Browsing Category

ଖବର

20 ଫୁଟ ତଳକୁ ଖସିଲା ଟ୍ରକ, ଡ୍ରାଇଭର ଗୁରୁତର

ରାୟଗଡା: 20 ଫୁଟ ତଳକୁ ଖସିଲା ଟ୍ରକ। ରାୟଗଡାର ଚାନ୍ଦିଲି ଥାନା ମୁକୁନ୍ଦପୁର ଘାଟିରେ ଘଟିଯାଇଛି ଏହି ବଡ ଧରଣର ଦୁର୍ଘଟଣା। ଏହି ଘାଟିରେ ବସ ନିଜର ଭାରସାମ୍ୟ ହରାଇ 20 ଫୁଟ ତଳକୁ ଖସିଯାଇଛି। ଯେଉଁଥିରେ ଡ୍ରାଇଭର…

ଭୂତଙ୍କ ଆଡ୍ଡାସ୍ଥଳୀ, ରୁହନ୍ତି 30ରୁ ଅଧିକ ଭୁତ, ଭୁଲରେ ବି ଯାଆନ୍ତୁନି, ନଚେତ…

ବ୍ରିଟେନ: ଭୂତଙ୍କ ଆଡ୍ଡାସ୍ଥଳୀ, ରୁହନ୍ତି 30ରୁ ଅଧିକ ଭୁତ। ରାତିହେଲେ ଶୁଭେ ଚାଲିବା ଶବ୍ଦ। ଭୂତଙ୍କ ଆଡ୍ଡାସ୍ଥଳୀ କହିଲେ ବ୍ରିଟେନର ଗ୍ଲାଷ୍ଟନବରୀକୁ ବୁଝାଏ। ଏହାକୁ ବ୍ରିଟେନର ରହସ୍ୟମୟ ରାଜଧାନୀ କୁହାଯାଉଥିବାବେଳେ…

ଏୟାର ଇଣ୍ଡିଆ ଦୁର୍ଘଟଣା ପଛରେ ତୁର୍କୀର ହାତ ! କାହିଁକି ଏପରି ଦାବି କଲେ ବାବା ରାମଦେବ?

ନୂଆଦିଲ୍ଲୀ: କାହିଁକି କ୍ରାସ୍ ହେଲା ଏୟାର ଇଣ୍ଡିଆର ଅତ୍ୟାଧୁନିକ ବିମାନ 171 ? ଟେକ୍‌ ଅଫ୍‌ର ମାତ୍ର 32 ସେକେଣ୍ଡରେ ଇଞ୍ଜିନରେ କେମିତି ହେଲା ଗଡ଼ବଡ଼ ? ଅହମ୍ମଦାବାଦରେ ଭୟାବହ ବିମାନ ଦୁର୍ଘଟଣାର ଏବେ ଚାଲିଛି କାରଣ…

ଲୁଟ! ବନ୍ଧୁକ ଦେଖାଇ ନେଇଗଲେ 12 ଭରି ସୁନା

ସୁନ୍ଦରଗଡ: ବନ୍ଧୁକ ଦେଖାଇ ସୁନା ଗହଣା ଲୁଟିନେଲେ ଦୁର୍ବୁତ୍ତ। ଏହି ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡର ସଦର ଥାନା କନ୍ଦାବାହାଲ ଗାଁରେ। ବିଳମ୍ବିତ ରାତିରେ 7ଜଣ ମୁଖାପିନ୍ଧା ଦୁର୍ବୁତ୍ତ ଘରେ ପରି ଘର ଲୋକଙ୍କୁ…

ପହିଲି ରଜ ପରଠାରୁ ଏହି 5 ରାଶିରେ ଲାଗିବ ଲଟେରୀ, ଆକସ୍ମିକ ହେବ ଧନ ବର୍ଷା !

ଓଡ଼ିଶା ଭାସ୍କର: ରଜ ସଂକ୍ରାନ୍ତି 15 ଜୁନ୍ 2025 ସକାଳ 6 ଟା 52 ମିନିଟରେ ଗ୍ରହମାନଙ୍କର ରାଜା ସୂର୍ଯ୍ୟ ବୃଷ ରାଶିରୁ ମିଥୁନ ରାଶିକୁ ଚଳନ କରିଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ଆତ୍ମା, ଆତ୍ମବିଶ୍ୱାସ,…

Happy Fathers Day, ବାପାଙ୍କ ପାଇଁ ଦିନଟିଏ

ଓଡିଶା ଭାସ୍କର: ଆଜି ହେଉଛି ଜୁନ 15 ( Fathers Day)। ଏହି ଦିନ ସମସ୍ତ ବାପା ମାନଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ। ଗୋଟେ ପରିବାରରେ ସବୁବେଳେ ଜଣେ ବାପା ମୁଖ୍ୟ ହୋଇଥାନ୍ତି। ସବୁ ବିପଦ ଆପଦକୁ ପ୍ରଥମେ ସେ ହିଁ ସାମ୍ନା…

ବାଙ୍କୀରେ ବ୍ୟାପୁଛି ଝାଡ଼ାବାନ୍ତି, 50ରୁ ଉର୍ଦ୍ଧ୍ବ ଆକ୍ରାନ୍ତ

କଟକ: ବାଙ୍କୀ ଘୋଳପୁରରେ ଝାଡ଼ାବାନ୍ତି । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । 50ରୁ ଅଧିକ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 13 ଆକ୍ରାନ୍ତଙ୍କୁ ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଖବର ପାଇବା ପରେ…

ଯୁବକଙ୍କୁ ତଣ୍ଟି ଚିପି ହତ୍ୟା, 2 ଅଭିଯୁକ୍ତ ଅଟକ

ବଲାଙ୍ଗୀର: ଯୁବକଙ୍କୁ ତଣ୍ଟିଚିପି ହତ୍ୟା। ଏହି ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲାର ପାଟଣାଗଡ଼ ଅନ୍ତର୍ଗତ ଖପ୍ରାଖୋଲ ଥାନା ଦେଦର୍ହ ଗାଁରେ। ସାମାନ୍ୟ ମୋବାଇଲ ଛଡାଇ ନେଇଯିବାରୁ ଜଣେ ଯୁବକଙ୍କୁ ଗାଳି ଗୁଲଜ କରି…

ଇରାନ-ଇସ୍ରାଏଲ ଉତ୍ତେଜନାକୁ ନେଇ ଆଲର୍ଟରେ ଆମେରିକା, ନିଜ ନାଗରିକଙ୍କୁ ତୁରନ୍ତ ଇରାନ ଛାଡିବାକୁ ନିର୍ଦ୍ଦେଶ

ୱାଶିଂଟନ: ଇରାନ-ଇସ୍ରାଏଲ ମଧ୍ୟରେ ଚାଲିଛି ଘମାଘୋଟ ଯୁଦ୍ଧ । ଏହାକୁ ଦୃଷ୍ଟିରେ ରଖି, ଆମେରିକା ତାର ନାଗରିକଙ୍କ ପାଇଁ ଏକ ପରାମର୍ଶ ଜାରି କରିଛି। ଏହି ପରାମର୍ଶରେ କୁହାଯାଇଛି ଯେ, ବର୍ତ୍ତମାନ ଇରାନରେ ଥିବା ସମସ୍ତ…

ପୁଣିଥରେ ହେଲିକପ୍ଟର ଦୁର୍ଘଟଣା, 7 ମୃତ

ଉତ୍ତରାଖଣ୍ଡ: ଆର୍ଯ୍ୟାନ ଏଭିଏସନର ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ । ଗୁପ୍ତକାଶୀକୁ ଯାଉଥିବା ସମୟରେ କେଦାରନାଥ ନିକଟରେ ଥିବା ଗୌରୀକୁଣ୍ଡ ଜଙ୍ଗଲରେ ଘଟିଯାଇଛି ଏହି ଦୁର୍ଘଟଣା। ଏଥିରେ ପାଇଲଟଙ୍କ ସମେତ 7ଜଣ ଯାତ୍ରୀ…