Browsing Category
ଖବର
ଆଜି ଝଡ଼ବର୍ଷା: ଅସହ୍ୟ ତାତିରୁ ମିଳିବ ଆଶ୍ୱସ୍ତି, ତଳକୁ ଖସିବ ତାପମାତ୍ରା
ଭୁବନେଶ୍ୱର: ସାରା ରାଜ୍ୟରେ କମିବାକୁ ଯାଉଛି ଗ୍ରୀଷ୍ମପ୍ରବାହ । ଆସନ୍ତା ୩ ଦିନ ଲୋକଙ୍କୁ ପ୍ରବଳ ତାତିରୁ ଆଶ୍ୱସ୍ତି ମିଳିପାରିବ । ୩ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ପକ୍ଷରୁ…
(Video) ଖରାଦିନେ ଲସିରେ ଏଭଳି ରଙ୍ଗ ମିଶାଇ ବିକ୍ରି କରୁଥିଲେ ଦୋକାନୀ, ହଠାତ୍ ମାଡ଼ି ବସିଲା ଫୁଡ୍ ସ୍କ୍ୱାଡ୍ ଟିମ୍
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣ ଭାବେ ପ୍ରବଳ ଖରାରେ ଲୋକମାନେ ଥଣ୍ଡା ପାନୀୟ ପିଇବାକୁ ପସନ୍ଦ କରିଥାନ୍ତି । ତାତିରୁ ଆରାମ ପାଇବା ପାଇଁ ଲସି ହେଉଛି ଏକ ଭଲ ପାନୀୟ । ତେବେ ଗତ କିଛିବର୍ଷ ଧରି ରାଜ୍ୟର ବିଭିନ୍ନ…
(Video) ସେଲଫି ନେଉଥିବା ଫ୍ୟାନ୍ସଙ୍କ ଉପରକୁ ହାତ ଉଠାଇଲେ ଜ୍ୟାକି ଶ୍ରଫ୍, ଦେଖନ୍ତୁ ଭିଡିଓ
ମୁମ୍ବାଇ: ବଲିଉଡ଼ ଅଭିନେତା ଜ୍ୟାକି ଶ୍ରଫ୍ ନିଜ ବିନ୍ଦାସ ଅନ୍ଦାଜ ପାଇଁ ବହୁ ଚର୍ଚ୍ଚାରେ ରୁହନ୍ତି । ଫ୍ୟାନ୍ସଙ୍କ ସହ ମଜାଳିଆ ବିହେଭିୟର କ୍ୟାପଚର କରାଯାଉଛି । ହେଲେ ଏଥର ଆକ୍ଟର ନିଜର ଏକ ନୂଆ ଭିଡିଓକୁ ନେଇ…
(Video) ଗଜିଆବାଦରେ PM ମୋଦୀଙ୍କ ରୋଡ ଶୋ, ବହୁ ସଂଖ୍ୟାରେ ଜୟ ଶ୍ରୀରାମର ସ୍ଲୋଗାନ ଦେଲେ ଜନତା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଗଜିଆବାଦରେ ରୋଡ ଶୋରେ ବାହାରିଛନ୍ତି । ଏଠାରେ କଡ଼ା ସୁରକ୍ଷା ମଧ୍ୟରେ ସେ ବାହାରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏକ ଝଲକ ପାଇବା ଲାଗି ଲୋକଙ୍କ ମଧ୍ୟରେ ଉତ୍ସାହ…
ଓଲଟିଲା SAF ଯବାନଙ୍କ ବସ୍; ୩ ମୃତ, ୨୬ ଯବାନ ଆହତ
ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସିବନୀ ଜିଲ୍ଲାରେ ଏକ ବଡ ଦୁର୍ଘଟଣା ସାମ୍ନାକୁ ଆସିଛି । ଏଠାରେ SAF ଯବାନଙ୍କୁ ନେଇ ଯାଉଥିବା ଏକ ବସ୍ ଓ କାର୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୩ ଜଣଙ୍କ ମୃତ୍ୟୁ ଘଟିଛି ଓ ୨୬ ଯବାନ…
Do Aur Do Pyarର ଟ୍ରେଲର ରିଲିଜ୍, ଏକ୍ସଟ୍ରା ମେରିଟାଲ ଆଫେୟାରର କନଫ୍ୟୁଜନରେ ଛନ୍ଦି ହୋଇଛି କାହାଣୀ
ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ବିଦ୍ୟା ବାଲାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘Do Aur Do Pyar’ର ଟ୍ରେଲର ରିଲିଜ୍ ହୋଇସାରିଛି । ଏହି ଫିଲ୍ମ ମଧ୍ୟମରେ ବିଦ୍ୟା ପୁଣି ଥରେ ସିଲଭର ସ୍କ୍ରୀନରେ କମବ୍ୟାକ୍ କରୁଛନ୍ତି ।…
ଭୁଲରେ ଅନ୍ୟ ଆକାଉଣ୍ଟକୁ Payment କରି ଦେଇଛନ୍ତି? ଜାଣନ୍ତୁ କେମିତି ଫେରିପାଇବେ ଆପଣଙ୍କ ଟଙ୍କା
ନୂଆଦିଲ୍ଲୀ: ଆଜିକାଲି ସମସ୍ତେ ଡିଜିଟାଲ ପେମେଣ୍ଟ ଉପରେ ବିଶେଷ ଗୁରୁତ୍ୱ ଦେଉଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପରେ UPI ମାଧ୍ୟମରେ ଟଙ୍କା ନେଣଦେଣ ଖୁବ ବୃଦ୍ଧି ପାଇବାରେ ଲାଗିଛି । କିନ୍ତୁ ବେଳେବେଳେ…
ରୋହିତଙ୍କ ସହ ‘Mumbai Indians’ ଛାଡ଼ିବେ ଷ୍ଟାର ଖେଳାଳି! ଦଳରୁ ବିଦାୟ ନେଇପାରନ୍ତି ସୂର୍ଯ୍ୟକୁମାର-ବୁମରାହ
ମୁମ୍ବାଇ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଚର୍ଚ୍ଚାର ବିଷୟ ପାଲଟିଛି । ରୋହିତଙ୍କୁ ନେତୃତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅଧିନାୟକ ଭାବରେ ନିଯୁକ୍ତ କରାଯାଇଥିବା…
Big Breaking; ନାଳରେ ଖସିପଡ଼ିଲା ‘ମୋ ବସ୍’: ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ
ଖୋର୍ଦ୍ଧା: ଖୋର୍ଦ୍ଧା ପିତାପଲ୍ଲୀ ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଛି ମୋ-ବସ୍ । ଭାରସାମ୍ୟ ହରାଇ ମୋ-ବସ୍ ରାସ୍ତାକଡ଼ ଏକ ନାଳକୁ ଖସି ଯାଇଥିବା ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ଖୋର୍ଦ୍ଧା ଯିବା ରାସ୍ତାରେ ବସଟି…
ଅନ୍ୟ ରାଜ୍ୟରୁ ସଂସଦ ଯିବେ କି ଅନୁଭବ? କେନ୍ଦ୍ରାପଡ଼ା ସାଂସଦଙ୍କ ଉପରେ ଭରସା ରଖିଛି ବିଜେପି
ଓଡ଼ିଶା ଭାସ୍କର: ବିଜୁ ଜନତା ଦଳ ସହିତ ଅନେକ ଦିନର ସମ୍ପର୍କ ତୁଟାଇ ବିଜେପିରେ ସାମିଲ ହୋଇଛନ୍ତି ଓଲିଉଡ ଷ୍ଟାର ଅନୁଭବ ମହାନ୍ତି । କିନ୍ତୁ ନିର୍ବାଚନରେ ଅନୁଭବଙ୍କ ପଦବୀକୁ ନେଇ ଏବେ ବି ଚର୍ଚ୍ଚା ଓ ଆଶଙ୍କା ଲାଗି ରହିଛି…