Browsing Category

ଖବର

DRDO ଦ୍ୱାରା କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ, ଅବଦୁଲ କଲାମ ଦ୍ୱୀପରୁ ଲଞ୍ଚ୍ ହେଲା Prithvi-2 ଏବଂ AD- 1 Interceptor Missile

ବାଲେଶ୍ୱର: ଆଜି ବାଲେଶ୍ୱର ସ୍ଥିତ ଅବଦୁଲ କଲାମ ଦ୍ୱୀପରୁ DRDO ଦ୍ୱାରା କ୍ଷେପଣାସ୍ତ୍ର ପରୀକ୍ଷଣ ସଫଳ ହୋଇଛି । ଲଞ୍ଚ୍ ପ୍ୟାଡ୍ ୩ରୁ ପ୍ରଥମେ ପୃଥିବୀ-୨ ନ୍ୟୁକ୍ଲିୟର ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଲଞ୍ଚ୍ କରାଯାଇଥିଲା ।…

ବିଧାନସଭାର ଉପ ବାଚସ୍ପତି ହେଲେ ଭବାନୀ ଶଙ୍କର ଭୋଇ, ନାଁ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱର: ଦୁଇ ଦୁଇ ଥର ତଳସରା ବିଧାନସଭା ଆସନରୁ ନିର୍ବାଚିତ ହୋଇଥିବା ଭବାନୀ ଶଙ୍କର ଭୋଇ ହେଲେ ଉପ ବାଚସ୍ପତି । ବାଚସ୍ପତି ସୁରମା ପାଢ଼ୀ ତାଙ୍କ ନାଁ ଘୋଷଣା କରିଛନ୍ତି । ଭବାନୀ ଶଙ୍କରଙ୍କୁ ଉପ ବାଚସ୍ପତି ପ୍ରାର୍ଥୀ…

ରେଲୱେ ପାଇଁ ଓଡ଼ିଶାକୁ ୧୦ ହଜାର ୫୮୬ କୋଟି, ଅଧିକ ଅନୁଦାନ ମିଳିଛି, ଅଧିକ ବିକଶିତ ହେବ

ଓଡିଶା ଭାସ୍କର: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରେଳ କ୍ଷେତ୍ରରେ ଅଧିକ ଅନୁଦାନ ମିଳିଥିବା କହିଛନ୍ତି । ରେଳୱେ ପାଇଁ କେନ୍ଦ୍ର ପ୍ରାୟ ୧୦ ହଜାର ୫୮୬ କୋଟି ଅନୁଦାନ ଦେଇଛି ଓଡିଶାକୁ । ଯାହା ୟୁପିଏ ସରକାରଠୁ…

(video): ତବୁଙ୍କ ଏହି ସିନେମା ‘ଦୃଶ୍ୟମ୍‌’ଙ୍କୁ ବି ଦିଏ ମାତ୍‌, କ୍ଲାଇମେକ୍ସ ଏମିତି ଅଛି ନଜର ହଟାଇଲେ କିଛି ବୁଝିପାରିବେ ନାହିଁ….

ଓଡିଶା ଭାସ୍କର: ଓଟିଟିରେ ବର୍ତ୍ତମାନ ଆଉଟ ଅଫ ବକ୍ସ କଣ୍ଟେଣ୍ଟ ମିଳିବାରେ ଲାଗିଛି ଲୋକଙ୍କୁ । ସେଥିପାଇଁ ଲୋକମାନେ ମଧ୍ୟ ସିନେମାଘରକୁ ନ ଯାଇ ଓଟିଟି ମୁହାଁ ହେବାରେ ଲାଗିଲେଣି । ଏହିକ୍ରମରେ ଓଟିଟିରେ ଏମିତି ଏକ…

କେଉଁ କ୍ଷେତ୍ରରେ ଫୋକସ୍ କରିବ Budget-2024? ହୋଇପାରେ ବଡ଼ ଘୋଷଣା… କିଏ ପାଇବେ ଫାଇଦା

ଓଡ଼ିଶା ଭାସ୍କର: ଆଉ କିଛି ସମୟ ପରେ ବଜେଟ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟକୁ ନେଇ ବର୍ତ୍ତମାନ ଅନେକ ଚର୍ଚ୍ଚା ଲାଗି ରହିଛି । ସାଧାରଣ ଲୋକଙ୍କଠାରୁ ଆରମ୍ଭ କରି ଛାତ୍ର,…

ଜମ୍ମୁ-କାଶ୍ମୀର ରଜୌରୀ ସେନା ଶିବିର ଉପରେ ଆତଙ୍କୀ ହମଲା, ଆତଙ୍କୀ ଗୁଳିରେ ଜଣେ ଯବାନ ଆହତ, ଗୁଳିବିନିମୟ ଜାରି

ଓଡିଶା ଭାସ୍କର: ଜମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲାର ଗୁଣ୍ଡା ଖବାସ ଅଞ୍ଚଳରେ ଭାରତୀୟ ସେନା ଉପରେ ଆତଙ୍କୀ ହମଲା ହୋଇଛି । ଏଥିରେ ଜଣେ ଯବାନ ଆହତ ହୋଇଛନ୍ତି । ଆତଙ୍କବାଦୀଙ୍କ ବଡଧରଣର ଏହି ଉଦ୍ୟମ ପଣ୍ଡ ହୋଇଛି ।…

ଭାରତ- ପାକିସ୍ତାନ ସୀମାର ତାର କାଟି ନେଇଗଲେ ଚୋର, ସୀମା ପାର୍ ହୋଇ ଆସିଲେ ପାକିସ୍ତାନୀ ଛେଳି

ନୂଆଦିଲ୍ଲୀ: ଅନେକ ସମୟରେ ଭାରତ ଓ ପାକିସ୍ତାନକୁ ନେଇ ସୀମା ବିବାଦ ଲାଗି ରହିଥାଏ । ଏଥିପାଇଁ ବର୍ଡରରେ ଜବାନମାନେ ସବୁବେଳେ ଆଲର୍ଟ ମୋଡରେ ଥାନ୍ତି । ନିକଟରେ ଭାରତ ଏବଂ ପାକିସ୍ତାନ ସୀମାକୁ ନେଇ ଏଭଳି ଏକ ଖବର…

Budget 2024: ମଧ୍ୟବିତ୍ତଙ୍କ ବଢିବ ଟେନସନ! ନା, ବଜେଟ ସେମାନଙ୍କୁ କରିବ ଖୁସି, ଜ୍ୟୋତିଷାଚାର୍ଯ୍ୟଙ୍କ ଗଣନା କହୁଛି ଏପରି

ଓଡିଶା ଭାସ୍କର: ଭାରତର ଊର୍ଜାବାନ ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ ପୁଣିଥରେ ପ୍ରସ୍ତୁତ ହେଲେଣି ବହି ଖାତା ଧରି । ୨୩ ଜୁଲାଇ ୨୦୨୪ ମସିହାରେ ନିର୍ମଳା ପୁଣିଥରେ ଭାରତ ସରକାରଙ୍କ ବଜେଟ ପ୍ରସ୍ତୁତ କରିବାକୁ ଯାଉଛନ୍ତି…

Google vs OLA Map: ଗୁଗୁଲ ଓ ଓଲା ମ୍ୟାପ୍ସ ଭିତରେ ଅନ୍ତର କ’ଣ! ଜାଣନ୍ତୁ ଏହି ରିପୋର୍ଟରେ

ଓଡିଶା ଭାସ୍କର: ନିକଟରେ ଓଲା ଇଲେକଟ୍ରିକ ଗୁଗୁଲ ମ୍ୟାପ୍ସଠୁ ନିଜର ସମସ୍ତ ସମ୍ପର୍କକୁ ଛିନ୍ନ କରିଛି । କମ୍ପାନୀ ନିଜର ହିଁ ମ୍ୟାପିଂ ସର୍ଭିସର ଆରମ୍ଭ କରିଛି । କମ୍ପାନୀ ଡିଟିଟାଲ କ୍ଷେତ୍ରରେ ଅଭିବୃଦ୍ଧି ପାଇଁ ନିଜସ୍ୱ…

ସଂସଦ ମୌସୁମୀ ଅଧିବେଶନ: ସର୍ବଦଳୀୟ ବୈଠକରେ ରାଜନାଥ ସିଂହ କଲେ ବିରୋଧୀଙ୍କୁ ଅପିଲ

ଓଡିଶା ଭାସ୍କର: ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି ଯେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ସାଂସଦଙ୍କୁ ଅପିଲ କରିଛନ୍ତି, କୌଣସି ସାଂସଦ ସଂସଦରେ କହିବା ସମୟରେ ଅନ୍ୟ ସାଂସଦ ସେଥିରେ ହସ୍ତକ୍ଷେପ…