Browsing Category

ଖବର

SBI କ୍ରେଡିଟ୍ କାର୍ଡ ଧାରୀଙ୍କୁ ଝଟକା, ଜୁଲାଇ 15ରୁ ଆଉ ମିଳିବନି ବିମାନ ବୀମା ଟଙ୍କା

ନୂଆଦିଲ୍ଲୀ:  SBI ର ବଡ଼ ନିଷ୍ପତ୍ତି । ଅନେକ ପ୍ରିମିୟମ କାର୍ଡରୁ ହଟାଇଲା ବିମାନ ଦୁର୍ଘଟଣା ଜନିତ ବୀମା ସୁରକ୍ଷା । ଯାହା ସିଧାସଳଖ ଲକ୍ଷ ଲକ୍ଷ କାର୍ଡଧାରୀଙ୍କ ଉପରେ ପ୍ରଭାବ ପକାଇଛି । ଭାରତୀୟ ଷ୍ଟେଟ୍ ବ୍ୟାଙ୍କ…

ଅହମ୍ମଦାବାଦ ବିମାନ ଦୁର୍ଘଟଣା, ସବୁକିଛି ଜଳିଗଲା, ହେଲେ ଆଣ୍ଠୁଆ ଗୋପାଳଙ୍କ ମୂର୍ତ୍ତିର ପାଖ ମାଡ଼ିଲାନି ନିଆଁ

ଅହମ୍ମଦାବାଦ: ଅହମ୍ମଦାବାଦ ବିମାନ ଦୁର୍ଘଟଣା, ଯଦି ଧରାଯାଏ ଏହା ଇତିହାସର ସବୁଠାରୁ ବଡ଼ ବିମାନ ଦୁର୍ଘଟଣା ବୋଲି ଧରାଯିବ। ଯାହାକି ଆଖି ପିଛୁଳାକେ ସବୁକିଛି ଛାରଖାର କରିଦେଇଥିଲା। ପାଖାପାଖି ୩୦୦ ପରିବାରକୁ ଛାରଖାର…

ହାଇଦ୍ରାବାଦ ବେଗମପେଟ୍ ବିମାନବନ୍ଦରକୁ ବୋମା ଧମକ, ସର୍ଚ୍ଚ ଅପରେସନ ଜାରି

ହାଇଦ୍ରାବାଦ: ପୁଣି ବିମାନବନ୍ଦରକୁ ବୋମାରେ ଉଡାଇ ଦେବାକୁ ଆସିଲା ଧମକ । ହାଇଦ୍ରାବାଦ ବେଗମପେଟ ଏୟାରପୋର୍ଟରେ ବୋମା ଥିବା ନେଇ ଇମେଲରେ ଧମକ ପରେ ସବୁଆଡ଼େ ହାଇଆଲର୍ଟ ଜାରି ହୋଇଛି । ବୋମା ଧମକ ମିଳିବା ପରେ ଚାରିଆଡ଼େ…

କେଦାରନାଥ ଯାତ୍ରା ବେଳେ ଅଘଟଣ, ଘାଇରେ ପଡ଼ି ୨ ତୀର୍ଥଯାତ୍ରୀଙ୍କ ମୃତ୍ୟୁ, ୩ ଗୁରୁତର

ଉତ୍ତରାଖଣ୍ଡ: କେଦାରନାଥ ଯାତ୍ରା ପାଲଟିଲା ଶେଷ ଯାତ୍ରା। ମହାଦେବଙ୍କ ଦର୍ଶନ ପାଇଁ ଯିବାବେଳେ ଘଟିଲା ବଡ଼ ଅଘଟଣ। ଘାଇକୁ ଖସି ପଡ଼ିଲେ ତାର୍ଥଯାତ୍ରୀ। ତେଣୁ ୨ ଜଣଙ୍କର ମୃତ୍ୟୁ ହେବା ସହ ୩ ଜଣ ଗୁରୁତର ହୋଇଛନ୍ତି।…

କେଉଁ ବୟସରେ ପିଲା କେତେ ଘଣ୍ଟା ଶୋଇବା ଉଚିତ? ବିଶେଷଜ୍ଞ କହିଲେ ଉତ୍ତର

ନୂଆଦିଲ୍ଲୀ: ପିଲାଙ୍କଠାରୁ ବୟସ୍କ ପର୍ଯ୍ୟନ୍ତ, ଭଲ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ ବହୁତ ଗୁରୁତ୍ୱପୂର୍ଣ୍ଣ । ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ସୁଦୃଢ଼ ​​କରିବାରେ ନିଦ ଗୁରୁତ୍ୱପୂର୍ଣ୍ଣ ଭୂମିକା…

Emotional Video: ସ୍ତ୍ରୀଙ୍କୁ ଗହଣାଦେବା ପାଇଁ ସହର ଆସିଥିଲେ ୯୩ ବର୍ଷର ଜେଜେ, ପାଖରେ ଥିଲା ମାତ୍ର ୧୧ ଶହ ଟଙ୍କା, ପରେ ଦୋକାନୀ ଯାହା କଲେ..

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ଭିଡିଓ ଭାଇରାଲ ହେଉଛି, କିଛି ଭିଡିଓ ଏପରି ଅଛି ଯାହା ଆମକୁ ଇମୋସନାଲ କରାଇଦିଏ। ଏମିତି ଏକ ଭିଡିଓ ବର୍ତ୍ତମାନ ଭାଇରାଲ ହେଉଛି, ଯାହାକୁ ଆପଣ ଦେଖିଲେ, ହୋଇଯିବେ…

ସୁବ୍ରତ ସେନାପତିଙ୍କୁ ଯୁବ ପୁରସ୍କାର ଓ ରାଜକିଶୋର ପାଢୀଙ୍କୁ ମିଳିବ ବାଳ ସାହିତ୍ୟ ପୁରସ୍କାର

ନୂଆଦିଲ୍ଲୀ: କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ଚଳିତ ବର୍ଷର ବାଲ୍‌ ସାହିତ୍ୟ ଓ ଯୁବ ପୁରସ୍କାର ଘୋଷଣା କରାଯାଇଛି  । ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏହା ଗୌରବର ମୁହୂର୍ତ୍ତ କାରଣ ଦୁଇ ଜଣ ବିଶିଷ୍ଟ ଓଡ଼ିଆ ସାହିତ୍ୟିକ…

ଦିନ ଦ୍ବିପହରେ ଯୁବକଙ୍କ ଗଳା କାଟି ହତ୍ୟା

କଟକ: ଦିନ ଦ୍ବିପହରେ ଯୁବକଙ୍କୁ ଗଳା କାଟି ହତ୍ୟା। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକର ସିଡିଏ ମାର୍କେଟ କମ୍ପ୍ଲେକ୍ସଠାରେ। କିଏ କଲା କାହିଁକି କଲା କାରଣ ଅସ୍ପଷ୍ଟ ଥିବାବେଳେ ପୋଲିସ ଏହାର ତଦନ୍ତ କରୁଛି।…

FASTag: ନୀତିନ ଗଡକରୀଙ୍କ ବଡ଼ ଘୋଷଣା, 3000 ଟଙ୍କାର ବାର୍ଷିକ ପାସ୍ ଆରମ୍ଭ

ନୂଆଦିଲ୍ଲୀ: ଟୋଲ ପାସକୁ ନେଇ ଆଜି ଏକ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ । ଭାରତ ସରକାରଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା ଅନୁଯାୟୀ, ୧୫ ଅଗଷ୍ଟ ୨୦୨୫ରୁ ମାତ୍ର ୩,୦୦୦ ଟଙ୍କା ମୂଲ୍ୟରେ FASTag…

କରେଣ୍ଟ ଲାଗି ଚାଲିଗଲା ଜୀବନ

କେନ୍ଦ୍ରାପଡା: କରେଣ୍ଟ ଲାଗି ଯୁବକଙ୍କ ମୃତ୍ୟୁ। ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ାର ସଦର ଥାନା ନରିଲୋ ଗାଁରେ। ଟାଙ୍କି ସଫା କଲାବେଳେ ଯୁବକଙ୍କୁ ଲାଗିଥିଲା କରେଣ୍ଟ, ଯାହାଫଳରେ ତାଙ୍କର ମୃତ୍ୟୁ…