Browsing Category

ଖବର

ଗ୍ରୀଷ୍ମ ପ୍ରବାହ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ; ଅତ୍ୟାବଶ୍ୟକ ପ୍ରସ୍ତୁତିର କରିଲେ ସମୀକ୍ଷା

ନୂଆଦିଲ୍ଲୀ: ଚଳିତ ବର୍ଷ ପ୍ରବଳ ଗ୍ରୀଷ୍ମ ପ୍ରବାହର ପୂର୍ବାନୁମାନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି। କେନ୍ଦ୍ର, ରାଜ୍ୟ ଓ ଜିଲ୍ଲା…

ଭଦ୍ରକ; ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ୍‌, ୨ ଗୁରୁତର

ଭଦ୍ରକ: (ଓଡ଼ିଶା ଭାସ୍କର) ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ଅଘଟଣ । ବିଦ୍ୟୁତ୍‌ ଖୁଣ୍ଟକୁ ପିଟି ବ୍ରିଜରୁ ତଳକୁ ଖସିଲା କଦଳୀ ବୋଝେଇ ଟ୍ରକ୍‌ । ୧୬ନଂ ଏନଏଚ୍‌ ଗେଲପୁର ଛକ ନିକଟ ବ୍ରିଜରୁ ତକଳୁ ଖସିଲା ଟ୍ରକ୍‌ ।…

ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ; ଫୁସ୍‌ଫୁସ୍‌ ସଂକ୍ରମଣ ପାଇଁ ହେଉଥିଲେ ଚିକିତ୍ସିତ

କଟକ: (ଓଡ଼ିଶା ଭାସ୍କର) ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ କମଳା ଦାସଙ୍କ ପରଲୋକ । ଭୋଗରାଇ ବିଧାୟକ ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ କମଳା ଦାସ । ଦୀର୍ଘଦିନ ହେବ ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମେଡିକାଲରେ ଭର୍ତ୍ତି…

(Video) ସିଟ୍ ବେଲ୍ଟ ପିନ୍ଧିନଥିବାରୁ ପୋଲିସର ଆକ୍ରୋଶ; ଡ୍ରାଇଭରଙ୍କୁ ଗୁଳିମାଡ଼, ୪୧ ସେକେଣ୍ଡରେ ୯୬ ଗୁଳି

ନୂଆଦିଲ୍ଲୀ: ଆମେରିକାର ଚିକାଗୋରେ ପୋଲିସର ଏକ ଅଜବ କାଣ୍ଡ ଏବେ ସାରା ବିଶ୍ଵରେ ଚର୍ଚ୍ଚାର ବିଷୟ ପାଲଟିଛି। ୪୧ ସେକେଣ୍ଡ ମଧ୍ୟରେ ଚଳାଇଲେ ୯୬ଟି ଗୁଳି। ଗୁଳିମାଡ଼ରେ ଜଣେ କୃଷ୍ଣକାୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ…

ଆମେରିକାର ପୂର୍ବତନ ରଗ୍ବି ଖେଳାଳି ଓଜେ ସିମ୍ପସନଙ୍କ ପରଲୋକ

ନୂଆଦିଲ୍ଲୀ: ବିବାଦରେ ଥିବା ଆମେରିକୀୟ ଫୁଟବଲ ସୁପରଷ୍ଟାର ଓଜେ ସିମ୍ପସନଙ୍କର ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । କ୍ୟାରିୟରରେ ସବୁଠୁ ଆଗରେ ଥିବା ବେଳେ ତାଙ୍କର ଏପରି ମୃତ୍ୟୁ ପ୍ରଶଂସକଙ୍କ ମନରେ କୋଉଠି ନା କୋଉଠି…

ବିନା ମାଟିରେ ବି ହୋଇପାରିବ ଚାଷ: ଜାଣନ୍ତୁ, ଏହାର ଉପାୟ

ଓଡିଶା ଭାସ୍କର: ବିନା ମାଟିରେ ବି ଚାଷ ହୋଇପାରିବ। ତେବେ ଏହି କଥା ଶୁଣିବା ମାତ୍ରେ ଆପଣଙ୍କୁ ଖୁବ ଅଡୁଆ ଲାଗୁଥିବ ଯେ ସତରେ କ'ଣ ବିନା ମାଟିରେ ଚାଷ ହୋଇପାରିବ? ହଁ, ବିନା ମାଟିରେ ବି ଚାଷ ହୋଇପାରିବ। ଆଜିର…

୨୩ଟି ବିପଜ୍ଜନକ କୁକୁର ପ୍ରଜାତି ଉପରେ ଲାଗିଥିବା କଟକଣାକୁ ଖାରଜ କଲେ କର୍ଣ୍ଣାଟକ ହାଇକୋର୍ଟ

ବେଙ୍ଗାଲୁର: କର୍ଣ୍ଣାଟକ ହାଇକୋର୍ଟ ମାନବ ଜୀବନ ପାଇଁ ବିପଜ୍ଜନକ ବିବେଚିତ ୨୩ ଟି ପ୍ରଜାତିର କୁକୁରଉପରେ ପ୍ରତିବନ୍ଧକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କ ଆଦେଶକୁ ରଦ୍ଦ କରିଛନ୍ତି।  ଗତ ଏକ ସପ୍ତାହ ମଧ୍ୟରେ ବିଭିନ୍ନ…

ନିର୍ବାଚନରେ ବଣ୍ଟାଯିବା ପୂର୍ବରୁ ୫୦ହଜାରରୁ ଅଧିକ ମୁଲ୍ୟର ଶାଢ଼ୀ ଜବତ କଲା CT GST!

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ୫୦ ହଜାରରୁ ଅଧିକ ଟଙ୍କାର ଶାଢ଼ୀ ଜବତ ଜବତ କଲା CT GST । ଭୁବନେଶ୍ଵର ସ୍ଥିତ ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଜବତ କଲା CT GST ବିଭାଗ । ଶାଢ଼ୀ ର TAX ଇନଭଏସ, E WEY BIL ଦେଖାଇ ପାରି…

ରେଳଯାତ୍ରୀଙ୍କ ପାଇଁ ଆଶ୍ୱସ୍ତି, ଖରା ଦିନ ପାଇଁ ସ୍ପେସାଲ ଟ୍ରେନ୍ ଜାରି କଲା ରୋଳବାଇ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶ ତଥା ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି ଗ୍ରୀଷ୍ମ ଲହରୀ । ଏଥିପାଇଁ ଲୋକମାନଙ୍କୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି । ଅଧିକାଂଶ ଲୋକମାନେ ଖରା ଦିନରେ ଛୁଟି କାଟିବା ପାଇଁ…

ଇଦ୍‌ରେ ମସଜିଦ ବୁଲିଲେ ମନ୍ମଥ; ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ପରିବାରର ସୁଖ-ଶାନ୍ତି ପାଇଁ କରିଲେ କାମନା

ଭୁବନେଶ୍ଵର: (ଓଡ଼ିଶା ଭାସ୍କର) ଇଦ୍ ରେ ମସଜିଦ ବୁଲିଲେ ମନ୍ମଥ ରାଉତରାୟ । ଆଜି ଇଦ୍ ଅବସରରେ ଭୁବନେଶ୍ବର ସାଂସଦ ପାର୍ଥ ମନ୍ମଥ ରାଉତରାୟ ଓ ବିଧାୟକ ପାର୍ଥ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ସହ ମେୟର ସୁଲୋଚନା ଦାସ ଭୁବନେଶ୍ବର…