Browsing Category
ଭିଡିଓ ଖବର
Video: କେଦାରନାଥ ଧାମ ଯାତ୍ରା ସମୟରେ ଘୋଡ଼ାକୁ ଜବରଦସ୍ତ ବିଡ଼ି ଟଣାଇଲେ ଯୁବକ, ଯନ୍ତ୍ରଣାରେ ଛଟପଟ ହେଉଥିବା ଘୋଡ଼ାର ଭିଡିଓ ଭାଇରାଲ
ନୂଆଦିଲ୍ଲୀ: ଉତ୍ତରାଖଣ୍ଡରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। କେଦାରନାଥ ଧାମ ଯାତ୍ରା ସମୟରେ ଦୁଇଜଣ ବ୍ୟକ୍ତି ଜୋରଜବରଦସ୍ତ ଏକ ଘୋଡାକୁ ବିଡି ଟଣାଇବାକୁ ଚେଷ୍ଟା କରିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ…
PM Modi US Visit: ପ୍ରଧାନମନ୍ତ୍ରୀ ମୋଦୀଙ୍କ ରାଜକୀୟ ଗସ୍ତ ଆରମ୍ଭ, ‘ଭାରତ ମାତା କି ଜୟ’ ନାରାରେ କମ୍ପିଲା ନ୍ୟୁୟର୍କ
ୱାଶିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକା ଗସ୍ତରେ ଯାଇ ନ୍ୟୁୟର୍କ ସହରରେ ପହଞ୍ଚିଛନ୍ତି । ଏହି ସମୟରେ ଭାରତୀୟ ପ୍ରବାସୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସ୍ୱାଗତ କରିବା ସହ 'ମୋଦୀ-ମୋଦୀ'ର ସ୍ଲୋଗାନ ଦେଇଥିଲେ…
(Video) ରଥ ଟାଣୁଟାଣୁ କାଳିଆର ପାଦତଳେ ଚାଲିଗଲା ବୃଦ୍ଧଙ୍କ ଜୀବନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ଆଜି ପୁରୀର ବଡ଼ଦାଣ୍ଡ କମ୍ପି ଉଠୁଛି । ଶଙ୍ଖ, ଘଣ୍ଟ ସାଙ୍ଗକୁ ଭକ୍ତଙ୍କ କୋହାହଳରେ ଆଜି ଜଗା ଭକ୍ତଙ୍କୁ ଦର୍ଶନ ଦେଉଛି । ଏହି…
Video: ବ୍ରିଟେନରେ ମଦ୍ୟପ ମହିଳାଙ୍କୁ ଦୁଷ୍କର୍ମ କଲେ ଭାରତୀୟ ଛାତ୍ର; ସିସିଟିଭି ଫୁଟେଜରେ କଏଦ ହେଲା ଘଟଣା, ଭିଡ଼ିଓ ଭାଇରାଲ
ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଜଣେ ଭାରତୀୟ ଛାତ୍ର ଜଣେ ମଦ୍ୟପ ମହିଳାଙ୍କୁ ତାଙ୍କ ଘରକୁ ନେଇ ଦୁସ୍କର୍ମ କରିଛନ୍ତି । ଏହି ଘଟଣା ସିସିଟିଭି ଫୁଟେଜରେ କଏଦ ହୋଇଛି । ବିବିସି…
(Video) ସେ ଝିଅର ପ୍ଲାନ ଥିଲା ମୋ ପୁଅଠୁ ପଇସା ନେଇ ରଶ୍ମୀ ସାଙ୍ଗରେ ରହିଥାନ୍ତା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ମାର୍ଚ୍ଚ ମାସ ୧୮ ତାରିଖରେ ରାଜଧାନୀ ଭୁବନେଶ୍ୱରର ବହୁଚର୍ଚ୍ଚିତ ଡିଜେ ଆଜେକ୍ସ ଓରଫ ଅକ୍ଷୟ କୁମାରଙ୍କ ଅକାଳ ବିୟୋଗ ଘଟିଥିଲା । ଡିଜେ ଆଜେକ୍ସଙ୍କ ମୃତଦେହ ରାଜଧାନୀରେ ଥିବା ତାଙ୍କ…
Video: ୪୦୦ କାର୍ କାରକେଡ ନେଇ କଂଗ୍ରେସରେ ମିଶିଲେ ବିଜେପି ନେତା
ନୂଆଦିଲ୍ଲୀ: ମଧ୍ୟପ୍ରଦେଶରେ ଗୁରୁବାର ଅନେକ ବିଜେପି ନେତା କଂଗ୍ରେସକୁ ଫେରିଛନ୍ତି। ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନେତୃତ୍ୱରେ ୨୦୨୦ ବିଦ୍ରୋହ ସମୟରେ କଂଗ୍ରେସକୁ ଛାଡି ଯାଇଥିଲେ। ତେବେ ଗୁରୁବାର ଶିବପୁରୀରୁ ଭୋପାଳ…
(Video) ଫେରାଇ ଦିଅ ଆମ ଜିନିଷ, ଫେରାଇ ନିଅ ତୁମ ଜିନିଷ, ଯାଆ ତୋର ମୋର ବାହାଘର ଶେଷ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଖାସି ମାଂସ ପାଇଁ ବାହାଘର ଭାଙ୍ଗିଯିବା ଘଟଣାକୁ ନେଇ ଏବେ ସାରା ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲିଛି । ଜିଲ୍ଲାର ଥମା ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଏକ ଅଭାବନୀୟ ଘଟଣା । ଉକ୍ତ ଅଞ୍ଚଳର ଜଣେ…
(Video) ବାଲେଶ୍ୱରକୁ ମାଡ଼ି ଆସୁଛି ମହାବିପଦ! ମଣିଷଙ୍କ ପରେ ଏବେ ମାଙ୍କଡ଼ଙ୍କ ପାଳି, ଶହ ଶହ ମଣିଷଙ୍କ ମୃତ୍ୟୁ, ୫୦ଟି ମାଙ୍କଡ଼ଙ୍କ ମୃତ୍ୟୁ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ୨ ତାରିଖ ସନ୍ଧ୍ୟାରେ ବାଲେଶ୍ୱରର ବାହାନଗାରେ ଘଟିଥିଲା ଏକ ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣା । ଏହି ଦୁର୍ଘଟଣା କେବଳ ଓଡ଼ିଶା ନୁହେଁ, ସାରା ବିଶ୍ୱ ପାଇଁ ଏକ ଭୟଙ୍କର କାଳ ରାତ୍ରି ଥିଲା ।…
Video: ବାପା ହେବେ ସୁନିଲ ଛେତ୍ରୀ; ଗୋଲ୍ ସ୍କୋର ପରେ ଅଦ୍ଭୁତ ସେଲିବ୍ରେସନ୍ କରି ଦେଲେ ସୂଚନା
ଭୁବେନଶ୍ୱର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍ ରେ ଚାଲିଥିବା ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟେିନଣ୍ଟାଲ କପ୍ ଫୁଟବଲ ପ୍ରତେିଯାଗିତାର ସୋମବାର ଅନୁଷ୍ଠିତ ମ୍ୟାଚ୍ ରେ ଭାନୁଆଟୁକୁ ୧-୦ ଗୋଲେର ପରାସ୍ତ କରି ଭାରତ ଫାଇନାଲ ଖେଳିବା…
Video: ର୍ୟାମ୍ପ ୱାକ୍ର୍ରେ ସମୟରେ ଭାଙ୍ଗିଲା ଷ୍ଟେଜ୍, ୨୪ ବର୍ଷିଆ ମଡେଲଙ୍କ ଘଟଣାସ୍ଥଳରେ ମୃତ୍ୟୁ
ନୂଆଦିଲ୍ଲୀ: ନୋଏଡା ଫିଲ୍ମ ସିଟିର ଲକ୍ଷ୍ମି ଷ୍ଟୁଡିଓରେ ଏକ ଭୟଙ୍କର ଦୁର୍ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ରବିବାର ମଧ୍ୟାହ୍ନ ସମୟରେ ଏଠାରେ ଏକ ର୍ୟାମ୍ପ ଉର୍କ ଚାଲିଥିବା ସମୟରେ ଷ୍ଟେଜ୍ ଉଡପରେ ଲାଗିଥିବା…