Browsing Category

ଖବର

ମୃତ୍ୟୁ ପରେ ଫେସବୁକ ଆକାଉଣ୍ଟ କେମିତି କରେ କାମ? ଜାଣନ୍ତୁ ମୃତ ବ୍ୟକ୍ତିର ଆକାଉଣ୍ଟ Delete କରିବାର ଉପାୟ

ଓଡିଶା ଭାସ୍କର: ଫେସବୁକ୍ କେବଳ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ନୁହେଁ, ଏହା ଆମ ଦୈନନ୍ଦିନ ଜୀବନର ଏକ ଅନଲାଇନ୍ ଡାଏରୀ। ସମସ୍ତେ ଏହାକୁ ନିଜ ବନ୍ଧୁ ଏବଂ ପରିବାର ସହିତ ଯୋଡ଼ି ରହିବା, ଫଟୋ ଏବଂ ଭିଡିଓ ସେୟାର କରିବା…

ଢାକାର ଏକ କଲେଜ ଉପରେ ବାଂଲାଦେଶ ବାୟୁସେନାର ବିମାନ ଦୁର୍ଘଟଣା, 16 ଛୁଆ ସମେତ 19 ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଆଜି ଅପରାହ୍ନରେ ବାଂଲାଦେଶର ରାଜଧାନୀ ଢାକାର ଉତ୍ତରା ଅଞ୍ଚଳର ମିଲଷ୍ଟୋନ୍ ସ୍କୁଲ୍ ଆଣ୍ଡ୍ କଲେଜରେ ଏକ ଲଢ଼ୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ୧୬ ଜଣ ଛାତ୍ର, ୨ ଜଣ ଶିକ୍ଷକ ଏବଂ…

(Video) ମ୍ୟୁଜିସିଆନ କୁକୁର, ପିଆନୋ ବଜାଇ ଲୋକଙ୍କୁ ଝୁମାଇଲା, ଭିଡିଓ ଦେଖି ରହିଯିବେ

ଓଡ଼ିଶା ଭାସ୍କର: ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ, ଏକ କୁକୁର ଜଣେ ସଂଗୀତଜ୍ଞଙ୍କ ଭୂମିକା ନିଭାଉଥିବା ଦେଖିବାକୁ ମିଳିଛି। କୁକୁରଟି ବହୁତ ମଜାରେ ପିଆନୋ ବଜାଉଛି। ତାଙ୍କ ଚାରିପାଖରେ ବହୁ ସଂଖ୍ୟକ ଲୋକ…

ନିର୍ମମ ହତ୍ୟାକାଣ୍ଡ, ଯୁବକଙ୍କ ଛାତିରେ ୧୪ ଥର ଭୁସିଲେ ଛୁରୀ

ଜୟପୁର: ଯୁବକକୁ ଅତି ନିର୍ମମ ଭାବେ ଛୁରୀ ଭୁସି ହତ୍ୟା। ଯୁବକଙ୍କ ଛାତିକୁ ୧୪ ଥର ଭୁସିବା ପରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହେଲେ ଆଶ୍ଚର୍ଯ୍ୟ ଲାଗୁଛି ହତ୍ୟାକାରୀ ମନରେ ଟିକେ ହେଲେ…

ତୁମେ ମୋ ବାପାଙ୍କୁ ମାରିଲ, ମୁଁ ତୁମ ସହିତ କଥା ହେବି ନାହିଁ… ୨୦୦ ଥର କ୍ଷମା ମାଗିବା ପରେ ମଧ୍ୟ ହରଭଜନ ସିଂହଙ୍କ ଏହି ଅବସ୍ଥା

ନୂଆଦିଲ୍ଲୀ: ହରଭଜନ ସିଂହ ଏକ ବଡ଼ ଭୁଲ କରିଛନ୍ତି, ଯାହାକୁ ସେ ତାଙ୍କ କ୍ୟାରିୟରରୁ ଡିଲିଟ କରିବାକୁ ଚାହାଁନ୍ତି । ଯାହା ପାଇଁ ସେ ୨୦୦ ଥର କ୍ଷମା ପ୍ରାର୍ଥନା କରିଛନ୍ତି । ଏନେଇ ହରଭଜନ ସିଂହ ପୋଡକାଷ୍ଟରେ ଖୁଲାସା…

ଆରପାରିରେ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ, ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ

ନୂଆଦିଲ୍ଲୀ: ବରିଷ୍ଠ CPI-M ନେତା ଏବଂ କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭିଏସ୍ ଅଚ୍ୟୁତାନନ୍ଦନଙ୍କ ପରଲୋକ ହୋଇଛି । ସେ ଦୀର୍ଘ ଦିନ ଧରି ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ଆଜି ସେ ଶେଷ ନିଶ୍ବାସ ତ୍ୟାଗ…

SBI ଗ୍ରାହକ ଜାଣିରଖନ୍ତୁ, ଏହି ଦିନ ସମ୍ପୂର୍ଣ୍ଣ ଭାବେ ବନ୍ଦ ହୋଇଯିବ UPI ସେବା

ନୂଆଦିଲ୍ଲୀ: ଆପଣ ଯଦି ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ(SBI)ର ଜଣେ ଗ୍ରାହକ, ତାହାଲେ ଏହି ଖବର ଆପଣଙ୍କ ପାଇଁ।  SBI ସୋସିଆଲ ମିଡିଆ Xରେ UPI ସର୍ଭିସକୁ ନେଇ ଏକ ପୋଷ୍ଟ କରିଛି। ସେବାରେ ବାଧା ଏବଂ ନିର୍ଦ୍ଧାରିତ…

ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣିଦେଲା ପୁତୁରା, ଡବଲ୍ ମର୍ଡର ପରେ ଥାନାରେ ଆତ୍ମସମର୍ପଣ

ଭୁବନେଶ୍ବର: ପଦ୍ମପୁରରୁ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଘରେ ପଶି ମାଆଝିଅକୁ ଟାଙ୍ଗିଆରେ ହାଣି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଛି । ପଦ୍ମପୁର ପଥୁରି ଗାଁରେ ଏହି ଡବଲ ମର୍ଡର ହୋଇଛି । ତେବେ…

ସକାଳେ ଉଠିବା ମାତ୍ରେ ଶରୀରରେ ଏହି ଲକ୍ଷଣ ଦେଖାଯାଉଥିଲେ ସାବଧାନ! ହୋଇପାରେ ମାରାତ୍ମକ କ୍ୟାନ୍ସର

ନୂଆଦିଲ୍ଲୀ: ସକାଳର ଆରମ୍ଭ ଆମ ଦିନର ଏକ ଦର୍ପଣ । ଉଠିବା ପରେ ଆମେ କିପରି ଅନୁଭବ କରୁ ତାହା ଦ୍ୱାରା ଆମ ଶରୀରର ସ୍ୱାସ୍ଥ୍ୟ ଅନୁମାନ କରାଯାଇପାରିବ । କିନ୍ତୁ ଯଦି ପ୍ରତିଦିନ ସକାଳେ କିଛି ଅଜବ କିମ୍ବା ଭିନ୍ନ ଅନୁଭବ…

ମୁଣ୍ଡ ବିନ୍ଧିକି ଫଟେଇ ଦେଉଛି କି, ଶୀଘ୍ର କରନ୍ତୁ ଏହି ପରୀକ୍ଷା, ନହେଲେ ଚାଲିଯିବ ଜୀବନ !

ଓଡ଼ିଶାଭାସ୍କର: ମୁଣ୍ଡ ବିନ୍ଧା ଏକ ସାଧାରଣ ସମସ୍ୟା। ଯାହା ପ୍ରାୟ ସମସ୍ତଙ୍କ କ୍ଷେତ୍ରରେ କୌଣସି ନା କୌଣସି ସମୟରେ ଦେଖିବାକୁ ମିଳିଥାଏ। ଏହି ମୁଣ୍ଡ ବିନ୍ଧା କେତେବେଳେ କାହାକୁ କମ୍ ହୋଇଥାଏ ତ ଆଉ କେତେ ଜଣଙ୍କ…