Browsing Category

ଖବର

ଇଣ୍ଡିଆ vs ଇଂଲଣ୍ଡ ଟେଷ୍ଟ ମ୍ୟାଚ୍, ଟସ୍ ଜିତିଲା ଇଂଲଣ୍ଡ, ପ୍ରଥମେ ବ୍ୟାଟିଂ କରିବ ଭାରତ

ନୂଆଦିଲ୍ଲୀ: ହେଡିଙ୍ଗଲିରେ ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ। ଟସ୍ ଜିତିଲା ଇଂଲଣ୍ଡ। ପ୍ରଥମେ ବ୍ୟାଟିଂ କରିବ ଟିମ୍ ଇଣ୍ଡିଆ। ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ଟିମ୍ ଇଂଲଣ୍ଡର ନିଷ୍ପତ୍ତି। ସେପଟେ ଟେଷ୍ଟ ଡେବ୍ୟୁ…

ବିଦ୍ୟୁତ ଖୁଣ୍ଟରୁ ଛିଡ଼ିଲା ତାର, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-କିରୋଣ୍ଡଲ ଏକ୍ସପ୍ରେସ୍

କୋରାପୁଟ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ବିଶାଖାପାଟଣା-କିରୋଣ୍ଡଲ ଏକ୍ସପ୍ରେସ୍ । ନନ୍ଦପୁର ଥୁବା ଗାଁ ନିକଟରେ ଛିଡ଼ିଲା ବିଦ୍ୟୁତ ତାର । 6ଟି ବିଦ୍ୟୁତ ଖୁଣ୍ଟରୁ ତାର ଛିଡ଼ିବାରୁ ଅଟକିଲା ଟ୍ରେନ । ଅଳ୍ପକେ…

65 ବର୍ଷିୟ ବୃଦ୍ଧଙ୍କ କମାଲ; ଯେମିତି ବି ଫିଙ୍ଗିଲେ ହୋଇଯାଏ ରଙ୍ଗୋଲି, ମାସେ ପୂର୍ବରୁ କରିବାକୁ ପଡ଼େ ବୁକ୍

ଭୋପାଳ: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲା କଳା, ସଂସ୍କୃତି ଏବଂ ସୃଜନଶୀଳତାର ଏକ ଚମତ୍କାର କେନ୍ଦ୍ର ପାଲଟିଛି। କିନ୍ତୁ ଏଥର ଆଲୋଚନାର କେନ୍ଦ୍ର ହେଉଛନ୍ତି ଜଣେ 65 ବର୍ଷୀୟ ବୃଦ୍ଧ ରୂପ ସିଂହ ଚୋପ୍ରା । ଯାହାଙ୍କ…

IAS ବିଷ୍ଣୁପଦଙ୍କ ପାଇଁ ବଢ଼ିଲା ଅଡୁଆ

ଓଡିଶାଭାସ୍କର: IAS ବିଷ୍ଣୁପଦଙ୍କ ପାଇଁ ବଢ଼ିଲା ଅଡୁଆ। ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ। 10 ଲକ୍ଷ ଟଙ୍କା ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ଘରେ ରେଡ କରିଥିଲା CBI। ଲାଞ୍ଚ ନେଇ ଏବେ ବହୁତ ବଡ ବଡ…

ଅଜବ ପ୍ରେମ କାହାଣୀ, ନିଜ ପ୍ରେମିକା ସହିତ ପୁଅକୁ ବାହା କରେଇବା ପାଇଁ ଯୋଜନା କରିଥିଲା ବାପା, ସତ ଜଣାପଡିବା ପରେ ନିଜେ ବାହା ହୋଇଗଲା

ନୂଆଦିଲ୍ଲୀ: ଜଣେ ବାପା ମଧ୍ୟ ଅଛନ୍ତି ଯିଏ ତାଙ୍କ ପ୍ରେମିକାକୁ ତାଙ୍କ ପୁଅର ସ୍ତ୍ରୀ କରିବାକୁ ଯୋଜନା କରିଥିଲେ । ଯାହାଦ୍ୱାରା ତାଙ୍କ ପ୍ରେମ ସମ୍ପର୍କ ଲୁଚି ରହିବ ଏବଂ ପରିବାରର କେହି କିଛି ସନ୍ଦେହ କରିବେ ନାହିଁ…

ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ଛାତ୍ର ଆହତ

କେନ୍ଦୁଝର: ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ଛାତ୍ର ଆହତ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଘଟଗାଁ ଦେଓଘର ପ୍ରାଥମିକ ସ୍କୁଲରେ। ପାଠ ପଢ଼ୁଥିବା ସମୟରେ ସ୍କୁଲ ଛାତରୁ ପ୍ଳାଷ୍ଟର ଖସି ଜଣେ…

ମାତ୍ର କେଇ ଘଣ୍ଟାର ଅପେକ୍ଷା, ଆସିବେ ମୋଦୀ, ଓଡ଼ିଶାକୁ 19 ହଜାର କୋଟିର ଦେବେ ଭେଟି

ଭୁବନେଶ୍ବର: ଓଡ଼ିଶାରେ ମୋହନ ସରକାରକୁ ବର୍ଷେ । ଆଜି (ଶୁକ୍ରବାର) ଜନତା ମଇଦାନରେ ଏକ ବର୍ଷ ପୂର୍ତ୍ତି ଅବସରରେ ଭବ୍ୟ କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ରାଜ୍ୟ ସରକାର । ଯେଉଁଥିରେ ମୁଖ୍ୟ ଅତିଥି ହେବେ ପ୍ରଧାନମନ୍ତ୍ରୀ…

ଏଣିକି ଦୁଇଚକିଆ କିଣିଲେ ମିଳିବ 2ଟି ହେଲମେଟ! ବର୍ଷା ହେଲେ ବି ସ୍ଲିପ ହେବନି ଗାଡ଼ି

ନୂଆଦିଲ୍ଲୀ: ଦୁଇ ଚକିଆ ଯାନର ଚାଳକଙ୍କ ସେଫ୍ଟି ପାଇଁ ସରକାର ଏକ ନୂଆ ନିୟମ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । 2026 ଜାନୁଆରୀ ୧ତାରିଖ ଠାରୁ, ଭାରତରେ ବିକ୍ରି ହେଉଥିବା ସମସ୍ତ ନୂତନ ଦୁଇଚକିଆ ଯାନ ଇଞ୍ଜିନର ଆକାର…

ଆମେରିକା ଯିବନି ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ AI-171ର ବ୍ଲାକ୍ ବକ୍ସ, ଖଣ୍ଡନ କଲେ ସରକାର

ନୂଆଦିଲ୍ଲୀ: ଆମେରିକା ଯିବନି ଅହମ୍ମଦାବାଦର ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ AI-171 ବିମାନର ବ୍ଲାକ୍ ବକ୍ସ । ଗତକାଲି ବିମାନର ବ୍ଲାକ ବକ୍ସକୁ ଆମେରିକା ପଠାଯିବା ପାଇଁ ଆସିଥିବା ଖବରକୁ ଖଣ୍ଡନ କଲେ ସରକାର । ଏୟାର…

(Video) ଏପରି ପୁଅ କାହାକୁ ନମିଳୁ.. ଛୁରୀ ଧରି ଦୋକନରେ ପଶି ବାପାକୁ 15ଥର ଭୁସିଲା

ନୂଆଦିଲ୍ଲୀ: ପୁଅ ସାଜିଲା ଶତ୍ରୁ । ଛତିଶଗଡ଼ର ବାଲୋଦାବଜାରରେ ଜଣେ ଦୋକାନୀଙ୍କୁ ଦିନ ଦ୍ବିପହରରେ ଆକ୍ରମଣ କରାଯାଇଛି । ପୁଅ ହିଁ ତାଙ୍କୁ ଛୁରୀରେ ଆକ୍ରମଣ କରିଥିଲା । ମଦ୍ୟପାନ କରିଥିବା ବ୍ୟକ୍ତି ଜଣକ ତାଙ୍କ…