fbpx
Browsing Category

ଖବର

ବିଜୟ ପରେ ବି ବଦଳିିବ ଭାରତର PLaying-11: ଏହି ଦୁଇ ଖେଳାଳିଙ୍କୁ ଦଳରୁ ବାହାର କରିବେ ରୋହିତ!

ନୂଆଦିଲ୍ଲୀ: ରାଜକୋଟ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଏକ ବିଶାଳ ବିଜୟ ହାସଲ କରିଛି ଟିମ ଇଣ୍ଡିଆ । ୪୩୪ ରନର ବୃହତ୍ ବିଜୟ ସହ ସିରିଜରେ ୨-୧ରେ ଆଗୁଆ ରହିଛି ରୋହିତ ସେନା । ଏହାପରେ ଚତୁର୍ଥ ଟେଷ୍ଟ ପାଇଁ ରାଞ୍ଚି ମଇଦାନରେ…

Big Breaking; ବିଧାୟକ ସାଲୁଜାଙ୍କୁ ହତ୍ୟା ଧମକ: ସହର ସାରା ଲାଗିଛି ଧମକଭରା ପୋଷ୍ଟର

ଭୁବନେଶ୍ୱର: ଆସନ୍ତା ୧୫ ଦିନ ଭିତରେ ସାଲୁଜାଙ୍କୁ ହତ୍ୟା କରାଯିବ... । ଏଭଳି ମେସେଜ ଲେଖି କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମିଳୁଛି ହତ୍ୟା ଧମକ । ସାଲୁଜାଙ୍କୁ ହତ୍ୟା ପାଇଁ ଧମକଭରା ମେସେଜ ଲେଖି ସହରର…

IND vs ENG ଆଗାମୀ ଟେଷ୍ଟରୁ ବାଦ୍ ପଡ଼ିବେ ବୁମରାହ: କିଏ ହେବେ ସିରାଜଙ୍କ ବୋଲିଂ ପାର୍ଟନର?

ଓଡ଼ିଶା ଭାସ୍କର: ତୃତୀୟ ଟେଷ୍ଟ ବିଜୟ ପରେ ସରିଜରେ ୨-୧ରେ ଆଗୁଆ ରହିଛି ଟିମ ଇଣ୍ଡିଆ । ତେବେ ଏହି ସମୟରେ ସିରିଜର ଆଗାମୀ ଟେଷ୍ଟକୁ ନେଇ ଏବେ ବଡ଼ ଅପଡେଟ ସାମ୍ନାକୁ ଆସିଛି । ଟିମ ଇଣ୍ଡିଆର ୟର୍କର କିଙ୍ଗ ଜଶପ୍ରୀତ ବୁମରାହ…

ଟିମ ଇଣ୍ଡିଆରୁ ବାଦ୍ ପଡ଼ିବେ ଶ୍ରେୟସ ଆୟର! ସରଫରାଜଙ୍କୁ ମିଳିବ ମିଡିଲ ଅର୍ଡର ଦାୟିତ୍ୱ…

ଓଡ଼ିଶା ଭାସ୍କର: ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ଡେବ୍ୟୁ କରି ଦମଦାର ପ୍ରଦର୍ଶନ କରିଛନ୍ତି ସରଫରାଜ ଖାନ୍ । ଡେବ୍ୟୁ ଟେଷ୍ଟର ଦୁଇଟି ଇନିଂସରେ ଅର୍ଦ୍ଧଶତକ ହାସଲ କରି ନିଜର ଟାଲେଣ୍ଟକୁ ପ୍ରମାଣ କରିବାରେ ସେ ସଫଳ…

ଆଜି ‘ଶ୍ରୀ କଳକୀଧାମ ମନ୍ଦିର’ର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ: ପୂଜା ପାଇବେ ବିଷ୍ଣୁଙ୍କ ଦଶମ ଅବତାର

ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ସମ୍ଭଳ ଜିଲ୍ଲା ଗସ୍ତରେ ଆସୁଛନ୍ତି । ଏଠାରେ ଏଚୋଡ଼ା କମ୍ବୋହ ସ୍ଥିତ ଶ୍ରୀ କଳକୀ ଧାମ ମନ୍ଦିରର ଶିଳାନ୍ୟାସ କରାଯିବ । ଏହି ଅବସରରେ ଶ୍ରୀ କଳକୀ ଧାମ…

ଗୃହିଣୀ ବି କିଛି କମ୍ ନୁହଁନ୍ତି… ୬ ଲକ୍ଷ ଟଙ୍କା ସହାୟତା ରାଶି ଦେବାକୁ ‘ସୁପ୍ରିମ ଘୋଷଣା’

ନୂଆଦିଲ୍ଲୀ: ଏକ ଦୁର୍ଘଟଣା ମାମଲାକୁ ନେଇ ବଡ଼ ଘୋଷଣା ଶୁଣାଇଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଚାକିରି କରୁଥିବା ମହିଳାଙ୍କ ଠାରୁ ଗୃହିଣୀ ମହିଳା କିଛି କମ୍ ନୁହେଁ । ଗୋଟି ପରିବାର ପାଇଁ ଗୃହିଣୀ ମହିଳା ମଧ୍ୟ ଖୁବ…

ଚାଷୀ ସଂଠନ ସହ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ, ଆଲୋଚନା ସରାତ୍ମକ: କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଚାଷୀ ସଂଗଠନ ଏବଂ ସରକାରଙ୍କ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି । ଦେଶର ୩ ଜଣ କେନ୍ଦ୍ରମନ୍ତ୍ରୀ କୃଷକଙ୍କ ନେତାଙ୍କ ସହ ସେମାନଙ୍କ ଦାବି ନେଇ ଆଲୋଚନା କରିଛନ୍ତି । ଏହି ଆଲୋଚନା ସକରାତ୍ମକ…

(Video) କୁମ୍ଭୀର ଛୁଆକୁ କିସ୍ କରିବାକୁ ଚାହୁଁଥିଲେ ଏହି ବ୍ୟକ୍ତି, ବାହାରିଗଲା ମଜା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଅପଣ ବିଭିନ୍ନ ପ୍ରକାରର ଭିଡିଓ ଦେଖୁଥିବେ । କିଛି ଭିଡିଓରେ ଡ୍ୟାନ୍ସ କରୁଛନ୍ତି ତ, କିଛି ଭିଡିଓରେ ସିଙ୍ଗିଙ୍ଗ, ଏବଂ କିଛି ଭିଡିଓରେ ଦୁର୍ଘଟଣା । ଲୋକମାନେ ନିଜର ହବି ପାଇଁ କିଛି ବି…

(Video) ରୁଷ ଠାରୁ ତୈଳ କାହିଁକି କିଣୁଛି ଭାରତ, ଜୟଶଙ୍କର ଏପରି ଉତ୍ତର ଦେଲେ ହସିବାକୁ ଲାଗିଲେ ଆମେରିକା ବୈଦେଶିକ ମନ୍ତ୍ରୀ

ନୂଆଦିଲ୍ଲୀ: ଭାରତର ବୈଦେଶିକ ମନ୍ତ୍ରୀ ଡା.ଏସ ଜୟଶଙ୍କର ଶନିବାର ଦିନ ମ୍ୟୁନିଖ ସୁରକ୍ଷା ସମ୍ମିଳନୀରେ ସାମିଲ ହୋଇଥିଲେ । ଏହି ସମୟରେ ଏକ ପ୍ୟାନେଲର ଅଲୋଚନା ହେଉଥିବା ମଞ୍ଚରେ ଏସ ଜୟଶଙ୍କରଙ୍କ ସହ ଆମେରିକାର ବୈଦେଶିକ…

(Video)ବିନା ପାରାଚୁୁଟ୍‌ରେ ବିମାନରୁ ଡେଇଁ ଆକାଶରେ ଭୟାନକ ଷ୍ଟଣ୍ଟ ଦେଖାଇଲେ ବ୍ୟକ୍ତି, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ: ବିନା ପାରାଚୁଟ୍‌ରେ ଆକାଶରୁ ତଳକୁ ଡେଇଁବା ଯମରାଜଙ୍କପୁ ଆମନ୍ତ୍ରଣ କରିବା ସହ ସମାନ । କିନ୍ତୁ ଜଣେ ବ୍ୟକ୍ତି ଏପରି ପାଗଳାମୀ କରିଛନ୍ତି ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଜବରଦସ୍ତ ଭାଇରାଲ୍ ହେବାରେ…