Browsing Category
ଖବର
BREAKING: ପ୍ରେମ ପାଇଁ ଆତ୍ମାହୁତି! ଦେହରେ ପେଟ୍ରୋଲ ଢ଼ାଳି ଲଗାଇଦେଲେ ନିଆଁ
କେନ୍ଦୁଝର: ପେଟ୍ରୋଲ ଢ଼ାଳି ଜଳିଗଲେ ଦୁଇଜଣ। କରଞ୍ଜିଆ ରରୁଆଁ ଥାନା ଖିିଚିଂ ପାତ୍ର ସାହି ଅଞ୍ଚଳରେ ଘଟିଛି ଏହି ଘଟଣା।
ଜଳି ଯାଇଥିବା ମହିଳା ଜଣଙ୍କ ମୃତ। ପୁରୁଷ ଜଣଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ…
ସାଉଥ୍ ଅଭିନେତା କଳାଭବନ ନାଭାସଙ୍କ ମୃତ୍ୟୁ, ହୋଟେଲ ରୁମ୍ରୁ ମୃତଦେହ ଉଦ୍ଧାର
ନୂଆଦିଲ୍ଲୀ: ସାଉଥ ସିନେମା ଜଗତରେ ଶୋକର ଛାୟା। ମଲୟାମଲ ସିନେମାର ଜଣାଶୁଣା ଅଭିନେତା ଏବଂ ମିମିକ୍ରି କଳାକାର କଳାଭବନ ନାଭାସଙ୍କ ମୃତ୍ୟୁ ହୋଇଛି। ଅଭିନେତାଙ୍କ ମୃତଦେହ ଏକ ହୋଟେଲ ରୁମରୁ ମିଳିଛି। ଅଚେତ ଅବସ୍ଥାରେ…
ଭାରତୀୟ ଫୁଟ୍ବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ହେଲେ ଏହି ଅନ୍ତର୍ଜାତୀୟ ଖେଳାଳି
ନୂଆଦିଲ୍ଲୀ: ଭାରତୀୟ ଫୁଟବଲ୍ ଦଳର ମୁଖ୍ୟ ପ୍ରଶିକ୍ଷକ ପାଇଁ ସନ୍ଧାନ ଚାଲିଥିବା ବେଳେ ଆଜି ତାହାର ଅନ୍ତ ହୋଇଛି । ଅଖିଳ ଭାରତୀୟ ଫୁଟବଲ୍ ଫେଡେରେସନ (AIFF) ର କାର୍ଯ୍ୟନିର୍ବାହୀ କମିଟି ଖାଲିଦ ଜାମିଲଙ୍କୁ ଏହି ପଦବୀ…
BREAKING: ସେନାର ଅପରେସନ ‘ଅଖଲ’, ଏନକାଉଣ୍ଟରରେ ଆତଙ୍କବାଦୀ ନିପାତ
କୁଲଗାମ: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲାର ଅଖଲ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଚାଲିଛି ଗୁଳିବିନିମୟ। ଏହି ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିପାତ ହୋଇଥିବା ସୂଚନା ରହିଛି।
ଭାରତୀୟ ସେନା…
ଭାରତର ଏହି ସ୍ଥାନରେ ଭୂମିକମ୍ପର ଝଟକା, ଗଭୀରତା ୧୦ କିଲୋମିଟର ତଳେ ରେକର୍ଡ
ଅରୁଣାଚଳ ପ୍ରଦେଶ: ଭାରତର ଅରୁଣାଚଳ ପ୍ରଦେଶରେ ଭୂମିକମ୍ପର ଝଟକା। ଶନିବାର ସକାଳ ୫:୩୫, ୫୫ ସେକେଣ୍ଡରେ ଏହି ଭୂମିକମ୍ପ ଝଟକା ଲାଗିଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS) ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ…
BREAKING: ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍, ୧୩ ଯବାନ ଆହାତ
ଅନୁଗୁଳ: ଟ୍ରକ୍କୁ ପଛରୁ ପିଟିଲା ଭ୍ୟାନ୍। ଦୁର୍ଘଟଣାରେ ୧୩ ଯବାନ ଆହତ। ଏନ୍ଏଚ୍ ୫୫ ଜରପଡ଼ା ନିକଟରେ ବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା।
OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ନେଇ ଯାଉଥିଲା ଭ୍ୟାନ୍।…
(video) ଚାଲିଥିଲା ଚୋରା ପୀରତି, ଦେଖିଦେଲେ ହିଟ୍ଲର… ରାସ୍ତାରେ ଉଡିଲା ଚାପୁଡ଼ା, ଗୋଇଠା
ଉତ୍ତରପ୍ରଦେଶ: ସ୍ୱାମୀ, ସ୍ତ୍ରୀ ଆଉ ପ୍ରେମିକା। ରେଷ୍ଟୁରାଣ୍ଟରେ ଚାଲିଥିଲା ଚୋରାପୀରତି। ଦେଖିଦେଲେ ସ୍ତ୍ରୀ। ତାପରେ ଚାଲିଲା ହାଇଡ୍ରାମା। ଚାପୁଡା, ଚୁଟି ଟଣାରେ ରଣକ୍ଷେତ୍ର ପାଲଟିଲା ରେଷ୍ଟୁରାଣ୍ଟ ବାହାର। ରାସ୍ତାରେ…
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ‘ବସ୍ତିରେ ଆଉ ଚାଲିବନି ବୁଲଡୋଜର’
ନୂଆଦିଲ୍ଲୀ: ବସ୍ତି ବାସିନ୍ଦାଙ୍କ ପାଇଁ ଆସିଛି ଏକ ଆଶ୍ୱସ୍ତିକର ଖବର । ଏବେ କୌଣସି ବସ୍ତି ଭାଙ୍ଗି ଦିଆଯିବ ନାହିଁ । ଏନେଇ ମୁଖ୍ୟମନ୍ତ୍ରୀ ଶୁକ୍ରବାର ଏକ ବଡ଼ ନିର୍ଦ୍ଦେଶ ଜାରି କରି କହିଛନ୍ତି ଯେ, ରାଜଧାନୀରେ ଏବେ…
ମାୟାବିନୀ ଶିକ୍ଷୟିତ୍ରୀଙ୍କ କଳା କାରନାମା! ୧୫ ବର୍ଷରେ ୮ ଥର ବିବାହ, ଫୋକସ୍ରେ ଥିଲେ ଆରବିଆଇର ବରିଷ୍ଠ ଅଧିକାରୀ
ମହାରାଷ୍ଟ୍ର: ପେଶାରେ ଶିକ୍ଷୟିତ୍ରୀ ହେଲେ ନିଶା ଅନ୍ୟଙ୍କୁ ଲୁଟିବା। ପ୍ରଥମେ ବିବାହ ତାପରେ ଲୁଟ୍। ୧୫ ବର୍ଷରେ ୮ଟି ବିବାହ କରିଛନ୍ତି ମହିଳା। ସେମାନଙ୍କୁ ମିଛ କେସ୍ରେ ଫସାଇଦେବାକୁ କହି ଲୁଟିଛନ୍ତି ଟଙ୍କା।…
ଦାନ୍ତ ଘଷିବାରେ ଅବହେଳା କରୁଛନ୍ତି କି, ହୋଇପାରେ ହାର୍ଟଆଟାକ୍!
ଓଡିଶାଭାସ୍କର: ହିନ୍ଦୀରେ ଗୋଟିଏ କଥା ଅଛି, “ଆଙ୍ଖ୍ ମେ ଅଞ୍ଜନ୍, ଦାନ୍ତ ମେ ମଞ୍ଜନ୍”। ଅର୍ଥାତ୍ ପ୍ରତିଦିନ ଆଖିରେ କଜଳ ଲଗାଇବା ଏବଂ ଦାନ୍ତ ଘଷିବା ଉଚିତ। ଦାନ୍ତ ସଫା କରିବା ଏବଂ ପାଟିର ସ୍ୱଚ୍ଛତା ସ୍ୱାସ୍ଥ୍ୟର ଏକ…