୍ମୀରରେ ହିନ୍ଦୁଙ୍କ ସହ ଯାହା ଘଟିଥିଲା ତାହା ସତ୍ୟ…

ଚାକିରି ଛାଡି କଲେ ମାଛ ଚାଷ: ମଧୁର ଜଳ ପ୍ରକଳ୍ପ ବନାଇଛି ସ୍ୱାବଲମ୍ବୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରୀ ରୁ ଅବସର ପରେ ଆରମ୍ଭ କରିଛନ୍ତି ମଧୁର ଜଳରେ ଜାଆଁଳ ଉତ୍ପାଦନ ଓ ମାଛ ଚାଷ । ନିଜ ବାଡିରେ ଦୁଇ ଏକରର ଜାଗାରେ ଦୁଇଟି ପୋଖରୀ ଖୋଳି ମାଛ ଚାଷ କରିବା ସହ ଜାଆଁଳ ଉତ୍ପାଦନ କରି ତାକୁ…

(video) ଭିଜିଲାନ୍ସ ଜାଲରେ RMC ଇନ୍ସପେକ୍ଟର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଆରଏମସି ଇନ୍ସପେକ୍ଟର । ସର୍ଗିପାଲି ନିୟନ୍ତ୍ରିତ ବଜାର କମିଟି ଇନ୍ସପେକ୍ଟର ବନମାଳୀ ନାଏକଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ । ସୁନ୍ଦରଗଡ଼ ଟାଉନରେ ଥିବା ବନମାଳୀଙ୍କ…

(ଦେଖନ୍ତୁ Video)ଛତ୍ରପୁରରେ ହାଇଡ୍ରାମା: ୧୨ ସମିତି ସଭ୍ୟଙ୍କୁ ଅଟକ ରଖିଛି ପୋଲିସ, ଉଦ୍ଧାର ପାଇଁ…

ଛତ୍ରପୁର(ଓଡ଼ିଶା ଭାସ୍କର): ଛତ୍ରପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନକୁ ନେଇ ଆରମ୍ଭ ହୋଇଛି ଛକାପଞ୍ଝା ଖେଳ । ଛତ୍ରପୁର ବ୍ଲକ ଅଧଃକ୍ଷ ସାନି ନିର୍ବାଚନରେ ପୁଣି ଥରେ ଆରମ୍ଭ ହୋଇଛି ହାଇଡ୍ରାମା । ଗୋଟିଏ ଗୋଷ୍ଠୀର ୧୨ ସମିତି…

ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ ଫାଇନାଲ: ଭାରତର ଜିଏସ୍‌ ଲକ୍ଷ୍ମୀଙ୍କୁ ମିଳିଲା ମ୍ୟାଚ୍‌ ରେଫରି ଦାୟିତ୍ବ

ଖ୍ରୀଷ୍ଟଚର୍ଚ୍ଚ(ନ୍ୟୁଜିଲାଣ୍ଡ): ଭାରତର ଜିଏସ ଲକ୍ଷ୍ମୀ ଚଳିତ ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ୱକପ ଫାଇନାଲ ମ୍ୟାଚ ପାଇଁ ମ୍ୟାଚ ରେଫରି ନିଯୁକ୍ତ ହୋଇଛନ୍ତି ।ଏଠାରେ ସୂଚାଇ ଦିଆ ଯାଇ ପାରେ ଯେ ଆଇସିସି…

ଖୋଲିଲା ଦୁନିଆର ସବୁଠୁ ଲମ୍ୱା ଝୁଲନ୍ତା ପୋଲ, ଦୁଇଟି ମହାଦେଶ ସହ ସଂଯୋଗ କରୁଛି ବ୍ରିଜ

ନୂଆଦିଲ୍ଲୀ:  ଏବେ ଦୁନିଆର ସବୁଠାରୁ ଲମ୍ୱା ସସ୍‌ପେନ୍ସ ବ୍ରିଜ ସାଧାରଣ ଲୋକମାନଙ୍କ ପାଇଁ ଖୋଲି ଦିଆଯାଇଛି । ଏହି ବ୍ରିଜ ଦୁଇଟି ମହାଦେଶ ଯଥା ୟୁରୋପ ଓ ଏସିଆକୁ ଯୋଡୁଛି । ଏହାକୁ ତୁର୍କି ଓ ଦକ୍ଷିଣ କୋରିଆର କମ୍ପାନୀ…

ପ୍ରଥମ ପତ୍ନୀକୁ ବାପଘରେ ଛାଡି ଦ୍ବିତୀୟ ବିବାହ କଲେ ରସିକିଆ ସ୍ୱାମୀ, ଅଭିଯୋଗ ପରେ ବାନ୍ଧିଲା ପୋଲିସ

ବାଲିପାଟଣା, (ଭାସ୍କର ନ୍ୟୁଜ୍‌) : ପ୍ରଥମ ସ୍ତ୍ରୀ ଏବଂ ଗୋଟିଏ ପିଲା ଥାଇ ଦ୍ୱିତୀୟ ବିବାହ କରିବା ରସିକିଆ ସ୍ୱାମୀଙ୍କୁ ପଡିଲା ମହଙ୍ଗା । ପ୍ରଥମ ସ୍ତ୍ରୀର ଅଭିଯୋଗ ପରେ ଥାନ କୁ ଟଣା ହେଲେ ରସିକିଆ ସ୍ୱାମୀ । ଗିରଫ୍…

ନିଜ କ୍ଷେତରେ କରନ୍ତୁ ଏହି ଚାଷ, କମ ସମୟରେ ହୋଇପାରିବେ ଲାଭବାନ

ଅମୃତଭଣ୍ଡା, ଏହି ଫଳରେ ଅଧିକ ପୋଷକ ତତ୍ତ୍ୱ ଏବଂ ଔଷଧୀୟ କାରଣରୁ ବ୍ୟବସାୟିକ ମହତ୍ୱ ରହିଛି । ଅମୃତଭଣ୍ଡା ଚାଷ ଦକ୍ଷିଣ ମେକ୍ସିକୋ ଏବଂ କୋଷ୍ଟାରିକାରେ ଆରମ୍ଭ ହୋଇଥିଲା । ବିଶ୍ୱରେ ୬ ମିଲିୟନ ଟନରୁ ଅଧିକ ଅମୃତଭଣ୍ଡା…