Browsing Category
ଖବର
Breaking: ସ୍ୱାମୀ-ସ୍ତ୍ରୀ କଳିରେ ଘରେ ପଡ଼ିଲା ବୋମା, ଆଉ ସେହି ବୋମାରେ ସ୍ତ୍ରୀ…
ଦିଗପହଣ୍ଡି: ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ଝଗଡ଼ା। ରାଗି ଯାଇ ଘରେ ବୋମା ଫୁଟାଇ ଦେଲା ସ୍ୱାମୀ। ଫଳରେ ଭଡ଼ା ଘରର ଛପର ଉଡ଼ିଯିବା ସହ, ପଡ଼ୋଶୀ ଘରର କାନ୍ଥ ଭାଙ୍ଗି ଯାଇଥିବା ସୂଚନା ମିଳିଛି।
ଏପରି ଏକ ଅଭାବନୀୟ ଘଟଣା…
” Excuse me” କହିବାରୁ ରାସ୍ତା ଉପରେ କାଠ ଫାଳିଆରେ ମହିଳାଙ୍କୁ ନିସ୍ତୁକ ମାଡ଼
ମହାରାଷ୍ଟ୍ର: ଇଂରାଜୀ ଆମ ରାଷ୍ଟ୍ରୀୟ ଭାଷା। ଆଉ ଆଜି କାଲି ଲୋକ ଇଂରାଜୀ କହିବାକୁ ବେଶୀ ପସନ୍ଦ କରୁଛନ୍ତି। ଛୋଟବେଳି ନିଜ ପିଲାଙ୍କୁ ଇଂରାଜୀ ଶିଖାଉଛନ୍ତି। ହେଲେ ଏଠି ଇଂରାଜୀ କହିବାରୁ ଜଣେ ମହିଳାଙ୍କ ଉପରେ ନିସ୍ତୁକ…
ଖରାରେ ପଡ଼ି ଯାଇଛି କି ହାତ କଳା: ଘରୋଇ ଉପାୟରେ ଦୂର ହେବ ସନ୍ ଟ୍ୟାନ୍
ନୂଆଦିଲ୍ଲୀ: ଗ୍ରୀଷ୍ମ ଅର୍ଥାତ ଖରା ଦିନେ ସୂର୍ଯ୍ୟଙ୍କ ତାପ ଦୈନଦିନ ଜୀବନରେ ପ୍ରଭାବ ପକାଏ। ଖରାରେ ହାତ, ବେକ,ପାଦର ରଙ୍ଗ କଳା ପଡ଼ିଯାଏ । ଯାହା ଦେଖିବାକୁ ଭଲ ଲାଗେନି । ରଙ୍ଗ ଗୋଳା ହେଉକି କଳା ସନ୍ ଟ୍ୟାନ୍…
Breaking: ୩ ଦିନର କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା’ !
ବଲାଙ୍ଗୀର: କଅଁଳା ଶିଶୁପୁତ୍ରକୁ ବିକ୍ରି କରିଦେଲା ମା'। ଚଳିବା ପାଇଁ ଅଭାବ ହେବାରି ୩ ଦିନର ଶିଶୁପୁତ୍ରକୁ ଅନ୍ୟ ହାତରେ ଟାକି ଦେଲା ଜନ୍ମକଲା ମା'। ଏପରି ଏକ ଅଭିଯୋଗ ଆସିଛି ବଲାଙ୍ଗୀର ଜିଲ୍ଲାରୁ।
ଗତ ୬ ତାରିଖ…
ଇନଷ୍ଟାଗ୍ରାମ ପ୍ରେମ କଲା ବାଇଆ, ଆମେରିକା ଛାଡ଼ି ଆସିଲେ ଆନ୍ଧ୍ର
ଆନ୍ଧ୍ରପ୍ରଦେଶ: ପ୍ରେମ ଆଉ କ"ଣ କି? ଭଲ ପାଇବା କେତେବେଳେ କାହାକୁ କେଉଁଠି ହୁଏ। ଏସବୁ କଥା ତ ଆପଣ ଫିଲ୍ମରେ ବହୁତ ଶୁଣିଥିବେ। ହେଲେ ବାସ୍ତବରେ ମଧ୍ୟ ଏପରି ଘଟୁଛି ଯାହା ଆପଣ ମଧ୍ୟ ବିଶ୍ୱାସ କରିପାରିବେନି।…
ସରକାରଙ୍କୁ କଙ୍ଗନାଙ୍କ ନିଶାନା, “ଗଧିଆ ସରକାରଙ୍କ କବଳରୁ ଲୋକଙ୍କୁ ବାହାରିବାକୁ ପଡ଼ିବ”
ନୂଆଦିଲ୍ଲୀ: ଆପଣଙ୍କ ଘରକୁ ପ୍ରତିମାସ ବିଜୁଳି ବିଲ୍ କେତେ ଆସୁଛି। ଅତି ବେଶୀରେ ୫୦୦ ରୁ ୧୦୦୦ ଟଙ୍କା ଆସୁଥିବ। ଆଉ ହଜାରେ ଟଙ୍କା ତ ଜଣେ ମଧ୍ୟବିତ ଶ୍ରେଣୀର ପରିବାର ପାଇଁ ବୋହୁତ ଅଧିକ। ଆଉ ଏହି ସମୟରେ ଯଦି ଆପଣଙ୍କ…
ଦୋକାନୀଙ୍କୁ ହାଣି ଲୁଟି ନେଲେ ୭ ଲକ୍ଷର ଗହଣା ସହ ଟଙ୍କା
ବାଲେଶ୍ୱର: ମାତିଛନ୍ତି ଲୁଟେରା। ହୋଇଯାଆନ୍ତୁ ସାବଧାନ। ବାଲେଶ୍ୱର ସୋରରେ ସୁନା ଦୋକାନୀଙ୍କୁ ହାଣି ଲୁଟିଲେ ଲୁଟେରା। ଦୋକାନ ଖୋଲିବା ବେଳେ ଲୁଟେରାଙ୍କ ଆକ୍ରମଣ ।
ସୋର ଥାନା ବାଗୁଡ଼ି ବଜାରରେ ହୋଇଛି ଲୁଟ୍ । ୭ ଲକ୍ଷ…
ଜଳିଗଲା କେନ୍ଦ୍ରାପଡ଼ାର ଅର୍ବାନ ବ୍ୟାଙ୍କ
କେନ୍ଦ୍ରାପଡା: ବ୍ୟାଙ୍କରେ ଲାଗିଲା ନିଆଁ। ବ୍ୟାଙ୍କ ଭିତରୁ ବାହାରୁଛି ଧୂଆଁ। କେନ୍ଦ୍ରାପଡ଼ା ଟାଉନ ଥାନା ନିକଟ ବଳଗଣ୍ଡି ଛକରେ ଥିବା ଅର୍ବାନ ବ୍ୟାଙ୍କରେ ଭୟଙ୍କର ଅଗ୍ନିକାଣ୍ଡ।
ବ୍ୟାଙ୍କ ଭିତରେ ନିଆଁ ଲାଗିଥିବା…
ଏବେ ଔଷଧ ଦୋକାନରେ ନେଇପାରିବେନି ଇଞ୍ଜେକ୍ସନ
ଭୁବନେଶ୍ୱର: ଏଣିକି ଔଷଧ ଦୋକାନରେ ଇଞ୍ଜେକ୍ସନ। ଔଷଧ ଦୋକାନୀଙ୍କୁ ଏହି ଅଭ୍ୟାସ ବନ୍ଦ କରିବାକୁ କୁହାଯାଇଛି। ଧରାପଡ଼ିଲେ ଦୋକାନୀଙ୍କ ଉପରେ ନିଆଯିବ କଡ଼ା କାର୍ୟ୍ୟାନୁଷ୍ଠାନ।
ଏଥିପାଇଁ ସିଡିଏମ୍ଓଙ୍କୁ ଚିଠି ଲେଖିଛି…
ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା: ଦେବାଶିଷ
ଭୁବନେଶ୍ୱର: ବିଜେଡିର ଦଳୀୟ କନ୍ଦଳକୁ ନେଇ ହୋଟେଲରେ ବୈଠକରେ ଚାଲିଥିବା ବେଳେ ଏପଟେ ବିସ୍ଫୋରକ ବୟାନ ରଖିଛନ୍ତି ଦେବାଶିଷ ସାମନ୍ତରାୟ । ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ରଖିଛନ୍ତି ପ୍ରତିକ୍ରିୟା ।…