Browsing Category

ଖବର

ରାଷ୍ଟ୍ରପତିଙ୍କ ଡ୍ୟୁଟି ବେଳେ ବଡ଼ ଅଘଟଣ: ଚୋରି ହୋଇଗଲା କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ରାଇଫଲ

ଭୁବନେଶ୍ୱର: ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ସମୟରେ ଘଟିଯାଇଛି ଏକ ବଡ଼ ଅଘଟଣ । ମହାମହିମଙ୍କ ଗସ୍ତ ସମୟରେ କାର୍ଯ୍ୟରତ ଜଣେ ପୋଲିସ କର୍ମଚାରୀଙ୍କ ଇନସାସ ରାଇଫଲ ଗାଏବ ହୋଇ ଯାଇଥିବା ନେଇ ସୂଚନା ମିଳିଛି । ସପ୍ତମ…

ଅଶ୍ୱିନଙ୍କ ମା’ ଅସୁସ୍ଥ ହେବାର ପୂରା କଥା ବଖାଣିଲେ ଅଶ୍ୱିନଙ୍କ ପତ୍ନୀ ପ୍ରୀତି

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ରାଜକୋଟ ଟେଷ୍ଟର ଦ୍ୱିତୀୟ ଦିନରେ ଦଳରୁ ବାଦ୍ ପଡ଼ିଥିଲେ ଭାରତୀୟ ବୋଲର ଆର ଅଶ୍ୱିନ। ଅଶ୍ୱିନ ସେହିଦିନ ଟେଷ୍ଟ କ୍ରିକେଟରେ ୫୦୦ ୱିକେଟ୍ ପୂରଣ କରିଥିଲେ। ପରେ ଜଣାପଡ଼ିଥିଲା ଯେ ଅଶ୍ୱିନ…

୨୯ ମାସ ମଧ୍ୟରେ ୨୧୭ ଥର କରୋନା ଟିକା ନେଇଥିଲେ ଏହି ବ୍ୟକ୍ତି; ଜାଣନ୍ତୁ କ’ଣ ହେଲା ତାଙ୍କ ସହ…

ନୂଆଦିଲ୍ଲୀ: ଜର୍ମାନୀରେ ଜଣେ ୬୨ ବର୍ଷୀୟ ବୃଦ୍ଧଙ୍କୁ ଡାକ୍ତରୀ ପରାମର୍ଶ ବିନା ୨୧୭ ଥର ଟିକା ଦିଆଯାଇଛି। ଏହି ଅଜବ ଘଟଣା 'ଦ ଲାନସେଟ୍ ଇନଫେକ୍ସିଆସ୍ ଡିଜିଜ୍' ପତ୍ରିକାରେ ରେକର୍ଡ କରାଯାଇଛି। ଲାନସେଟ୍ ରିପୋର୍ଟ…

ସର୍ଜରୀ ପରେ ପଡ଼ିଆକୁ ଫେରିଲେ ସୂର୍ଯ୍ୟକୁମାର: ପ୍ରଥମ ଥର ଅଭ୍ୟାସ କରୁଥିବାର ଭିଡିଓ ଭାଇରାଲ

ନୂଆଦିଲ୍ଲୀ: ଆହତ ପରେ ପୁଣିଥରେ ପଡ଼ିଆକୁ ଫେରିଛନ୍ତି ଟିମ ଇଣ୍ଡିଆର ଷ୍ଟାର ବ୍ୟାଟର ସୂର୍ଯ୍ୟକୁମାର ଯାଦବ । ୨୦୨୪ ଜାନୁୟାରୀରେ ସର୍ଜରୀ ପରେ ପ୍ରଥମ ଥର ବ୍ୟାଟିଂ କରୁଥିବାର ନଜର ଆସିଛନ୍ତି ସୂର୍ଯ୍ୟକୁମାର । ଆସନ୍ତା…

ଖୁସି ଖବର: ଏଥର ହୋଲିରେ ମାଗଣା LPG ସିଲିଣ୍ଡର ପାଇବେ ଗ୍ରାହକ: ସରକାର ଦେଲେ ଉପହାର

ନୂଆଦିଲ୍ଲୀ: ଆଗକୁ ଆସୁଛି ଭାରତର ଗଣପର୍ବ ହୋଲି । ଏହି ଅବସରରେ କୋଟି କୋଟି ଲୋକଙ୍କୁ ମାଗଣା ଏଲପିଜି ସିଲିଣ୍ଡର ଯୋଗାଇ ଦିଆଯିବ । ଏ ନେଇ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଥିପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା…

(Video) ସାହାସିକତାର ଭିନ୍ନ ଏକ ପରିଚୟ; ଚିତାବାଘକୁ କାବୁ କଲା ୧୨ ବର୍ଷର ବାଳକ, ଭିଡିଓ ଭାଇରାଲ

ନାସିକ: ନାସିକ ଜିଲ୍ଲାର ମାଲେଗାଓଁ ସହରରେ ଘଟିଥିବା ଏକ ଘଟଣାର ଭିଡିଓ ସାରା ଦେଶରେ ଭାଇରାଲ ହୋଇଛି। ଏହା ହେଉଛି ଜଣେ ୧୨ ବର୍ଷର ବାଳକର ଭିଡିଓ । ଏହି ଭିଡିଓରେ ଆପଣ ଦେଖିପାରିବେ କିପରି ଏହି ଛୋଟ ପିଲାଟି ବିପଜ୍ଜନକ…

BREAKING…ସନ୍ଦେଶଖାଲି ଆକ୍ରମଣ ମାମଲାରେ ଶାହଜାହାନ ଶେଖଙ୍କୁ ଗିରଫ କଲା ସିବିଆଇ

କୋଲକାତା: ସନ୍ଦେଶଖାଲି ଆକ୍ରମଣ ମାମଲାରେ ଶାହଜାହାନ ଶେଖଙ୍କୁ ଗିରଫ କଲା ସିବିଆଇ। ସନ୍ଦେଶଖାଲିରେ ଇଡି ଟିମ୍ ଉପରେ ହୋଇଥିବା ଆକ୍ରମଣ ମାମଲାରେ ସିବିଆଇ ବୁଧବାର ସନ୍ଧ୍ୟାରେ ଶାହାଜାହାଁ ଶେଖଙ୍କୁ ଗିରଫ କରିଥିଲା।…

ଏଠାରେ ବାୟୁ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଲେଣି ୧୦ ନିୟୁତରୁ ଅଧିକ ଲୋକ

ନୂଆଦିଲ୍ଲୀ : ଏଠାରେ ବାୟୁ ପ୍ରଦୂଷଣ ଜନିତ ରୋଗରେ ଚିକିତ୍ସିତ ହେଲେଣି ୧୦ ନିୟୁତରୁ ଅଧିକ ଲୋକ। ଏକ ସୂଚନା ଆଧାରରେ ଦେଖିଲେ ଗତବର୍ଷ ଥାଇଲାଣ୍ଡରେ ବାୟୁ ପ୍ରଦୂଷଣ ଜନିତ ରୋଗପାଇଁ ୧୦ ନିୟୁତରୁ ଅଧିକ ଲୋକ ଚିକିତ୍ସା…

BJD-BJP ମଧ୍ୟରେ ହେବ ମହା ଗଠବନ୍ଧନ! ସିଟ୍ ଭାଗବଣ୍ଟା ଫର୍ମୁଲାକୁ ନେଇ ଆଲୋଚନା…

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ଗଠବନ୍ଧନକୁ ନେଇ ରାଜନୀତି ମାହୋଲ ସରଗରମ ହୋଇଛି । ଓଡ଼ିଶାର ବିଜୁ ଜନତା ଦଳ ଏବଂ କେନ୍ଦ୍ରରେ ଭାରତୀୟ ଜନତା ପାର୍ଟି ମଧ୍ୟରେ ପୁନର୍ମିଳନ ହେବ ବୋଲି ଚର୍ଚ୍ଚା…

(Video) ଶିବରାତ୍ରୀ ପୂର୍ବରୁ ନୂଆ ରୂପରେ ଭକ୍ତଙ୍କୁ ଦର୍ଶନ ଦେଲେ ବାବା ଆଖଣ୍ଡଳମଣି; ଦେଖିଲେ ଆଖି ଝଲସି ଉଠୁଛି

ଭଦ୍ରକ: ଓଡ଼ିଶା ପ୍ରସିଦ୍ଧ ଶୈବପୀଠମାନଙ୍କ ମଧ୍ୟରୁ ଅନ୍ୟତମ ଭଦ୍ରକ ଜିଲ୍ଲା ବାବା ଆଖଣ୍ଡଳମଣିଙ୍କ ପୀଠ । ବାବା ଆଖଣ୍ଡଳମଣିଙ୍କ ଶ୍ରୀବିଗ୍ରହକୁ ରୂପାରେ ଛାଉଣି କରାଯାଇଛି । ଭଦ୍ରକ ଗୁଜରାତି ମହାସଂଘ ପକ୍ଷରୁ ୧.୨୬…