Browsing Category

ଖବର

24 ବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ! ଏହି ଜିଲ୍ଲାରେ ପ୍ରବଳ ବର୍ଷିବ…

ଭୁବନେଶ୍ବର: ଝାଡ଼ଖଣ୍ଡ ଓ ସଂଲଗ୍ନବର୍ତ୍ତୀ ଅଞ୍ଚଳରେ ସୁଦୃଶ୍ୟ ଲଘୁଚାପ ଏବେ ଦକ୍ଷିଣ ବିହାରରେ ସକ୍ରିୟ ରହିଛି। ଆସନ୍ତା 24ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଦିଗରେ ଗତି କରି ଦୁର୍ବଳ ହେବାର ସମ୍ଭାବନା ରହିଛି। ଏହାର…

ହିଣ୍ଡନ୍ ବନ୍ଦରରୁ 8 ସହରକୁ ଇଣ୍ଡିଗୋର ବିମାନ ସେବା ଆରମ୍ଭ, ଜାଣନ୍ତୁ କେଉଁ ସହରକୁ କେତେବେଳେ ଭରିବ ଉଡ଼ାଣ …

ନୂଆଦିଲ୍ଲୀ: ଦେଶର ପ୍ରମୁଖ ବିମାନ କମ୍ପାନୀ ଇଣ୍ଡିଗୋର ବଡ଼ ଘୋଷଣା । 20 ଜୁଲାଇ, 2025ରୁ ଉତ୍ତରପ୍ରଦେଶ ଗାଜିଆବାଦର ହିଣ୍ଡନ୍ ବିମାନବନ୍ଦରରୁ ଦେଶର ୮ଟି ପ୍ରମୁଖ ସହରକୁ ସିଧାସଳଖ ବିମାନ ସେବା ଆରମ୍ଭ ହେବାକୁ ଯାଉଛି।…

ଗୁରୁଙ୍କୁ ଅସମ୍ମାନ ଅଭିଯୋଗ ପ୍ରସଙ୍ଗ: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ବ୍ୟାନ୍

ଭୁବନେଶ୍ବର: ଯାତ୍ରା କମେଡିଆନ୍ ଦୟାଙ୍କ ଉପରୁ ଉଠିଲା ନିଲମ୍ବନ । ଦୟାନିଧି ଉପାଧ୍ୟାୟଙ୍କ ଉପରୁ ନିଲମ୍ବନ ଉଠିଲା । ଭୁଲ ମାଗିବା ପରେ ନିଲମ୍ବନ ଉଠାଇଲା ମାଲିକ ସଂଘ । ଯାତ୍ରା ମାଲିକ ସଂଘ ସଭାପତିଙ୍କୁ ଭୁଲ ମାଗିଲେ…

ଜୋର ସେ NO ବୋଲ ଦୋ, ଲେକିନ ମେରି ଆଦତ ହୈ, କାହିଁକି ଗିଲଙ୍କୁ ପଡ଼ିଆ ମଝିରେ ଏମିତି କହିଲେ ଜୟସ୍ୱାଲ

ଇଂଲଣ୍ଡ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ଭଲ ପ୍ରଦର୍ଶନ କରିଛନ୍ତି।  ଯଶସ୍ୱୀ ଜୟସ୍ୱାଲ ଏବଂ ଶୁଭମନ ଗିଲ୍ ଏକ ବିଶାଳ ସ୍କୋର କରିବା ସହ ଦୁହେଁ ଶତକ ହାସଲ କରିଛନ୍ତି। ଏହି…

ବଢ଼ିଲା ଓମଫେଡ୍ କ୍ଷୀର ଦାମ୍, ୫୨ ଟଙ୍କାରୁ ୫୪ ଟଙ୍କାରେ ପହଞ୍ଚିଲା କ୍ଷୀର ଲିଟର

ଭୁବନେଶ୍ୱର: ଲାଗୁ ହେଲା ନୂଆ ଦର। ବଢ଼ିଲା ଓମଫେଡ୍ କ୍ଷୀରର ଦାମ୍। ଓମଫେଡ୍ କ୍ଷୀର ଲିଟର ପ୍ରତି ଦାମ୍ ବୃଦ୍ଧି। ବଜାରକୁ ଆସିଲା ଓମଫେଡର ନୂଆ ଦର।  ପ୍ରିମିୟର ଓ ଟୋନ୍ଡ କ୍ଷୀର ଲିଟର ପିଛା ୨ ଟଙ୍କା ବୃଦ୍ଧି।  ଗୋଲ୍ଡ…

ଜନ୍ମଦିନରେ କାନ୍ଦିଲେ ରାଷ୍ଟ୍ରପତି ମୁର୍ମୁ, କାରଣ ଜାଣିଲେ ହେବେ ତାଜୁବ !

ନୂଆଦିଲ୍ଲୀ: ଗତକାଲି ଥିଲା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । 67ତମ ଜନ୍ମଦିନରେ ଉତ୍ତରାଖଣ୍ଡର ତିନି ଦିନିଆ ଗସ୍ତରେ ଅଛନ୍ତି ମୁର୍ମୁ। ତେବେ ତାଙ୍କର ଏକ ଭାବପ୍ରବଣ ହୋଇ କାନ୍ଦୁଥିବା ଭିଡିଓ ଭାଇରାଲ ହୋଇଛି।…

ଆଜି ଯୋଗିନୀ ଏକାଦଶୀ, ଏହି ମନ୍ତ୍ର ଜପନ୍ତୁ ଦୂର ହୋଇଯିବ ସବୁ ବାଧା ବିଘ୍ନ

ଓଡ଼ିଶାଭାସ୍କର: ଆଜି ହେଉଛି ଯୋଗିନୀ ଏକାଦଶୀ। ହିନ୍ଦୁ ଧର୍ମରେ ଯୋଗିନୀ ଏକାଦଶୀକୁ ବହୁତ ଶୁଭ ବୋଲି ବିବେଚନା କରାଯାଏ।  ଏହି ଦିନ ଭଗବାନ ବିଷ୍ଣୁଙ୍କୁ ପୂଜାର୍ଚ୍ଚନା କରାଯାଏ। ଏହା ପ୍ରତିବର୍ଷ ଆଷାଢ଼ ମାସର କୃଷ୍ଣ…

ତୃତୀୟ ଦିନରେ ବି ଜାରି ରହିଛି ଆୟକର ଚଢାଉ, ନବ ଦାସ ସହଯୋଗୀଙ୍କ ଟ୍ରାନ୍ସପୋର୍ଟ ଅଫିସରେ ରେଡ୍

ସୁନ୍ଦରଗଡ଼: ତୃତୀୟ ଦିନରେ ଘାଣ୍ଟୁଛି ଆୟକର ବିଭାଗ । ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢାଉ ଜାରି । ସମ୍ବଲରପ, ସୁନ୍ଦରଗଡ଼, ଭୁବନେଶ୍ବର ଓ ଦିଲ୍ଲୀ ଟିମର ମିଳିତ ଚଢାଉ ଜାରି ରହିଛି । ନବ ଦାସଙ୍କ ବ୍ୟବସାୟୀ ସହଯୋଗୀଙ୍କ…

ସୁବର୍ଣ୍ଣରେଖାରେ ବନ୍ୟା; ଗାଁ ଭିତରକୁ ପଶିଲା ପାଣି, ପ୍ରଶାସନ ଉପରେ ବର୍ଷିଲେ ଲୋକେ

ବସ୍ତା: ସୁବର୍ଣ୍ଣରେଖା ନଦୀରେ ବନ୍ୟା । ଗାଁ ଭିତରକୁ ମାଡ଼ି ଆସିଲା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଆସିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ…

ଗୋପାଳପୁରରେ ପୁଣି ଲଜ୍ଜା, ଗୋଟେ ମାମଲାର ସମାଧାନ ନହେଉଣୁ ଆଉ ଏକ ମାମଲା ମୁଣ୍ଡ ଟେକିଲାଣି

ଗୋପାଳପୁର:  ଗୋପାଳପୁରରେ ପୁଣି ଲଜ୍ଜା। ରାସ୍ତାରେ ମହିଳାଙ୍କୁ ଅସଦାଚରଣ ଅଭିଯୋଗ। ଗୋପାଳପୁର-ଦିଗିପୁର ରାସ୍ତାରେ ଅସଦାଚରଣ ଅଭିଯୋଗ। ଗୋପାଳପୁର ଥାନାରେ ଅଭିଯୋଗ କଲେ ମହିଳା। ତେବେ କିଛି ଦିନ ପୂର୍ବରୁ ଅର୍ଥାତ୍…