Browsing Category
ଖବର
ଦିନକୁ ଦିନ ବଢିଚାଲିଛି ପାକିସ୍ତାନର ଦାରିଦ୍ର ହାର, ପୋଲ ଖୋଲିଲା ବିଶ୍ବ ବ୍ୟାଙ୍କ୍
ନୂଆଦିଲ୍ଲୀ: ପାକିସ୍ତାନରେ ଲଗାତାର ବଢିଚାଲିଛି ଉତ୍କଟ ଦାରିଦ୍ର ହାର । ଭାରତ ଏବଂ ପାକିସ୍ତାନ ପଡ଼ୋଶୀ ଦେଶ ହୋଇପାରେ, କିନ୍ତୁ ଉଭୟଙ୍କ ପରିସ୍ଥିତି ମଧ୍ୟରେ ବହୁତ ପାର୍ଥକ୍ୟ ଅଛି। ବିଶ୍ୱ ବ୍ୟାଙ୍କର ଏକ ନୂତନ ତଥ୍ୟରୁ…
OSOU Foundation Day: ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ଦଶମ ପ୍ରତିଷ୍ଠା ଦିବସ
ସମ୍ବଲପୁର : ସମ୍ବଲପୁର ବଡ଼ସିଙ୍ଗାରି ସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ଵବିଦ୍ୟାଳୟର ନୂତନ କୋଠା ପରିସରରେ ଦଶମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ…
ରଜରେ ଭିଜିବ ଓଡ଼ିଶା, ଆଗାମୀ 7 ଦିନ ଯାଏଁ ପ୍ରବଳ ବର୍ଷା
ଭୁବନେଶ୍ବର: ଏଥର ରଜରେ ଭିଜିବ ସାରା ଓଡ଼ିଶା । 14ରୁ 16 ମଧ୍ୟରେ ଲଘୁଚାପ ସମ୍ଭାବନା । ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । 14 ରୁ 16 ଜୁନ ମଧ୍ୟରେ ଉତ୍ତର ବଙ୍ଗୋପ ସାଗରେ ଲଘୁଚାପର ସମ୍ଭାବନା ରହିଛି ।…
Australia vs South Africa: ୧୧୩ ବର୍ଷର ପ୍ରତିଶୋଧ ନେବ ସାଉଥ ଆଫ୍ରିକା, ପାଖରେ ଅଛି ସୁଯୋଗ
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲ ବାହାନାରେ ଦକ୍ଷିଣ ଆଫ୍ରିକା ପାଖରେ ଏକ ସୁବର୍ଣ୍ଣ ସୁଯୋଗ ଅଛି। ଯଦି ଏହାକୁ ନଜରକୁ ନିଆଯାଏ, ତେବେ ଦଳ ଦୀର୍ଘ ସମୟ ପରେ କେବଳ ICC ଟାଇଟଲ ଜିତିବ ନାହିଁ, ବରଂ ଏହା…
କେଶ ଝଡିବା ଆଉ ଚନ୍ଦାପଣକୁ ନେଇ ଚିନ୍ତିତ କି ? ଆପଣାନ୍ତୁ ଏହି ପାୱାରଫୁଲ ଟିପ୍ସ…
ଓଡ଼ିଶା ଭାସ୍କର: କେଶ ଉଭୟ ପୁରୁଷ ଓ ନାରୀଙ୍କ ସୌନ୍ଦର୍ଯ୍ୟକୁ ଦ୍ୱିଗୁଣିତ କରିଦେଇଥାଏ। କିନ୍ତୁ ବଦଳୁଥିବା ଜୀବନଶୈଳୀ ଓ ଖାଦ୍ୟପେୟରେ ଅନିୟମିତତା, ଠିକ୍ ଭାବେ ନିଦ ନ ହେବା ହେତୁ ଯୁବାବସ୍ଥାରେ କେଶ ଝଡ଼ିବା ଏବଂ…
ଖୁସି ଖବର, ୨ ମାସ ମଧ୍ୟରେ ଆରମ୍ଭ ହେବ Starlinkର ସାଟେଲାଇଟ୍ ଇଣ୍ଟରନେଟ୍ ସେବା
ନୂଆଦିଲ୍ଲୀ: ଷ୍ଟାରଲିଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ପାଇଁ ଅପେକ୍ଷା ଖୁବ୍ ଶୀଘ୍ର ଶେଷ ହେବାକୁ ଯାଉଛି। ସୂଚନାନୂସାରେ, ସରକାର ଏଲୋନ୍ ମସ୍କଙ୍କ କମ୍ପାନୀକୁ ଭାରତରେ ସେବା ଆରମ୍ଭ କରିବା ପାଇଁ ଲାଇସେନ୍ସ ପ୍ରଦାନ…
100x ସୁପର୍ ଜୁମ ସହିତ ଲଞ୍ଚ ହେଲା VIVO 5G ସ୍ମାର୍ଟଫୋନ୍, Samsung, OnePlus, Xiaomi ର ବଢିଲା ଟେନସନ୍
ଓଡ଼ିଶା ଭାସ୍କର: ଭାରତରେ ଲଞ୍ଚ ହେଲା Vivo ର ଧମାକାଦାର ଫୋନ୍। ଗତ କିଛି ମାସ ଧରି ଚର୍ଚ୍ଚାରେ ରହୁଆସୁଥିବା ଭିଭୋର ନୂତନ 5G ସ୍ମାର୍ଟଫୋନ୍ T4 Ultra ଭାରତରେ ଲଞ୍ଚ କରିଛି । ଏହି Vivo ଫୋନ୍ 100x ସୁପର ଜୁମ୍ ସମେତ…
ନିଜ କୁଣ୍ଡଳୀର ‘ମଙ୍ଗଳ ଦୋଷ’ କାଟିବା ପାଇଁ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଛି ନରହନ୍ତା ସ୍ତ୍ରୀ ସୋନମ !
ମଧ୍ୟପ୍ରଦେଶ: ଶିକ୍ଷିତ ସୋନମ କ’ଣ 'ମଙ୍ଗଳ ଦୋଷ' ଯୋଗୁଁ ତାଙ୍କ ସ୍ୱାମୀ ରାଜା ରଘୁବଂଶୀଙ୍କୁ ହତ୍ୟା କରିଥିଲେ? ଇନ୍ଦୋରର ବ୍ୟବସାୟୀ ରାଜା ହତ୍ୟା ମାମଲାରେ ପ୍ରତିଦିନ ନୂଆ ନୂଆ ଖୁଲାସା ହେଉଛି।
ପୁଅକୁ ହରାଇ…
ଭକ୍ତର ଭଗବାନ୍…. (Video) ମାଙ୍କଡ଼ ରୂପରେ ଭକ୍ତର ଶେଷଯାତ୍ରାରେ ସାମିଲ ହେଲେ ମହାବୀର
ଓଡିଶା ଭାସ୍କର: ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଲୋକଙ୍କ ହୃଦୟକୁ ସ୍ପର୍ଶ କରିଛି। ଭିଡିଓରେ ଏକ ଶବଦାହ ପାଇଁ ପ୍ରସ୍ତୁତି ଦେଖିବାକୁ ମିଳୁଛି।
ଯେଉଁଠାରେ ମୃତ…
ହସ୍ପିଟାଲରେ ବି ସୁରକ୍ଷିତ ନୁହଁନ୍ତି ଝିଅ, ମା’ ସହ ହସ୍ପିଟାଲ ଯାଇଥିବା ନାବାଳିକାକୁ ଗଣଦୁଷ୍କର୍ମ
ମଧ୍ୟପ୍ରଦେଶ: ହସ୍ପିଟାଲରେ ବି ସୁରକ୍ଷିତ ନାହାନ୍ତି ଝିଅ। ନିଜ ମା'ର ଚିକିତ୍ସା ପାଇଁ ସାଙ୍ଗରେ ଆସିଥିବା ୧୦ ବର୍ଷ ନାବାଳିକା ଝିଅକୁ ବି ଛାଡ଼ିଲେନି। ୫ ରୁ ୬ ଜଣ ମିଶି ନାବାଳିକା ଝିଅକୁ ଗଣଦୁଷ୍କର୍ମ କଲେ।
ରାଜ୍ୟର…