
Browsing Category
ଖବର
ଟ୍ରାକ୍ଟର ଚକା ତଳେ ଦୁଇ ସାଙ୍ଗଙ୍କ ଜୀବନ ଗଲା
ବାଲେଶ୍ୱର: ସାଙ୍ଗ ହୋଇ ହାତ ଧରାଧରି ହୋଇ ଘରୁ ବାହାରିଥିଲେ ୨ ସାଙ୍ଗ। ହେଲେ ବାଟରେ ଜଗି ବସିଥିଲା ଯମ। ମନ ଖୁସିରେ ଦୁଇ ସାଙ୍ଗ ଟ୍ରାକ୍ଟର ଉପରେ ବସି ବିଲକୁ ଯାଉଥିଲେ। ହେଲେ ସେହି ଟ୍ରାକ୍ଟର ଚକା ତଳେ ସେମାନଙ୍କ ଜୀବନ…
ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିପାରିବେ ସବୁ ଧର୍ମର ଲୋକ !
କୋଲକାତା: ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିପାରିବେ ମୁସଲମାନ ସମେତ ସବୁ ଧର୍ମର ଲୋକ। କାହା ପାଇଁ କୌଣସି ନିୟମ ରହିବନି। ସବୁ ଧର୍ମର ଲୋକ ଜଗନ୍ନାଥ ମନ୍ଦିରରେ ପଶି ପାରିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ମଧ୍ୟ…
ମେ ୧୪ ତାରିଖରେ ହେବ ପୁଣିଥରେ OCS ଆନ୍ଥ୍ରୋପୋଲୋଜି ପରୀକ୍ଷା, ବିଜ୍ଞପ୍ତି ପ୍ରକାଶ କଲା OPSC
ନୂଆଦିଲ୍ଲୀ: ପୁଣିଥରେ ହେବ OCS ଆନ୍ଥ୍ରୋପଲୋଜି ପରୀକ୍ଷା। ଗତ ୨୭ରେ ହୋଇଥିବା ପରୀକ୍ଷା ବାତିଲ ନେଇ ସୂଚନା ଜାରି। ଆଉଥରେ ହେବ ସାନି ପରୀକ୍ଷା। ମେ ୧୪ ତାରିଖ ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ କଲା OPSC।…
ମହାପ୍ରଭୁଙ୍କ ପାଖରୁ ଆସିଲା ଆଜ୍ଞାମାଳ, ଆଜିଠାରୁ ଆରମ୍ଭ ହେବ ରଥ କାମ
ପୁରୀ: ଆଜି ପବିତ୍ର ଅକ୍ଷୟ ତୃତୀୟା। ଆଜିଠାରୁ ଆରମ୍ଭ ହେବ ରଥ ନିର୍ମାଣ ଅନୁକୁଳ ନୀତି ଓ ଚନ୍ଦନଯାତ୍ରା। ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ଦିନକୁ ଅକ୍ଷୟ ତୃତୀୟା ଭାବେ ପାଳନ କରାଯାଏ।
ଏଥିପାଇଁ ଉତ୍ସବମୁଖର…
କ୍ରିକେଟ୍ ଖେଳରେ ଗଣ୍ଡଗୋଳ, ପିଟିପିଟି ମାରିଦେଲେ ୨୫ ଜଣ
କର୍ଣ୍ଣାଟକର ମାଙ୍ଗାଲୁରୁରେ ଏକ କ୍ରିକେଟ୍ ମ୍ୟାଚ୍ ସମୟରେ ବିବାଦରେ ଜଣେ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କରାଯାଇଛି। ସେହି ବ୍ୟକ୍ତିଙ୍କୁ 25 ରୁ ଅଧିକ ଲୋକଙ୍କ ଏକ ଗୋଷ୍ଠୀ ଆକ୍ରମଣ କରିଥିଲେ।
ଭାଣ୍ଡିଆ ହେଲା ପାକିସ୍ତାନ, ଭାରତ କ’ଣ କରିବାକୁ ଯାଉଛି ତାହା ଗୋପନ ରଖିଛି
ନୂଆଦିଲ୍ଲୀ: ଚାତକ ପରି ଚାହିଁ ରହିଥିଲା ଶତ୍ରୁ ଦେଶ ପାକିସ୍ତାନ। ହେଲେ ଭାଣ୍ଡିଆ ସଜେଇ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୁଇ ଦେଶର ଘନ ଘନ ବୈଠକ। ଆଉ ନିଷ୍ପତ୍ତି ଉପରେ ସମସ୍ତଙ୍କ ନଜର।
ଯେବେଠାରୁ ପହଲଗାମ…
ସିଲଂରୁ ସିଲଚର କରିଡରକୁ ମଞ୍ଜୁରି, ୨୨ ହଜାର ୮୬୪ କୋଟିର ବ୍ୟୟବରାଦ
ନୂଆଦିଲ୍ଲୀ: ବସିଥିଲା କେନ୍ଦ୍ର କ୍ୟାବିନେଟ୍ ବୈଠକ। ଆଉ ବୈଠକ ସରିବା ପରେ ସାମ୍ୱାଦିକ ସମ୍ମିଳନୀ କରି ବଡ଼ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। କେନ୍ଦ୍ର ନେଇଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି।…
ମେ ୯ରେ ମସ୍କୋରେ ଭିକ୍ଟ୍ରିଡେ ପରେଡରେ ଭାଗ ନେବେନି ମୋଦି
ନୂଆଦିଲ୍ଲୀ: ବାତିଲ୍ ହେଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୁଷିଆ ଗସ୍ତ। ପ୍ରଧାନମନ୍ତ୍ରୀ ମୋଦିଙ୍କ ରୁଷିଆ ଗସ୍ତ ବାତିଲ ହେବା ନେଇ ସୂଚନା ମିଳିଛି। ସୂଚନା ଅନୁଯାୟୀ, ପ୍ରଧାନମନ୍ତ୍ରୀ ରୁଷିଆର ମେ ୯ରେ ମସ୍କୋରେ…
“ବିଜେପିରେ ଯୋଗଦେବେ ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ୍ ଓ ସୁଲତା” !
ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ରାଜ୍ୟ ରାଜନୀତି। ବିଜେପି ସହ ସମ୍ୱନ୍ଧ ବଢ଼ାଉଛନ୍ତି ବିଜେଡିର ରାଜ୍ୟସଭା ସାଂସଦ। ଏପରିକି ସବୁବେଳେ ବିଜେପି ସହ ଯୋଗାଯୋଗରେ ଥିବା ମଧ୍ୟ କୁହାଯାଉଛି। ଆଉ ଏପରି ଏକ ବଡ଼ ବୟାନ ଦେଇଛନ୍ତି…
ଶରିୟା କୋର୍ଟ’, ‘କାଜି କୋର୍ଟ’ର କୌଣସି ଆଇନଗତ ସ୍ୱୀକୃତି ନାହିଁ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଶରିୟା କୋର୍ଟ , 'କାଜି କୋର୍ଟ' ଇତ୍ୟାଦିର କୌଣସି ଆଇନଗତ ସ୍ୱୀକୃତି ନାହିଁ; ତାଙ୍କର ନିର୍ଦ୍ଦେଶ ବାଧ୍ୟତାମୂଳକ ନୁହେଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି
'କାଜି କୋର୍ଟ', '(ଦାରୁଲ କାଜା) କାଜିଅତର…