fbpx
Browsing Category

ଖବର

ଗୋମାଂସ ବିକ୍ରି କରୁଥିବା ଅଭିଯୁକ୍ତଙ୍କ ସମ୍ପତ୍ତି ଉପରେ ବୁଲିଲା ବୁଲଡୋଜର

ଅଲଓ୍ଵାର: ରାଜସ୍ଥାନର ଅଲଓ୍ଵାର ଜିଲ୍ଲାର କିଶନଗଡ଼ବାସ ଥାନା ଅଞ୍ଚଳର ଜଙ୍ଗଲରେ ଗୋମାଂସ କାଟିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ୧୯ ଜଣ ଅଭିଯୁକ୍ତଙ୍କ ସମେତ ଅନ୍ୟମାନଙ୍କ ବିରୋଧରେ ପୋଲିସ ଏତଲା ରୁଜୁ…

ୱେବ ଡିଜାଇନ୍, ଡାଟା ସାଇନ୍ସ, ଡିଜିଟାଲ ମାର୍କେଟିଂ କ୍ଷେତ୍ରରେ ଅଧିକ ନିଯୁକ୍ତି ସୃଷ୍ଟି କରିଛି AI; ଆଇବିଏମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ଯେତିକି ଚାକିରି ଛଟେଇ କରିବ, ତା'ଠାରୁ ଅଧିକ ନିଯୁକ୍ତି ସୃଷ୍ଟି କରିବ।  ଏନେଇ ଆଇବିଏମ୍ ଇଣ୍ଡିଆ ନିର୍ଦ୍ଦେଶକ ସନ୍ଦୀପ ପଟେଲ କହିଛନ୍ତି। ପଟେଲ ଆଇଏଏନଏସକୁ କହିଛନ୍ତି…

ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ; ସୂଚନା ଦେଲେ ସଂଘ ସମ୍ପାଦକ

ଭୁବନେଶ୍ୱର: ପରୀକ୍ଷାରେ ସହଯୋଗ କରିବ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ । ଏନେଇ ସୂଚନା ଦେଲେ ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା)ର ସମ୍ପାଦକ ରଞ୍ଜନ ଦାଶ । ଓଷ୍ଟା ସଂଘର ସମ୍ପାଦକ କହିଲେ ‘ବିଭାଗୀୟ…

“ମୁଁ ହାତ ମାରିଦେଲେ ରୋଗ ଭଲ ହେଇଯିବ, ମୋ ସହ କଥା ହେଲେ ବି ରୋଗ ଭଲ ହେଇଯିବ”; ବାବା ଆର୍ତତ୍ରାଣ

ଭୁବନେଶ୍ବର: ରାଜଧାନୀରେ ଜମିଲାଣି ଖଣ୍ଡଗିରି ମେଳା । ସନ୍ଧ୍ୟାରେ ଜମୁଛି ଭିଡ। ମାଘ ମେଳାରେ ରାଜ୍ୟ ସମେତ ରାଜ୍ୟ ବାହାରରୁ ସାଧୁସନ୍ଥମାନେ ଖଣ୍ଡଗିରିରେ ଆସି ନିଜ ନିଜର ପରାକାଷ୍ଠା ଦେଖାଉଛନ୍ତି। ବିଭିନ୍ନ ମୁଦ୍ରା​ରେ…

ବାହା ହେଲେ Devon Ke Dev…Mahadevର ପାର୍ବତୀ ଅଭିନେତ୍ରୀ ସୋନାରିକା ଭଦୁରିଆ

ମୁମ୍ବାଇ: ଦେବୋଁ କେ ଦେବ ମହାଦେବରେ ମାତା ପାର୍ବତୀଙ୍କ ଭୂମିକାରେ ଅଭିନୟ କରିଥିବା ଚର୍ଚ୍ଚିତ ଅଭିନେତ୍ରୀ ସୋନାରିକା ଭଦୁରିଆଙ୍କ ବିବାହ ହୋଇଛି। ଦୀର୍ଘଦିନର ପ୍ରେମିକ ବିକାଶ ପରାଶରଙ୍କ ସହ ସେ ବିବାହ ବନ୍ଧନରେ ବାନ୍ଧି…

ଆମେଥିରୁ ଲଢ଼ିବେ କି ନାହିଁ ରାହୁଲ ଗାନ୍ଧୀ ? ଏହି ପ୍ରଶ୍ନର ଉତ୍ତର ରଖିଲେ ଜୟରାମ ରମେଶ…

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀ ତାଙ୍କ ଭାରତ ଯୋଡୋ ନ୍ୟାୟ ଯାତ୍ରା ସହ ଉତ୍ତରପ୍ରଦେଶର ଆମେଠିରେ ପହଞ୍ଚିଛନ୍ତି। ଏହି ଆସନକୁ ଗାନ୍ଧୀ ପରିବାରର ପାରମ୍ପରିକ ଆସନ ଭାବେ ବିବେଚନା କରାଯାଉଥିଲା। ତେବେ ୨୦୧୯ ଲୋକସଭା…

ବଡ ବିପଦର ସଂକେତ ହୋଇଥାଏ ଏହି ଗ୍ରୀନ୍ ଡଟ୍‌, କ’ଣ ଆପଣଙ୍କ ଫୋନ୍‌ରେ ବି ନଜର ଆସୁଛି କି ଏହି ଲାଇଟ୍‌

ନୂଆଦିଲ୍ଲୀ: ସ୍ମାର୍ଟଫୋନ୍ କେବଳ କଲ୍ ଓ ମେସେଜ୍ ପର୍ଯ୍ୟନ୍ତ ସୀମିତ ରହି ନ ଥାଏ । ଏବେ ଏକ ଫୋନ୍‌ରେ ଜରୁରୀ ଫଟୋ, ଭିଡିଓ, ମେସେଜ୍ ଓ ବ୍ୟାଙ୍କିଂ ଆପ୍ ରହିଥାଏ । ତେଣୁ ଫୋନ୍ ହ୍ୟାକ୍ ହେଲେ ଆପଣ ବଡ ବିପଦରେ ପଡିପାରନ୍ତି…

ଆରପାରିରେ ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ… ସୁପରଷ୍ଟାରଙ୍କ ମୃତ୍ୟୁକୁ ନେଇ ମିଥ୍ୟା ଖବର ଭାଇରାଲ

ଓଡ଼ିଶା ଭାସ୍କର: ବଲିଉଡ ସିନେମାର ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀଙ୍କ ମୃତ୍ୟୁ ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିଛି । କିଛି ଦିନ ତଳେ ଅସୁସ୍ଥ ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ମିଥୁନଙ୍କର…

ପାକିସ୍ତାନ ଅର୍ଥନୀତିଠୁ ବଡ଼ ‘TATA Group’: ଅନ୍ଧାରରେ ପଡ଼ୋଶୀ ରାଷ୍ଟ୍ରର ଭବିଷ୍ୟତ…

ନୂଆଦିଲ୍ଲୀ: 'TATA Group'ର ମାର୍କେଟ ପୁଞ୍ଜିକରଣ ବର୍ତ୍ତମାନ ପାକିସ୍ତାନର ସମଗ୍ର ଅର୍ଥନୀତିକୁ ମଧ୍ୟ ପଛରେ ପକାଇବା ପାଇଁ ସକ୍ଷମ ହୋଇଛି । କାରଣ ଗୋଟିଏ ବର୍ଷରେ କଙ୍ଗଲୋମେରେଟର ବିଭିନ୍ନ କମ୍ପାନୀ ଦେଇଥିବା ରିଟର୍ଣ୍ଣ…

(Video): ଶ୍ରୀ କଳକୀ ଧାମ୍ ଶିଳାନ୍ୟାସ ଉତ୍ସବ, ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କ ପ୍ରଶଂସାରେ ଏମତି କିଛି କହିଲେ ପ୍ରଧାନମନ୍ତ୍ରୀ

ଲକ୍ଷ୍ନୌ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲାରେ ଏଚୋଡ଼ା କମ୍ବୋହ ସ୍ଥିତ ଶ୍ରୀ କଳକୀ ଧାମ୍ ମନ୍ଦିରର ଶିଳାନ୍ୟାସ କରିଛନ୍ତି । ଲୋକସଭା ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ପରେ…