Browsing Category

ଖବର

ଭୁଲରେ ବି କଞ୍ଚା ଖାଆନ୍ତୁ ନାହିଁ ଏହି 11ଟି ଖାଦ୍ୟ, ଶରୀରକୁ ପହଞ୍ଚିବ ବଡ଼ କ୍ଷତି

ଓଡ଼ିଶା ଭାସ୍କର: ବଞ୍ଚିରହିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ଚିକିତ୍ସାବିତଙ୍କ ମତରେ ସବୁଜ ପନି ପରିବା ସ୍ୱାସ୍ଥ୍ୟ ପାଇଁ ବହୁତ ହିତକାରୀ ହୋଇଥାଏ । କିନ୍ତୁ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କଞ୍ଚା ଖାଇବା ଦ୍ଵାରା…

କେଉଁ ରୋଗ ହେଲେ ଆଖି ତଳ କଳା ପଡିଥାଏ, କଣ କୁହନ୍ତି ବିଶେଷଜ୍ଞ, ଜାଣିବାକୁ ଦେଖନ୍ତୁ

ଓଡିଶା ଭାସ୍କର: ଆଖି ତଳ କଳା ପଡିବ ଏକ ସାଧାରଣ ସମସ୍ୟା ହୋଇଗଲାଣି। ଏହା କେବଳ ସୌନ୍ଦର୍ଯ୍ୟକୁ ପ୍ରଭାବିତ କରିନଥାଏ ବରଂ କେତେକାଂଶରେ ଏହା ଆତ୍ମବିଶ୍ୱାସକୁ ମଧ୍ୟ ପ୍ରଭାବିତ କରିଥାଏ। ତେବେ ଏହି ଦାଗ ହେବାର ଅନେକ କାରଣ…

ପଦ୍ମପୁର ଥାନା ଅଞ୍ଚଳରେ ଅଘଟଣ, ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା

ପଦ୍ମପୁର: ପହିଲି ରଜରେ ଅଘଟଣ । ସ୍ତ୍ରୀକୁ ଟାଙ୍ଗିଆରେ ହାଣି ସ୍ବାମୀର ଆତ୍ମହତ୍ୟା । ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଭେଉଁରିଆ ଗାଁରେ ଅଘଟଣ । ମହିଳାଙ୍କୁ ଗଭୀର ଆଘାତ ଲାଗିଥିବା ବେଳେ ତାଙ୍କୁ ଗୁରୁତର ଅବସ୍ଥାରେ…

ଅଜବ ବାହାଘର, ଫୁଲମାଳ ବଦଳରେ ବେକରେ ପଡିଲା ସାପମାଳ

ଓଡିଶା ଭାସ୍କର: ବର କନ୍ୟାଙ୍କ ବେକରେ ଫୁଲ ମାଳ ବଦଳରେ ପଡିଲା ସାପ ମାଳ। ଶୁଣିକି ଆଶ୍ଚର୍ଯ୍ୟ ଲାଗୁଛି ନା? ଆଜ୍ଞା ହଁ, ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି…

ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ

ତେହରାନ: ଇରାନର ରାଜଧାନୀ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ପ୍ରମୁଖ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ପରେ ଅବଦୋଲରହିମ୍ ମୁସାଭି ହେଲେ ଇରାନର ନୂଆ ସାମରିକ ମୁଖ୍ୟ । ଇରାନର ସର୍ବୋଚ୍ଚ ନେତା ଅଲି ଖାମେନି ଗତକାଲି ନୂତନ…

ଆଜି ପହିଲି ରଜ, ପୋଡ଼ ପିଠା ବାସ୍ନାରେ ମହକୁଛି ଗାଁ ଠୁ ସହର

ଭୁବନେଶ୍ବର: ଆଜି ପହିଲି ରଜ । ଆମ ମାଟିର ପର୍ବ ରଜକୁ ନେଇ ଗାଁରୁ ସହର , ସବୁ ଉତ୍ସବମୁଖର । ସବୁଠି ଦୋଳି ଖେଳ, ବିଭିନ୍ନ ପ୍ରକାର ପ୍ରତିଯୋଗୀତା ସହିତ ପିଠା ମିଠାର ଆସର । ବିଶେଷ କରି ରଜ ଅବସରରେ ଭଳି କି ଭଳି ପିଠା…

ଟାଟା ଗ୍ରୁପ୍ ଇତିହାସରେ କଳାର ଦିନ, ବିମାନ ଦୁର୍ଘଟଣାର ଗୋଟିଏ ଦିନ ପରେ ଏମିତି କହିଲେ ଚେୟାରମ୍ୟାନ୍

ଟାଟା ଗ୍ରୁପର ଅଧ୍ୟକ୍ଷ ଏନ. ଚନ୍ଦ୍ରଶେଖରନ ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବାର ଗୋଟିଏ ଦିନ ପରେ ଶୁକ୍ରବାର ଏହା କହିଛନ୍ତି ଯେ,ଯଦିଓ ଏହା ଏକ କଷ୍ଟକର ସମୟ, ଏହି ଗ୍ରୁପ ତାର ଦାୟିତ୍ୱ ନିର୍ବାହ…

ଲିଜ୍ ଜମିର କମିଲା କନଭରସେସନ ଫି, ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର ଦେବେ ମାତ୍ର 3%

ଭୁବନେଶ୍ବର: ଲିଜ୍ ଜମିକୁ ଫ୍ରି ହୋଲ୍ଡ କରିବାକୁ କମିଲା କନଭରସେସନ୍ ଫି । ଏଣିକି ଜମିର ବେଞ୍ଚ ମାର୍କ ମୂଲ୍ୟର 3% ଦେବାକୁ ପଡ଼ିବ । ପୂର୍ବରୁ 10 ପ୍ରତିଶତ କନଭରସେସନ୍ ଫି ଦେବାକୁ ପଡ଼ୁଥଲା । ଏନେଇ ସାଧାରଣ ପ୍ରଶାସନ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା, 8 ମହିଳାଙ୍କ ସମେତ ଅଛନ୍ତି 30 ଯାତୀ

ବ୍ରହ୍ମଗିରି: ମଝି ଚିଲିକାରେ ପୁଣି ଫସିଲା ଯାତ୍ରୀବାହୀ ଡଙ୍ଗା । ଡଙ୍ଗାରେ ଅଛନ୍ତି 30 ଜଣ ଯାତ୍ରୀ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଡଙ୍ଗା ଫସିରହିଥିବା ସୂଚନା । ସାତପଡ଼ାରୁ ଜହ୍ନିକୁଦାକୁ ଯାତ୍ରୀ ନେଇ ଯାଉଥିଲା ଡଙ୍ଗା…

ସିଙ୍ଗିଲ ୱିଣ୍ଡୋରେ 17 ପ୍ରକଳ୍ପକୁ ମଞ୍ଜୁରୀ; 3,878 କୋଟିର ହେବ ପୁଞ୍ଜି ନିବେଶ

ଭୁବନେଶ୍ବର: ସିଙ୍ଗିଲ ୱିଣ୍ଡୋ କ୍ଲିୟରାନ୍ସରେ 17 ପ୍ରକଳ୍ପକୁ ଅନୁମୋଦନ । ରାଜ୍ୟରେ 3878.86 କୋଟିର ପୁଞ୍ଜି ନିବେଶକୁ ମିଳିଲା ମଞ୍ଜୁରୀ । 11 ଟି ଜିଲ୍ଲାରେ 17 ଟି ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ମଞ୍ଜୁରୀ ମିଳିଛି।…