Browsing Category
ଖବର
ଲୁଟେରା ଗ୍ୟାଙ୍ଗର ଶିକାର ହେଲେ ଲୋକ ପାଇଲଟ, ୩ ଗିରଫ
ଭୁବନେଶ୍ୱର: ରାଉରକେଲା ଅଞ୍ଚଳରୁ କିଛିଦିନ ତଳେ ଜଣେ ଲୋକ ପାଇଲଟ ଲୁଟର ଶିକାର ହୋଇଥିବା ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ସେହି ଦୁର୍ବୃତ୍ତ ଲୋକ ପାଇଲଟଙ୍କୁ ଅପହରଣ କରିନେଇ ସୁନା ଚେନ ସହ ୧ ଲକ୍ଷ ୨୪ ହଜାର ଟଙ୍କା ଲୁଟ…
Video; କଞ୍ଚାପରିବା ଦରଦାମ୍ ବୃଦ୍ଧିକୁ ନେଇ ଆସିଲା ବଡ଼ ଖବର, ଜଣାପଡ଼ିଲା କିଏ ବଢ଼ାଉଛି ପରିବା ଦର…
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆଳୁ, ପିଆଜ ଠାରୁ ପନିପରିବା ସବୁର ଦର ଅକାଶଛୁଆଁ । ଦରବୃଦ୍ଧି ଦେଖି ଗ୍ରାହକ ଛାନିଆ । ଯାହାକୁ ହାତ ମାରିଲେ କରେଣ୍ଟ ଭଳି ଲାଗୁଛି । ରାଜ୍ୟର ବିଭିନ୍ନ ପରିବା ବଜାରରେ ପରିବା ଦାମ୍ ୮୦…
ଖୋର୍ଦ୍ଧା ରୋଡ୍ ଷ୍ଟୋସନରେ ନିର୍ମାଣ ହେବ ଫ୍ଲାଏଓଭର, ଖର୍ଚ୍ଚ ହେବ ୧୯୨ କୋଟି ଟଙ୍କା
ଭୁବନେଶ୍ୱର: ଖୋର୍ଦ୍ଧା ରୋଡ୍ ଷ୍ଟେସନରେ ଟ୍ରେନ ଚଳାଚଳ ଓ ଯାତାୟତକୁ ଦୃଷ୍ଟିରେ ରଖି ରେଳ ଫ୍ଲାଏଓଭର ନିର୍ମାଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛନ୍ତି । ଭାରତୀୟ ରେଳବାଇର ଏନର୍ଜି କରିଡର ଯୋଜନା ଅଧୀନରେ ଏହି…
ଅଜବ ଘଟଣା ! ବସରେ ଯାତ୍ରା କରିବା ପାଇଁ ଠେକୁଆର କଟିଲା ଟିକେଟ୍, କଣ୍ଡକ୍ଟର ବିରୋଧରେ ଅଭିଯୋଗ ଆଣିଲେ ମାଲିକ
ଲକ୍ଷ୍ନୌ: ଅଧିକାଂଶ ଲୋକମାନେ ପୋଷା ରଖିବାକୁ ପସନ୍ଦ କରିଥାନ୍ତି । ଏଥିମଧ୍ୟରୁ ଗାଈ, ପକ୍ଷୀ, ବିଲେଇ, କୁକୁର ଭଳି ପ୍ରାଣୀ ପୋଷିଥାନ୍ତି । ସମୟକ୍ରମେ ମାଲିକଙ୍କ ସହ ଉତ୍ତମ ସମ୍ପର୍କ ସ୍ଥାପନ ହୋଇଯାଏ । ସେମାନେ ଯୁଆଡ଼େ…
ଭାଙ୍ଗିଯିବ କି କେନ୍ଦ୍ରାପଡା ପୌର ପରିଷଦ, ହୋଟେଲରେ ଚାଲିଛି ଗୁପ୍ତ ବୈଠକ
ଭୁବନେଶ୍ୱର: ଓଡିଶାର ସର୍ବପୁରାତନ ପୌରସଂସ୍ଥା ହେଉଛି କେନ୍ଦ୍ରାପଡା ପୌରପରିଷଦ । ଏହି ପୌରପରିଷଦକୁ ଭାଙ୍ଗି ଦେବା ପାଇଁ ୧୪ କାଉନସିଲର ଗୁପ୍ତ ବୈଠକ କରିଛନ୍ତି। ଗୁପ୍ତ ବୈଠକଟି କେନ୍ଦ୍ରାଡାର ଏକ ହୋଟେଲରେ ସେହି ହୋଟେଲର…
ରାଜ୍ୟ କଂଗ୍ରେସରୁ ୫ଜଣ କର୍ମୀ ବିଦା
ଭୁବନେଶ୍ୱର: ରାଜ୍ୟ କଂଗ୍ରେସର ପିସିସି ସଭାପତି ଶରତ ପଟ୍ଟନାୟଙ୍କୁ କାଳିମାଡ ଘଟଣାରେ ୫ଜଣ କଂଗ୍ରେସ କର୍ମୀଙ୍କୁ ବିଦା କରାଯାଇଛି । ଦଳର ଶୃଙ୍ଖଳା ଭଙ୍ଗ କରିବା ଅଭିଯୋଗରେ ୫ଜଣ କର୍ମକର୍ତ୍ତାମାନଙ୍କୁ ୬ ବର୍ଷଲାଗି ଦଳରୁ…
Video; ନିୟନ୍ତ୍ରଣରେ ନାହିଁ ପରିବା ଦର; ସେଞ୍ଚୁରି ମାରିବା ପରେ ବି ଚୁପ୍ ବସିଛି ଯୋଗାଣ ବିଭାଗ
ଭୁବନେଶ୍ୱର : (ଓଡ଼ିଶା ଭାସ୍କର) ଜଣାପଡିଲା କାହିଁକି ପରିବାର ଦରରେ ଲାଗୁନି ବ୍ରେକ୍ । ଭୁବନେଶ୍ୱର ୧ନଂ ହାଟରେ ମିଳୁଥିଲା ଶସ୍ତାରେ ପରିବା । ହେଲେ, ଏବେ ହାତ ମାରିଲେ ପକେଟ୍ ଖାଲି ହେଉଛି । ରଜଠୁ ନାହିଁ ଦରରେ…
(video)ମୁଣ୍ଡର ୨ ଟି ସିଲିଣ୍ଡର ରଖି ନାଚୁଥିବା ମହିଳା, ଲୋକେ ଦେଖି ହେଲେ ଆଚମ୍ବିତ; ‘ସାବଧାନୀ ହଟି ଦୁର୍ଘଟଣା ଘଟି’
ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକେ ଲୋକପ୍ରିୟତା ପାଇବା ପାଇଁ ଆଜିକାଲି କିଛି ବି କରିପାରନ୍ତି । ଆପଣ ବହୁତ ଲୋକଙ୍କୁ ନାଚିବାର ଦେଖିଥିବେ । କିନ୍ତୁ କେବେ ଆପଣ ସିଲିଣ୍ଡର ଡ୍ୟାନ୍ସ ଦେଖିଛନ୍ତି । ମୁଣ୍ଡରେ ସିଲିଣ୍ଡର…
ମରିଗଲା ମାନବିକତା; ଗହମ ଚୋରି ଅଭିଯୋଗରେ ଖୁଣ୍ଟରେ ବାନ୍ଧି ତାଲିବାନ ଭଳି ମାଡ଼ ମାରିଲେ ଗ୍ରାମବାସୀ
ନୂଆଦିଲ୍ଲୀ: ଗହମ ଚୋରି ଅଭିଯୋଗରେ ଗିରଫ ହେଲେ ଯୁବକ। ଖୁଣ୍ଟରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ। ବସ୍ତିର ଏକ ଗାଁରେ ବ୍ୟକ୍ତି ଜଣକ ଗହମ ଚୋରି କରୁଥିବା ବେଳେ ଗ୍ରାମବାସୀଙ୍କ ହାତରେ ଧରାପଡ଼ିଥିଲେ। ଏହାପରେ ଗାଁ ଲୋକେ…
ନିର୍ବାଚନ ପରେ ଚାଷୀଙ୍କୁ ମିଳିବ ଏସବୁ ଫାଇଦା; ଘୋଷଣା କରିଛନ୍ତି ରାଜ୍ୟ ସରକାର
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଚାଷୀମାନଙ୍କୁ ମିଳିବ ସବୁଠୁ ବଡ ସୁଯୋଗ । ଚଳିତ ନିର୍ବାଚନରେ ଶାସକ ଦଳର ସରକାର ଗଠନ ହେଲେ ଚାଷୀମାନଙ୍କୁ ମିଳିବ ଅନେକ ଫାଇଦା ଏ ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି ।
ଓଡିଶାର…