Browsing Category

ଖବର

ପଦ ଛାଡ଼ିବାକୁ ନାହାଁନ୍ତି ରାଜି, ୯୨ ବର୍ଷରେ ଲଢ଼ିବେ ରାଷ୍ଟ୍ରପତି ନିର୍ବାଚନ

ନୂଆଦିଲ୍ଲୀ: ସବୁଠୁ ବୟସ୍କ ରାଷ୍ଟ୍ରପତି। ଏବେବି ମନରେ ଇଛା ରଖିଛନ୍ତି ପୁଣି ଥରେ ନିର୍ବାଚନ ଲଢ଼ିବେ। ସେ ୪୩ ବର୍ଷ କ୍ଷମତାରେ ଅଛନ୍ତି। ଏଥର ନିର୍ବାଚନରେ ବିଜୟୀ ହେଲେ ଶହେ ବର୍ଷ ପର୍ଯ୍ୟନ୍ତ ସେ ଆସନରେ ରହିବେ। ଏବେ…

କାହିଁକି ଚର୍ଚ୍ଚାରେ Non-Veg Milk, ଆମେରିକାର ଅବସ୍ଥା ଜାଣି ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: କିଛି ସମୟ ଧରି ନନଭେଜ ମିଲ୍କ ଶବ୍ଦଟି ସୋସିଆଲ ମିଡିଆ ଏବଂ ଖବର ଜଗତରେ ହଇଚଇ ସୃଷ୍ଟି କରିଛି । ଲୋକମାନେ ପ୍ରାୟତଃ ଏହି ନାମ ଶୁଣି ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ତେବେ କ୍ଷୀରକୁ ଶାକାହାରୀ କୁହାଯାଉଥିବା ବେଳେ…

BREAKING: ନ୍ୟାୟ ପାଇଁ ବିଜେଡିର ବିରୋଧ ପ୍ରଦର୍ଶନ, ପୋଲିସ-ବିଜେଡି କର୍ମୀ ମୁହାଁମୁହିଁ

ଭୁବନେଶ୍ୱର: ମୃତ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ବଢ଼ୁଛି ରାଜନୀତି ତାତି। ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ବିଜେଡି କର୍ମୀ। ଲୋୟର ପିଏମଜିରେ ବିଜେଡିର ବିରୋଧ ପ୍ରଦର୍ଶନ କରୁଛି । ଆନ୍ଦୋଳନ ବେଳେ ପୋଲିସ-…

ଚଳନ୍ତା ବସରେ ଛୁଆକୁ ଜନ୍ମ କଲା, ଝରକା ପଟେ ଫୋପାଡ଼ି ମାରିଦେଲା

ମହାରାଷ୍ଟ୍ର: ମା' ସାଜିଲା ପିଶାଚିନୀ! ଚଳନ୍ତା ବସରେ ଛୁଆକୁ ଜନ୍ମ ଦେଇ ଝରକା ପଟେ ଫୋପାଡ଼ି ମାରିଦେଲା। ଏଭଳି ଏକ ଘୃଣ୍ୟ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ରର ପରଭାନୀରେ। ଯେଉଁଠି ବସଟି ଚାଲୁଥିବା ସମୟରେ ଜଣେ ୧୯…

ଭାରତର ସବୁଠୁ ଧନୀ ଅଭିନେତା, ୭୫୦୦ କୋଟି ନେଟ୍‌ୱର୍ଥ ସହ ହଲିଉଡର ବ୍ରେଡ୍ ପିଟ୍‌ଙ୍କୁ ପଛରେ ପକାଇଲେ

ମୁମ୍ବାଇ: ଭାରତର ସବୁଠାରୁ ଧନୀ ଅଭିନେତା କିଏ। ଆପଣଙ୍କ ମନକୁ ଆଗେ ପ୍ରଶ୍ନ ଆସିବେ ମୁକେଶ ଅମ୍ବାନୀ ତ ଦେଶର ସବୁଠୁ ଧନୀ ବ୍ୟକ୍ତି ଏହା ପଛରେ କିଏ ସେହି ଅଭିନେତା। ସାଧାରଣତଃ ପ୍ରଶଂସକଙ୍କ ମନକୁ ଆସିପାରେ ଅମିତାଭ…

ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ, ଇଂଲଣ୍ଡରେ ୧୫ଟି ଛକା ସହିତ ୩୪ ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଲେ

ନୂଆଦିଲ୍ଲୀ: ବୈଭବ ସୂର୍ଯ୍ୟବଂଶୀ ପୁଣି ଥରେ କ୍ରିକେଟ ଇତିହାସରେ ନିଜ ନାମ ପଞ୍ଜିକୃତ କରିଛନ୍ତି । ଏଥର ସେ 34 ବର୍ଷର ପୁରୁଣା ବିଶ୍ୱ ରେକର୍ଡ ଭାଙ୍ଗିଛନ୍ତି । ବୈଭବ ସୂର୍ଯ୍ୟବଂଶୀ ମାତ୍ର 14 ବର୍ଷ ବୟସର । ସେ ଯେଉଁ…

ଏହି ଯୋଜନା କରିଦେବ ଲକ୍ଷପତି, ୨୧ ବର୍ଷର ଝିଅ ହୋଇଯିବ ୭୧ ଲକ୍ଷର ମାଲିକାଣୀ

ଓଡିଶାଭାସ୍କର: ଏହି ସରକାରୀ ଯୋଜନା କରିଦେବ ଲକ୍ଷପତି! ଆପଣଙ୍କ ଝିଅ 21 ବର୍ଷର ହେବା ମାତ୍ରେ ପାଇବେ 71 ଲକ୍ଷ ଟଙ୍କା। ଝିଅମାନଙ୍କ ସୁରକ୍ଷା, ସଶକ୍ତିକରଣ ଏବଂ ଶିକ୍ଷା ପାଇଁ ସରକାର ଅନେକ ଯୋଜନା କରିଛନ୍ତି। ଯଦି…

ରାସ୍ତାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ପ୍ରସଙ୍ଗ, ସୁପ୍ରିମକୋର୍ଟ କହିଲେ ‘ତୁମେ ସେମାନଙ୍କୁ ନିଜ ଘରେ କାହିଁକି ଖାଇବାକୁ…

ନୂଆଦିଲ୍ଲୀ : ମଙ୍ଗଳବାର ଦିନସୁ ପ୍ରିମକୋର୍ଟ ନୋଏଡାରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସମ୍ପର୍କରେ ଦାୟର ଏକ ଆବେଦନର ଶୁଣାଣି କରିଥିଲେ। ଆବେଦନରେ ଦାବି କରାଯାଇଥିଲା ଯେ କୁକୁରମାନଙ୍କୁ ଖାଇବାକୁ ଦେବା ପାଇଁ…

ସାବଧାନ… ବର୍ଷା ଦିନେ ଏହି ପରିବା ଶରୀରକୁ ପହଞ୍ଚାଇବ କ୍ଷତି

ନୂଆଦିଲ୍ଲୀ: ମୌସୁମୀ ବର୍ଷା ପ୍ରଚଣ୍ଡ ଗରମରୁ ମୁକ୍ତି ଦିଏ ଏବଂ ସବୁକିଛି ସବୁଜ କରିଥାଏ। କିନ୍ତୁ, ଏହା ଜଳବାହିତ ରୋଗ, ଜୀବାଣୁ ସଂକ୍ରମଣ ଏବଂ ପେଟ ଖରାପ ଭଳି ରୋଗର ବିପଦ ମଧ୍ୟ ଆଣିଥାଏ। ଏହି ଋତୁରେ, ଆମେ ପନିପରିବା…

ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ…

ଉତ୍ତରପ୍ରଦେଶ: 'ମୁଁ ଶୁଣିଛି ଯେ, ଟ୍ରେନ ଧକ୍କା ଦେଲେ ଲୋକମାନେ ମରିଯାଆନ୍ତି, ସେଥିପାଇଁ...', ଏପରି କଥା ୭ ବର୍ଷର ଝିଅଟିର ମୁହଁରୁ ଶୁଣି ପୋଲିସ ଆଶ୍ଚର୍ଯ୍ୟ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର…