Browsing Category

ଖବର

୭୫ ବର୍ଷୀୟ ମାଲିକଙ୍କୁ ବିବାହ କଲେ ୫୦ ବର୍ଷୀୟ ଚାକରାଣୀ, ପରଦିନ ହୋଇଗଲା ସ୍ବାମୀଙ୍କର ମୃତ୍ୟୁ

ନୂଆଦିଲ୍ଲୀ: ସ୍ୱାମୀଙ୍କ ମୃତ୍ୟୁ ପରେ, ସ୍ତ୍ରୀଙ୍କ ସମ୍ପତ୍ତି ତାଙ୍କର ହୋଇଯାଏ। କିନ୍ତୁ କଳ୍ପନା କରନ୍ତୁ ଯଦି ଆଜି କେହି ବିବାହ କରନ୍ତି ଏବଂ ପରଦିନ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୁଏ ଏବଂ ସମ୍ପତ୍ତି ପତ୍ନୀଙ୍କ ନାମରେ…

Vastu Shastra: ଧନୀ ଲୋକମାନେ ନିଜ ରୋଷେଇ ଘରେ ରଖନ୍ତୁନି ଏହି ଜିନିଷ, ନଚେତ୍ କ୍ରୋଧିତ ହେବେ ଲକ୍ଷ୍ମୀ

ନୂଆଦିଲ୍ଲୀ: ଘରେ ଅନେକ କୋଠରୀ ରହିଥାଏ । ଯେଉଁଠାରେ ରୋଷେଇ ଘରକୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ । ଏହାର ସ୍ଥାନ ପ୍ରାର୍ଥନା ଘର ସହିତ ସମାନ, କାରଣ ଏହାକୁ ଖାଦ୍ୟଶସ୍ୟର ଦେବୀ ଅନ୍ନପୂର୍ଣ୍ଣାଙ୍କ ବାସସ୍ଥାନ…

Breaking: ଦିଲ୍ଲୀ ବିମାନବନ୍ଦରରେ ଅବତରଣ ସମୟରେ Air Indiaରେ ଲାଗିଲା ନିଆଁ, ଭୟଭୀତ ହୋଇ ଯାତ୍ରୀ…

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନର ପିଛା ଛାଡୁନି ବିବାଦ । ଆଜି ପୁଣି ଆଉ ଏକ ବଡ଼ ଦୁର୍ଘଟଣା ଟଳିଯାଇଛି । ଏୟାର ଇଣ୍ଡିଆର ଏକ ବିମାନରେ ଅଗ୍ନିକାଣ୍ଡ ଘଟିଥିବା ଘଟଣା ସାମ୍ନାକୁ ଆସିଛି । ଦିଲ୍ଲୀ ବିମାନବନ୍ଦରରେ…

କାନ୍ଥ ଡେଇଁ କୁନିଝିଅକୁ ଟେକିନେଲେ, ତା’ପରେ ଗୋଟେ ଭଙ୍ଗା ଘରେ…

ହରିୟାଣା: କାନ୍ଥ ଡେଇଁ 6 ବର୍ଷର ଝିଅକୁ ଘରୁ ଟେକିନେଲେ ଦୁର୍ବୁତ୍ତ, ତା ପରେ କଲେ ବଳାତ୍କାର। ହରିୟାଣାର ପାନିପତରୁ ଏପରି ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଏଠାକାର ଏକ କଲୋନୀର ଜଣେ ଛଅ ବର୍ଷର ଝିଅକୁ…

ଷ୍ଟାଫ ନର୍ସଙ୍କୁ ଦେଢ଼ ବର୍ଷ ହେଲା ମାନସିକ ଓ ଶାରୀରିକ ନିର୍ଯାତନା ଦେଉଛନ୍ତି ଡାକ୍ତର, ଅଭିଯୋଗ ଆଣି ନିରାଶ ପରେ ଥାନାରେ ପୀଡିତା

ଭୁବନେଶ୍ବର: ରାଜ୍ୟରେ ନିର୍ଯାତନା ଅଭିଯୋଗ ଥମିବାର ନାଁ ଧରୁନି । ଏବେ ପୁଣି ରାଜ୍ୟ ରାଜଧାନୀରୁ ଅଭିଯୋଗ ସାମ୍ନାକୁ ଆସିଛି । ରାଜଧାନୀ ଭୁବନେଶ୍ୱରର ଏକ ଘରୋଇ ମେଡିକାଲ୍‌ କଲେଜର ଜଣେ ପ୍ରଫେସର ଡାକ୍ତରଙ୍କ ବିରୋଧରେ ଜଣେ…

ଟ୍ରମ୍ପଙ୍କ ଗୁମର; ପର୍ଣ୍ଣ ଷ୍ଟାରଙ୍କ ସହ ହୋଟେଲରେ କରୁଥିଲେ ରାସଲୀଳା, ମୁହଁ ବନ୍ଦ ପାଇଁ ଦେଉଥିଲେ ଟଙ୍କା

ୱାସିଂଟନ: ରଂଗୀଲା ଡୋନାଲ୍ଡ ଟ୍ରମ୍ପଙ୍କ କାଣ୍ଡ କାରଖାନା ହାଟରେ ଗଡୁଛି, ସେ ପର୍ଣ୍ଣ ଷ୍ଟାରଙ୍କ ସହ ହୋଟେଲରେ ରାସଲୀଳା କରି ମୁହଁ ବନ୍ଦ ପାଇଁ ଦେଉଥିଲେ ପୁଳା ପୁଳା ଟଙ୍କା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଅଧ୍ୟୟନରୁ ଖୁଲାସା, ୧୩ ବର୍ଷ ବୟସ ପୂର୍ବରୁ ପିଲାମାନଙ୍କୁ ସ୍ମାର୍ଟଫୋନ୍ ଦେବା ଅତ୍ୟନ୍ତ ବିପଦପୂର୍ଣ୍ଣ

ନୂଆଦିଲ୍ଲୀ: ୧୩ ବର୍ଷରୁ କମ୍ ବୟସର ପିଲାମାନେ ଯଦି ସ୍ମାର୍ଟଫୋନ ବ୍ୟବହାର କରନ୍ତି, ତେବେ କିଶୋର ଅବସ୍ଥାରେ ମାନସିକ ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ସୋମବାର ପ୍ରକାଶିତ ଏକ ବିଶ୍ୱସ୍ତରୀୟ ଅଧ୍ୟୟନରେ ଏହା…

ଛାତ୍ରଛାତ୍ରୀମାନେ ଧ୍ୟାନ ଦିଅନ୍ତୁ…ଆସନ୍ତାକାଲି ଏହି ସ୍ଥାନରେ ବନ୍ଦ ରହିବ ସ୍କୁଲ

ନୂଆଦିଲ୍ଲୀ: ବର୍ତ୍ତମାନ ଶ୍ରାବଣ ମାସ ଜାରି ରହିଛି । ରାସ୍ତାଗୁଡ଼ିକରେ କାଉଡିଆଙ୍କ ଶୋଭାଯାତ୍ରା ଦେଖିବାକୁ ମିଳୁଛି । ଗତକାଲି ଶ୍ରାବଣ ମାସର ମହାଶିବରାତ୍ର ହୋଇଥିବାରୁ ୟୁପିର ଅନେକ ଜିଲ୍ଲାର ସ୍କୁଲଗୁଡ଼ିକରେ ଛୁଟି…

(ଭାଇରାଲ Video)ପ୍ରଥମେ ରିସେପ୍ସନାଲିଷ୍ଟଙ୍କୁ ଠିଆ ଗୋଇଠା ଦେଲେ ତା’ ପରେ ଘର ପୋଛା କପଡ଼ା ପରି ଚୁଟି ଧରି ଭୂଇଁରେ ଘୋଷାଡ଼ି ପକାଇଲେ ଯୁବକ

ଥାଣେ: ମହାରାଷ୍ଟ୍ର ଥାଣେରୁ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି । ଯେଉଁଥିରେ ଜଣେ ଯୁବକ ଅନ୍ୟ ଜଣେ ଯୁବତୀଙ୍କୁ ମାରଧର କରୁଥିବା ଦେଖିବାକୁ ମିଳିଛି । ଏ କାଣ୍ଡର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି ।…

ବେପାରୀଙ୍କ କବଳରୁ ୫୬ ଝିଅ ହେଲେ ଉଦ୍ଧାର, ଚାକିରୀ ଦେବା ବାହାନାରେ ନେଇଯାଉଥିଲେ ବିହାର

ପଶ୍ଚିମବଙ୍ଗ: ଉଦ୍ଧାର ହେଲେ ୫୬ ଝିଅ! ଚାକିରୀ ଦେବାର ମିଛ ପ୍ରତିଶ୍ରୁତି ଦେଇ ନିଆଯାଉଥିଲା ବିହାର। ପଶ୍ଚିମବଙ୍ଗର ନ୍ୟୁ ଜଲପାଇଗୁଡ଼ି ଷ୍ଟେସନରେ ଏକ ଟ୍ରେନରୁ ୫୬ ଜଣ ଝିଅଙ୍କୁ ଉଦ୍ଧାର କରାଯାଇଛି। ଏହି ଝିଅମାନଙ୍କୁ…