Browsing Category

ଖବର

ଭିଣୋଇକୁ ଦେଖି ଶାଳି ହେଲା ବେକାକୁ, ବଜାର ବାହାନାରେ ଭିଣୋଇ ସହ ଚମ୍ପଟ

ଉତ୍ତରପ୍ରଦେଶ: ଏପଟେ ଚାଲିଛି ବିବାହ ପ୍ରସ୍ତୁତି, ସେପଟେ କିନ୍ତୁ ଘଟିଗଲା କିଛି ଏମିତି ଯାହା ଘଟିବାର ନଥିଲା। ଏହି ଘଟଣା ପରେ ଉତ୍ତରପ୍ରଦେଶର ମୁରାଦାବାଦରେ ଜିଲ୍ଲାର ଠାକୁରଦ୍ୱାର ଥାନା ଅଞ୍ଚଳରେ ଚର୍ଚ୍ଚା ଲାଗିଛି।…

BREAKING: ବିଭତ୍ସ ହତ୍ୟା: ଟାଙ୍ଗିଆରେ ସାଙ୍ଗର ଜୀବନ ନେଲା ସାଙ୍ଗ

ଦେବଗଡ଼: ଦେବଗଡ଼ରେ ବିଭତ୍ସ ହତ୍ୟା। ଦେବଗଡ଼ ନୂଆଗାଁରେ ସାଙ୍ଗକୁ ମାରିଦେଲା ସାଙ୍ଗ। ଘର ଭିତରେ ଟାଙ୍ଗିଆରେ ହାଣି ସାଙ୍ଗକୁ ନିର୍ମମ ହତ୍ୟା କରିଛି ସାଙ୍ଗ। ଘର ଭିତରେ ସାଙ୍ଗକୁ ବଳି ଦେଇଥିବା ଲୋକେ କଲେ ଅଭିଯୋଗ। ବନ୍ଦ…

ବିଜୁଳିର ତାଣ୍ଡବ: ଲିଭିଗଲା ୩୪ଜଣଙ୍କ ଜୀବନ ଦୀପ… ୬ ଗୁରୁତର

ବିହାର: ବିହାରରେ ବିଜୁଳି ନେଲା ୩୪ ଜୀବନ । ୪୮ ଘଣ୍ଟା ଭିତରେ ଟଳିପଡ଼ିଲା ୩୪ଟା ଜୀବନ । ଏଥିରେ ୬ ଜଣ ଅନ୍ୟ ଲୋକ ଅସୁସ୍ଥ ମଧ୍ୟ ଅଛନ୍ତି । ବିହାରର ବିପର୍ଯ୍ୟୟ ପରିଚାଳନା ବିଭାଗ ଶୁକ୍ରବାର ଦିନ ଏହି ତଥ୍ୟ ଦେଇଛନ୍ତି ।…

ଶନିଦେବ ହେବେ ପ୍ରସନ୍ନ, ୬ଟି ରାଶିରେ କରିବେ ଧନବର୍ଷା

ନୂଆଦିଲ୍ଲୀ: ଆଜି ଶନିବାର ଶନିଦେବ ଏହି ରାଶି ଉପରେ ରହିବେ ପ୍ରସନ୍ନ। ୬ଟି ରାଶି ଉପରେ ଶନିଦେବ ପ୍ରସନ୍ନ ହେବା କରିବେ ଧନ ବର୍ଷା। ଆସନ୍ତୁ ଜାଣିବା ଆଜିର ଦିନର ମହତ୍ୱ ଏବଂ କେଉଁ ରାଶିଙ୍କ ଉପରେ ହେବ ଧନବର୍ଷା। ୧୯…

ପୋଲିସ ଟ୍ରେନିଙ୍ଗ ସେଣ୍ଟରରେ ବଡ଼ ଧରଣର ବିସ୍ଫୋରଣ, ୩ ଜଣଙ୍କର ମୃତ୍ୟୁ

ଆମେରିକା: ପୋଲିସ ଟ୍ରେନିଙ୍ଗ ସେଣ୍ଟରରେ ବଡ଼ ବିସ୍ଫୋରଣ। ଘଟଣାରେ ୩ ଜଣ ତାଲିମପ୍ରାପ୍ତ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏପରିକି ବିସ୍ଫୋରଣର ମାଇଲ ମାଇଲ୍ ଦୂରରେ ଥିବା ଏକ SUV କ୍ରୁଜରର ଝରକା…

ଜଣେ ଇନକମ୍ ଟ୍ୟାକ୍ସ ଅଫିସରଙ୍କ ଦରମା କେତେ, ଆପଣ ଜାଣିଲେ ଉଡ଼ିଯିବ ହୋସ୍?

ନୂଆଦିଲ୍ଲୀ: ଚାକିରି ସରକାରୀ ହେଉ କି ବେସରକାରୀ। ଦରମାକୁ ନେଇ ପ୍ରଶ୍ନ ସବୁବେଳେ ସମସ୍ତଙ୍କ ମନରେ ରହିଥାଏ।  ଦେଶରେ ବହୁ ସଂଖ୍ୟାକ ଛାତ୍ରଛାତ୍ରୀ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହୁଅନ୍ତି। ଏହି ଚାକିରିଗୁଡ଼ିକ…

ଭାରତୀୟ ଖେଳାଳିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ, ICC ଲଗାଇଲା ମୋଟା ଅଙ୍କର ଜରିମାନା

ନୂଆଦିଲ୍ଲୀ: ଭାରତୀୟ ଖେଳାଳିଙ୍କ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି  ICC। ଭାରତୀୟ ମହିଳା ଦଳ ଇଂଲଣ୍ଡ ଗସ୍ତରେ ଯାଇ ଟି-୨୦ ସିରିଜକୁ ୩-୨ରେ ଜିତିଥିଲା। ଏହା ପରେ ଦଳ ODI ସିରିଜର ପ୍ରଥମ ମ୍ୟାଚ୍ ମଧ୍ୟ ଚାରି…

ବେଦାନ୍ତ ଆଲୁମିନିୟମର ଅର୍ଗାନାଇଜେସନ୍ ମେଗା ମଲ୍ଟି-ସ୍ପେଶାଲିଟି ଦ୍ୱାରା କଳାହାଣ୍ଡିରେ ହେଲ୍ଥକ୍ୟାମ୍ପର ଆୟୋଜନ

କଳାହାଣ୍ଡି: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଏହାର ପ୍ରମୁଖ ସ୍ୱାସ୍ଥ୍ୟସେବା-କେନ୍ଦ୍ରିତ CSR ହସ୍ତକ୍ଷେପ, ପ୍ରୋଜେକ୍ଟ ଆରୋଗ୍ୟ ଅଧୀନରେ ଏକ ମେଗାମଲ୍ଟି-ସ୍ପେଶାଲିଟି ସ୍ୱାସ୍ଥ୍ୟ ଶିବିର…

୧୩ ହଜାରରୁ ଅଧିକ ଶିକ୍ଷକ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଆରମ୍ଭ

ମଧ୍ୟପ୍ରଦେଶ: ସରକାରୀ ଶିକ୍ଷକ ପାଇଁ ବାହାରିଲା ନିଯୁକ୍ତି। ହଜାରେ କି ଦୁଇ ହଜାରେ ନୁହେଁ, ଏକାଥରେ ୧୩ ହଜାର ଶିକ୍ଷକ ପାଇଁ ବାହାରିଲା ନିଯୁକ୍ତି।  ଆରମ୍ଭ ହେଲାଣି ଆବେଦନ। ଆପଣ ଯଦି ସରକାରୀ ଶିକ୍ଷକ ଚାକିରି ପାଇଁ…

ବାରମ୍ବାର ଶୋଷ ଲାଗୁଥିଲେ ହୋଇପାରେ ଏହି ବଡ଼ ରୋଗ, ଜାଣନ୍ତୁ ଲକ୍ଷଣ

ନୂଆଦିଲ୍ଲୀ: ମଧୁମେହ ଏକ ଗମ୍ଭୀର ରୋଗ। ହେଲେ ଯତ୍ନ ନେଲେ ଏହାକୁ କଂଟ୍ରୋଲ କରାଯାଇପାରିବ। ଏବେ ଘରେ ଘରେ ମଧୁମେହ ରୋଗୀ। ଯଦି ଏହାକୁ ସମୟ ମଧ୍ୟରେ ଚିହ୍ନଟ କରାଯାଏ, ତେବେ ଏହାକୁ ଏଡାଯାଇପାରିବ। ପ୍ରି-ଡାଇବେଟିସ୍ ହେଉଛି…