Browsing Category

ଖବର

CBI ଜାଲରେ ଇପିଏଫଓ ପିଆରଓ, 10 ହଜାର ଟଙ୍କା ଲାଞ୍ଚ ନେଲାବେଳେ ଧରା ପଡିଲେ

ବ୍ରହ୍ମପୁର: ଡିଜିଟାଲ ଦସ୍ତଖତ ପାଇଁ 10 ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଇପିଏଫଓ ପିଆରଓ। ଲାଞ୍ଜିପଲ୍ଲୀ ସ୍ଥିତ ହୋଟେଲରେ ଗୋଟିଏ କମ୍ପାନୀ କର୍ତ୍ତୁପକ୍ଷଙ୍କ ଠାରୁ ଟଙ୍କା ନେଲାବେଳେ ଅନିଲ ପତିଙ୍କୁ CBI କଲା କାବୁ।…

‘ମୁଁ ଲଣ୍ଡନ ଯାଉଛି, ତାପରେ…’ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା କ୍ୟାବିନ କ୍ରୁଙ୍କ ଶେଷ ବାର୍ତ୍ତା

ନୂଆଦିଲ୍ଲୀ: ଅହମ୍ମଦାବାଦ ବିମାନ ଦୁର୍ଘଟଣା ଯୋଗୁଁ ସମଗ୍ର ଦେଶ ଶୋକରେ ବୁଡ଼ି ରହିଛି । ଗୁରୁବାର ଅପରାହ୍ନ ପ୍ରାୟ ୧.୩୦ ସମୟରେ, ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ବିମାନ ଉଡ଼ାଣ ଭରିବା ମାତ୍ରେ…

ଏୟାର ଇଣ୍ଡିଆ ଦୁର୍ଘଟଣାରେ ହୋଇଥିବା କ୍ଷତିର କେତେ ମିଳିବ ବୀମା ରାଶି?

ଅହମ୍ମଦାବାଦ: ଅହମ୍ମଦାବାଦରେ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନରେ ଥିବା ୨୪୨ ଜଣଙ୍କ ମଧ୍ୟରୁ ୨୪୧ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି। ଏହି ଦୁର୍ଘଟଣାରେ ଜଣେ ବ୍ରିଟିଶ ନାଗରିକ ବଞ୍ଚିଯାଇଛନ୍ତି, ଯାହା ଏକ…

ଶିକାରୀ ପାଲଟିଗଲା ଶିକାର, ବଗ ପେଟ ଚିରି ବାହାରକୁ ବାହାରି ଆସିଲା ମାଛ

ଓଡିଶା ଭାସ୍କର: ବଗ ପେଟ ଚିରି ବାହାରି ଆସିଲା ମାଛ। ଆଜ୍ଞା ହଁ, ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ପୃଥିବୀରେ ଅନେକ ଜୀବ ଅଛନ୍ତି ଯାହାଙ୍କର ଅନ୍ୟ ଜୀବଜନ୍ତୁଙ୍କ ସହ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା, “ଭାରତକୁ ସମସ୍ତ ପ୍ରକାର ସାହାଯ୍ୟ କରିବ ଆମେରିକା”

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମ୍ମଦାବାଦରେ ହୋଇଥିବା ଭୟଙ୍କର ବିମାନ ଦୁର୍ଘଟଣା ପାଇଁ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଏହି ଦୁର୍ଘଟଣାକୁ ଏପର୍ଯ୍ୟନ୍ତ ସବୁଠାରୁ ଭୟଙ୍କର ବିମାନ ଦୁର୍ଘଟଣା…

ଅହମ୍ମଦାବାଦ ବିମାନ ଦୁର୍ଘଟଣା: ଭାଇରାଲ ହେଲା ଜ୍ୟୋତିଷଙ୍କ ପୁରୁଣା ଭବିଷ୍ୟବାଣୀ, ପୂର୍ବରୁ କରିଥିଲେ ଆକଳନ

ନୂଆଦିଲ୍ଲୀ:ଗୁରୁବାର ଦିନ ଅହମ୍ମଦାବାଦ ନିକଟରେ ଘଟିଥିଲା ଦୁଃଖଦ ବିମାନ ଦୁର୍ଘଟଣା । ଏଥିରେ ଜଣେ ଯାତ୍ରୀଙ୍କୁ ଛାଡ଼ି ସମସ୍ତଙ୍କର ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ପରେ ଜଣେ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବ୍ୟାପକ…

ଗୋଟିଏ ବର୍ଷରେ ହୋଇଯିବେ ଲକ୍ଷପତି, ବର୍ଷକୁ ଲାଭ 30 ଲକ୍ଷରୁ ଅଧିକ

ବିହାର: ମାଛ ଚାଷ କରିଦେଇଛି ଲକ୍ଷପତି। ନିଜେ ରୋଜଗାର କରିବା ସହ 50 ରୁ ଅଧିକ ଲୋକଙ୍କ ପରିବାରକୁ ମଧ୍ୟ ରୋଜଗାର କ୍ଷମ କରାଇପାରିଛନ୍ତି ପପ୍ପୁ ଯାଦବ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିହାରାର ଛାପରା ଜିଲ୍ଲାରେ।…

ଏହା କି ପ୍ରକାରର ସଂଯୋଗ, ଦେଖନ୍ତୁ ବିମାନ ଦୁର୍ଘଟଣା ଏବଂ ବିଜ୍ଞାପନର ଚିତ୍ର ସମାନ

ଅହମ୍ମଦାବାଦ: ଗତକାଲି ଅର୍ଥାତ୍ ଗୁରୁବାର ଦିନ ମଧ୍ୟାହ୍ନରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କିନ୍ତୁ ଏହି ବିମାନ ଦୁର୍ଘଟଣା ପରେ, ଏକ ବିଜ୍ଞାପନ ବିଷୟରେ ଏବେ ଜୋରଦାର ଚର୍ଚ୍ଚା ହେଉଛି।…

ବିମାନ ଦୁର୍ଘଟଣା: ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀଙ୍କ ଭଉଣୀଙ୍କ ପାଖରୁ ନିଆଗଲା DNA ସାମ୍ପଲ

ଅହମ୍ମଦାବାଦ: ଗୁଜୁରାଟର ଅହମ୍ମଦାବାଦର ଭୟଙ୍କର ବିମାନ ଦୁର୍ଘଟଣ।  ଯାହା ସମଗ୍ର ଦେଶକୁ ଥରାଇ ଦେଇଛି।  ଏହି ଦୁର୍ଘଟଣା ଖବର ଶୁଣି ସମସ୍ତେ ସ୍ତବ୍ଧ ହୋଇଯାଇଛନ୍ତି। ଏହି ଖବର ବିମାନରେ ଥିବା ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ…

ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଲକି ସିଟ୍ ହେଲା ୧୧ A, ଏହି ସିଟରେ ବସିଥିବା ଯାତ୍ରୀଙ୍କ ଜୀବନ କାହିଁକି ବଞ୍ଚିଗଲା ଜାଣନ୍ତୁ

ନୂଆଦିଲ୍ଲୀ: ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆ ବିମାନଟି ଭିତରେ 1.25 ଲକ୍ଷ ଲିଟର ଇନ୍ଧନ ଥିଲା ଏବଂ ଏହା ଏକ କୋଠା ସହିତ ଧକ୍କା ହୋଇଥିଲା। ଘଟଣାସ୍ଥଳରୁ ମିଳିଥିବା ଫଟୋଗୁଡ଼ିକରେ କେବଳ କୋଠା ନୁହେଁ ବରଂ ପାଖରେ ଥିବା…